ସରପଞ୍ଚ ପଦବୀ ପାଇଁ ମଇଦାନରେ ୯ ମାସର ଗର୍ଭବତୀ

ନୂଆପଡ଼ା ଅଫିସ,୭।୨: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। ଏଭଳିସ୍ଥିତିରେ ଜଣେ ୯ ମାସର ଗର୍ଭବତୀ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ସେ ହେଲେ ନୂଆପଡ଼ା ସଦର ବ୍ଲକ ସାହିପଲା ପଞ୍ଚାୟତ ସରପଞ୍ଚ ପ୍ରାର୍ଥତ୍ନୀ ପ୍ରିୟଙ୍କା ସାହୁ।

ପ୍ରିୟଙ୍କା ଏବେ ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ପ୍ରୟଙ୍କା କହିବା ମୁତାବକ, ବର୍ତ୍ତମାନ ସେ ୯ ମାସର ଗର୍ଭବତୀ । ହେଲେ ପଞ୍ଚାୟତବାସୀଙ୍କ ସେବା କରିବାକୁ ସେ ଆଗେଇ ଆସିଛନ୍ତି। ଏନେଇ ତାଙ୍କୁ କୌଣସି କଷ୍ଟ ହେଉନାହିଁ। ତାଙ୍କୁ ସ୍ବାମୀ ସନ୍ତୋଷ କୁମାର ସାହୁ ଏବଂ ପରିବାର ଲୋକଙ୍କ ସହ ଗ୍ରାମବାସୀ ସହଯୋଗ କରୁଛନ୍ତି। ସେ ବିଜୟୀ ହେଲେ ପଞ୍ଚାୟତର ବିକାଶ ନେଇ କାମ କରିବି ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କୋଟିପତି ମହିଳା କିରାଣି  

ଜଗତ୍‌ସିଂହପୁର ଅଫିସ, ୨ା୧୨-ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତ୍‌ସିଂହପୁର ଜିଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ (ଜିପିଓ) ସେକ୍ସନ୍‌ ଅଫିସର ସଞ୍ଜୁକ୍ତା ଦାସ। ଭିଜିଲାନ୍ସ ଟିମ୍‌ ବୁଧବାର ତାଙ୍କ ଜଗତ୍‌ସିଂହପୁର...

୧୫ରେ ଡ୍ରାଇଭର ମହାସଂଘର ଧର୍ମଘଟ

ଭଞ୍ଜନଗର,୪।୩(ଡି.ଏନ.ଏ): ଓଡ଼ିଶା ଡ଼୍ରାଇଭର ମହାସଂଘ ଆସନ୍ତା ୧୫ ତାରିଖରେ ୯ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଧର୍ମଘଟ କରିବା ସହ ଅଖଚକ ବନ୍ଦ କରିବାକୁ ଚେତାବନୀ...

ଗାଡ଼ି ଛାଡିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଟିପର ମାଲିକ

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ବାଂଶପାଳ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ଆସିଛି। ଦୁର୍ଘଟଣା...

ବଧୂ ହତ୍ୟା ଅଭିଯୋଗ

ଭଣ୍ଡାରିପୋଖରୀ, ୨୭।୫ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ଗ୍ରାମରେ ଜଣେ ମହିଳାଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତମହିଳା ହେଲେ ପ୍ରମିଳା ଦାସ।...

ସଚେତନ କଲା ଓଷ୍ଟା ଶିକ୍ଷକ ସଂଘ

ସିମୁଳିଆ, ୬।୪(ଡି.ଏନ.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି । ସୋମବାର ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ...

ଅଚାନକ ସେବାଶ୍ରମରେ ପହଞ୍ଚିଲେ ମନ୍ତ୍ରୀ: ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ

ଦାରିଙ୍ଗବାଡ଼ି,୧୬।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ସ୍ଥାନୀୟ କନ୍ୟାଶ୍ରମରେ ପହଞ୍ଚି ବିଭିନ୍ନ ସମସ୍ୟା...

ତିନିଥର ଅସ୍ତ୍ରୋପଚାର ପରେ ବି ଅସୁସ୍ଥ

ବଲାଙ୍ଗୀର ଅଫିସ, ୨୦।୪ – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ୍‌ ଘୁନସର ପଞ୍ଚାୟତ ଅନ୍ତର୍ଗତ ସାନବାଞ୍ଜିପାଲି ଗ୍ରାମର ପ୍ରଥମ ମାଟ୍ରିକ୍ୟୁଲେଟ୍‌ ଓ ଗ୍ରାଜୁଏଟ୍‌ ମେଧାବୀ ଆଦିବାସୀ...

ଗୁରୁତର ସିଂହୀ ସୁପ୍ରିୟାର ମୃତ୍ୟୁ

ବାରଙ୍ଗ,୩୦ା୯(ଡି.ଏନ୍‌.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନର ସିଂହ ସଫାରିରେ ଗୁରୁତର ହୋଇ ଚିକିତ୍ସା ହେଉଥିବା ସିଂହୀ ସୁପ୍ରିୟାର ମଙ୍ଗଳବାର ମୃତ୍ୟୁ ଘଟିଛି। ୨୬ବର୍ଷୀୟ ଏହି ସିଂହୀଟି ଗତ କିଛିଦିନ...

Advertisement
Archives

Model This Week