୧୨୫ରେ ଅଟକିଲା ପଞ୍ଜାବ
ଶାରଜା,୨୫।୯: ଶାରଜାରେ ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଦ୍ୱିତୀୟ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ କେନ ଓ୍ବିଲିୟମସନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଧିନାୟକ ଲୋକେଶ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ…
ମତ୍ସ୍ୟଜୀବୀଙ୍କୁ ଦଳିଦେଲେ
ବାରଙ୍ଗ,୨୫ା୯(ଡି.ଏନ୍.ଏ.) – ମାଛ ମାରିବାକୁ ମହାନଦୀକୁ ଯାଉଥିବାବେଳେ ହାତୀ ଆକ୍ରମଣରେ ନରାଜ କୈବର୍ତସାହିର ମତ୍ସ୍ୟଜୀବୀ ସୁଶାନ୍ତ କୁମାର ବେହେରାଙ୍କ ମୃତ୍ୟୁ ଘଟିଛି। ଆଠଗଡ଼ରୁ ମହାନଦୀ ପାର ହୋଇ ଚନ୍ଦକା ଫେରୁଥିବା ହାତୀ ପଲ ତାଙ୍କୁ ଦଳିଦେଇଥିବା କୁହାଯାଉଛି। ତେବେ ଶନିବାର ସକାଳେ…
ସୋନମ କପୁରଙ୍କ ଲାଇଫରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ‘ସମୱାନ ସ୍ପେଶାଲ’
ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଶନିବାର ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏଥିରେ ସେ ସ୍ମାଇଲିଂ ଫେସର ଏକ ଫଟୋ ଶେୟାର କରିବା…
ବିବାହ ପରେ ନୂଆ ଘରକୁ ସିଫ୍ଟ କରିବେ ଆଲିଆ!
ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଏବେ ନିଜ ପର୍ସନାଲ ଲାଇଫରେ ବିଜି ଅଛନ୍ତି । ବଲିଉଡ୍ ନାୟକ ରଣବୀର କପୁରଙ୍କୁ ଆଲିଆ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିବା ବେଳେ ସେ ଏବେ ଅଧିକାଂଶ ସମୟରେ ରଣବୀରଙ୍କ ମା’ ନିତୁ…
ବିଦେଶରେ ଚାକିରି ନାମରେ ଲକ୍ଷାଧିକ ଟଙ୍କାର ଠକେଇ: ୩ ଜଣଙ୍କୁ ବାନ୍ଧିଲା ପୋଲିସ
ହିଞ୍ଜିଳିକାଟୁ,୨୫ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପାଟଣା ସାହିରେ ‘ଆରାଉଣ୍ଡ ଦ ଓ୍ବାଲର୍ଡ’ ଏଜେନ୍ସି ନାମକ ଏକ ସଂସ୍ଥା ବିଭିନ୍ନ ଜିଲାର ବହୁ ଯୁବତୀ, ଯୁବକଙ୍କୁ ବିଦେଶରେ ଚାକିରି ଦେବା ଆଳରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲା। ଠକ ସଂସ୍ଥାର ମୁଖ୍ୟ ଓ…
ଦିଲ୍ଲୀ କ୍ୟାପିଟାଲ୍ସ ଶୀର୍ଷରେ
ଅବୁଧାବି,୨୫।୯: ୟୁଏଇରେ ଚାଳିଥିବା ଆଇପିଏଲ୍ ଫେଜ୍-୨ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଶୀର୍ଷ ସ୍ଥାନକୁ ଉଠିଛି। ଅବୁଧାବିରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲକୁ ୩୩ ରନ୍ରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହ ଅଧିନାୟ ରିଷଭ…
ତାଲିବାନ ସହ କଥା ହେବାକୁ ଭାରତକୁ ଉପଦେଶ ଦେଲେ ଫାରୁକ
ଜମ୍ମୁ,୨୫ ।୯: ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଭାରତ ସରକାରଙ୍କୁ ତାଳିବାନ ସହ କଥା ହେବାକୁ ପରାମର୍ଶ ଦେଇଛନ୍ତି । ଏବେ ଫାରୁକଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫାରୁକ ଅବଦୁଲ୍ଲା କହିଛନ୍ତି ଆମେ ଆଫଗାନିସ୍ତାନରେ…
ଜାଣନ୍ତି ସମ୍ଭାବ୍ୟ ବାତ୍ୟାର ନାଁ କାହିଁକି ରହିଛି ‘ଗୁଲାବ’
ଇସଲାମାବାଦ: ଆପଣ ଜାଣନ୍ତି ପ୍ରତ୍ୟେକ ବାତ୍ୟାର କିଛି ନା କିଛି ନାମକରଣ କରାଯାଇଥାଏ। ମାତ୍ର ମନକୁ କେବେ ପ୍ରଶ୍ନ ଆସିନି ଏହି ବାତ୍ୟାର ନାଁ କାହିଁକି ଏମିତି ରଖାଯାଇଛି। ଆଜ୍ଞା ହଁ ଏପରି ନାମକରଣ କରିବା ପଛରେ ନିଶ୍ଚିତ କାରଣ ରହିଛି।…
ମନୋରମାଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,୨୫।୯: ମହିଳା ଦକ୍ଷତା ସମିତି (ନୂଆଦିଲ୍ଲୀ)ର କାର୍ଯ୍ୟକାରିଣୀ ସଭ୍ୟା ତଥା ସାହିତି୍ୟକା ମନୋରମା ମହାପାତ୍ରଙ୍କ ବିୟୋଗରେ ଶନିବାର ମହିଳା ଦକ୍ଷତା ସମିତି ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନୋରମାଙ୍କ ଆତ୍ମାର ସଦ୍ଗତି ନିମନ୍ତେ…
ହାର୍ଦ୍ଦିକ ଯଦି ଆହତ ତେବେ କାହିଁକି ବିଶ୍ୱକପ୍ ଟିମ୍ରେ କରାଗଲା ସାମିଲ? ଏଭଳି ପ୍ରଶ୍ନ ଉଠାଇଲେ…
ନୂଆଦିଲ୍ଲୀ,୨୫।୯: ଭାରତର ପର୍ବତନ କ୍ରିକେଟର ସବା କରିମ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟ୍ନେସ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆସନ୍ତା ମାସରେ ୟୁଏଇ ଏବଂ ଓମାନରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ ଟିମ୍ରେ କାହିଁକି ତାଙ୍କୁ ସାମିଲ…
ପୋଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା
ବରଗଡ଼ ଅଫିସ,୨୫ା୯(.): ପୋଲିସ ଉଠାଇ ନେଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତଦେହ ଧରି ଏସ୍ପି ଅଫିସ ଆସୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି…
ରୋମ ଯିବାକୁ ମମତାଙ୍କୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ,୨୫ ।୯: ଇଟାଲି(ରୋମ)ରେ ଆୟୋଜିତ ହେବାକୁ ଯାଉଥିବା ୱାର୍ଲଡ ‘ପିସ୍ କନଫରେନ୍ସ’ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଯୋଗ ଦେଇ ପାରିବେ ନାହିଁ । ଭାରତ ସରକାର ତାଙ୍କୁ ରୋମ ଯିବାକୁ ଅନୁମତି ପ୍ରଦାନ କଲେ ନାହିଁ । ବୈଦେଶିକ ମନ୍ତ୍ରଣାଳୟର…
Archives


