ବେଳକୁ ବେଳ ବଢ଼ୁଛି ଶିଶୁ ସଂକ୍ରମିତଙ୍କ ସଂଖ୍ୟା: ଆଜି ୯୬ କରୋନା ପଜିଟିଭ୍
ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ ୯୬ଜଣ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି। ନୂତନ ସଂକ୍ରମିତଙ୍କ ମଧ୍ୟରେ କ୍ୱାରାଣ୍ଟାଇନ୍ରୁ ୩୪୨ଜଣ ଥିବା ବେଳେ ୨୪୩ ଲୋକାଲ କେସ୍ ରହିଛି। ଏହାକୁ…
ପ୍ରୋତ୍ସାହନ ପାଇଁ ପଞ୍ଜୀକରଣ
ଅନୁଗୋଳ ଅଫିସ, ୨୬।୯: ମହାମାରୀ କରୋନା ସଂକ୍ରମଣ ସାମାନ୍ୟ ଥମିଛି। ହେଲେ ପ୍ରଥମ ଓ ଦ୍ୱିତୀୟ ଲହରରେ ଏହା ନେଇଛି ଅନେକେ ମୁଣ୍ଡ। ଅନୁଗୋଳ ଜିଲାରେ କେବଳ କୋଭିଡ୍ରେ ଆକ୍ରାନ୍ତ ହୋଇ ୩୮୭ ଜଣଙ୍କ ଜୀବନ ଯାଇଛି। କରୋନା ସହ ଅନ୍ୟ ରୋଗରେ…
‘ସଫଳତା ପାଇବାରେ ଖବରକାଗଜ ସହାୟ ହୋଇଛି’
ବଡ଼ବିଲ, ୨୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ରହୁଥିବା ୟଶ୍ ଜାଲୁକା କେନ୍ଦ୍ରୀୟ ଲୋକସେବା ଆୟୋଗ( ୟପିଏସ୍ସି) ଦ୍ୱାରା ପରିଚାଳିତ ପରୀକ୍ଷା-୨୦୨୦ରେ ଦେଶରେ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ଏବେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ…
ଲୋଭ ଦେଖାଇ ଲୁଟିନେଲା
ଭୁବନେଶ୍ୱର,୨୬।୯: ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରିଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଉତ୍କଳ ଆଲୁମିନା କମ୍ପାନୀ ରହିଛି। ଗତ ୧୬ ତାରିଖରେ ଏହି କମ୍ପାନୀର ଉତ୍ପାଦନ କ୍ଷମତା ୧.୫ ନିୟୁତ ଟନ୍ରୁ ୨ ନିୟୁତ ଟନ୍କୁ ବୃଦ୍ଧି କରାଯାଇଛି। ଆଉ…
ଇତିହାସ ବଖାଣେ ନଦୀ
ପ୍ରାଚୀନ ମଣିଷ ସଭ୍ୟତା ନଦୀକୂଳରେ ହିଁ ଗଢ଼ି ଉଠିଥିଲା। ଚାଷ ବାସ ପିଇବା ପାଣିର ସୁବିଧା ସହିତ ନଦୀ ବାଟେ ସଭ୍ୟ ସମାଜର ବାଣିଜ୍ୟର ପଥ ମଧ୍ୟ ବିକଶିତ ହୋଇ ପାରିଥିଲା। ମାନବ ସଭ୍ୟତାର ଇତିହାସ ସହିତ ନଦୀ ଅତି ଅନ୍ତରଙ୍ଗ…
ଗର୍ଭ ନିରୋଧକ ହିଁ ବିକଳ୍ପ
ପୃଥିବୀର ଜନସଂଖ୍ୟା ଯୋଗୁ ସଙ୍କଟ ବଢ଼ିବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧିର ବହୁ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ପାଠପଢ଼ାର ଅଭାବ, ଲୋକଙ୍କ ଆର୍ଥିକ ସ୍ଥିତି, ସ୍ବାସ୍ଥ୍ୟସେବାର ଅଭାବ ଆଦି ମୁଖ୍ୟ କାରଣ।ତେବେ ଜନସଂଖ୍ୟା ବୃଦ୍ଧିକୁ ରୋକିବା କ୍ଷେତ୍ରରେ ଗର୍ଭ ନିରୋଧକ ଏକ…
ଗିରୀଶ ମୁର୍ମୁ ଆଇଏଇଏ ଏକ୍ସଟର୍ନାଲ ଅଡିଟର
ଭିଏନା, ୨୬ା୯: ଭାରତର ହିସାବ ନିୟନ୍ତ୍ରକ ଏବଂ ମହାଲେଖା ସମୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରୁଥିବା ଅନୁଷ୍ଠାନ ଇଣ୍ଟରନ୍ୟାଶନାଲ ଆଟମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ)ର ଏକ୍ସଟର୍ନାଲ ଅଡିଟର ନିଯୁକ୍ତ ହୋଇଛନ୍ତି। ଭିଏନାରେ ଅନୁଷ୍ଠିତ…
ସମୁଦ୍ର କୂଳରେ ସମୟ ବିତାଇବାକୁ ଚାହୁଁଥିଲେ ଦମ୍ପତି: ୯୦ ବର୍ଷରେ ପୂରଣ ହେଲା ଇଚ୍ଛା
ସମୁଦ୍ର କୂଳରେ କିଛି ମୁହୂର୍ତ୍ତ ବିତାଇବାକୁ ପ୍ରାୟ ସବୁ ଦମ୍ପତି ଚାହିଁଥାନ୍ତି। ମାତ୍ର ସୁଯୋଗ ଅଭାବରୁ କେହି କେହି ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିଥାନ୍ତି ତ ଆଉ କାହା ଇଚ୍ଛା ଇଚ୍ଛାରେ ହିଁ ରହିଯାଇଥାଏ। ଆମେରିକାର କ୍ୟାରୋଲିନ୍ରେ ରହୁଥିବା ଏକ…
ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଏହି ଅଭିନେତ୍ରୀ, ମୂଲ୍ୟ ଜାଣିଲେ…
ବିବାହକୁ ନେଇ ସମସ୍ତେ ଉତ୍ସାହିତ ଥାନ୍ତି। ସେ ସେଲିବ୍ରେଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ। ବିବାହ ବେଳେ ଅନେକ ରୀତିନୀତି କରାଯାଉ ଥିବାବେଳେ ସେଥିମଧ୍ୟରୁ ନିର୍ବନ୍ଧ ଅନ୍ୟତମ। ଯେଉଁଥିରେ ଝିଅ ପୁଅ ହାତରେ ଓ ପୁଅ ଝିଅ ହାତରେ ମୁଦି ଟିଏ…
ବାଦାମ କ୍ଷୀର ପିଉଥିଲେ…
ସମସ୍ତେ ଜାଣନ୍ତି କ୍ଷୀର ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର। ଏଥିରୁ ଆମକୁ ଶକ୍ତି ମିଳିଥାଏ। କ୍ଷୀରରୁ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ନ୍ୟୁଟ୍ରେଶନ ମିଳିଥାଏ। ସେହିପରି ବାଦାମ ଦ୍ୱାରା ମଧ୍ୟ ମସ୍ତିଷ୍କ ଶକ୍ତ ହେବା ସହିତ ସୁନ୍ଦରତା ବୃଦ୍ଧି ହୋଇଥାଏ। ଯଦି…
ବାତ୍ୟା: ଶୂନ ଜୀବନହାନି ଉପରେ ଗୁରୁତ୍ୱ
ଭୁବନେଶ୍ୱର,୨୫ା୯(ବ୍ୟୁରୋ): କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନ୍ସିଏମ୍ସି) ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ଜନିତ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା…
ଟକ୍କର ଦେଇ ହାରିଲା ହାଇଦ୍ରାବାଦ୍
ଶାରଜା,୨୫।୯: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୩୭ତମ ମ୍ୟାଚ୍ରେ ଶନିବାର ଲୋକେଶ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ୫ ରନରେ କେନ୍ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ୨୦ ଓଭରରେ…
Archives


