ଶୀଘ୍ର ସମାଧାନ ଦିଗରେ କାର୍ଯ୍ୟ କରୁଛୁ: ହ୍ବାଟ୍ସଆପ୍
ନୂଆଦିଲ୍ଲୀ,୪।୧୦ : ସୋମବାର ସନ୍ଧ୍ୟାରେ ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ସୋସିଆଲ ମିଡିଆର ସର୍ଭର ଡାଉନ ହୋଇଯାଇଛି। ଏ ନେଇ ହ୍ବାଟ୍ସଆପ୍ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ”ବର୍ତ୍ତମାନ ୟୁଜର୍ସ ହ୍ବାଟ୍ସଆପ୍ ବ୍ୟବହାର ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।…
ସିଦ୍ଧୁ ଅଟକ, ଚନ୍ନିଙ୍କୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ, ୪।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାରେ ୪ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ପଞ୍ଜାବ କଂଗ୍ରେସ ନେତା ନବଜ୍ୟୋତ୍ ସିଂ ସିଦ୍ଧୁ ସୋମବାର ରାଜଭବନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଥିବା ବେଳେ ତାଙ୍କୁ ଅଟକ…
ଏବେ ବି ଝିଅ ନିଖୋଜ
ସମ୍ବଲପୁର,୪ା୧୦(ବ୍ୟୁରୋ): ମହାନଦୀର ସମ୍ବଲପୁର ଜିଲା ଦଲେଇପଡ଼ା ମହିଳା ଘାଟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଝିଅଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଭାସିଯାଇଥିଲେ। ସେମାନେ ହେଲେ ଧନୁପାଲି ଥାନା ପେନସନ୍ପଡ଼ାର ବାପା ମହମ୍ମଦ ଅଲତାଫ (୪୫),…
ଚାକିରି ଦେବାକୁ କହି ଠକୁଥିଲେ
ଭବାନୀପାଟଣା,୪।୧୦(ସ୍ବ.ପ୍ର.): ଦିନକୁ ଦିନ ଶିକ୍ଷିତ ବେରୋଜଗାର ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସମୟରେ କେତେଜଣ ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ଦେବା ନାଁରେ ଯୁବକମାନଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଏହି କଥା ପ୍ରଘଟ ନ…
ଧୋନୀଙ୍କ ବ୍ୟାଟ୍ରେ ବାଜିଲାନି
ଦୁବାଇ,୪।୧୦ : ମ୍ୟାଚ୍ ଫିନିଶର ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ। ୨୭ ବଲ ଖେଳିବା ପରେ ମଧ୍ୟ ତାଙ୍କ ବ୍ୟାଟରୁ ଗୋଟିଏ ହେଲେ ଚୌକା କିମ୍ବା ଛକା ବାହାରି ନ ଥିଲା। ଶେଷରେ ସେ…
ବନ୍ଧା ହେଲେ ସିଡିପିଓ
ଲାଞ୍ଜିଗଡ଼/ଭବାନୀପାଟଣା, ୪।୧୦(ଡି.ଏନ୍.ଏ./ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସିଡିପିଓ (ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ) ମୀନା କୁମାରୀ ପାତ୍ର ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ମଙ୍ଗଳବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ସିଡିପିଓ ମୀନା ଲାଞ୍ଜିଗଡ଼…
ପ୍ଲାଷ୍ଟିକ ପାଣି ଟବ୍ରେ ପଡ଼ିଗଲେ ୯ ମାସର ଶିଶୁ
ନବରଙ୍ଗପୁର,୪।୧୦: ଖେଳୁଥିଲେ ଭାଇ ଭଉଣୀ। କିନ୍ତୁ ଛପି ବସିଥିଲା ମୃତ୍ୟୁ। ଖେଳିବାବେଳେ ଏକ ପ୍ଲାଷ୍ଟିକ ପାଣି କୁଣ୍ଡରେ ପଡ଼ିଯିବାରୁ ଜଣେ ୯ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତକ ହେଲେ ନବରଙ୍ଗପୁର ଥାନା ଅଧୀନ ବଡ଼ଡାଇଭଟ୍ଟା ଗ୍ରାମର ଯୁଗଳ ଭତରାଙ୍କ ପୁଅ ବାବୁଲା।…
ଆର୍ୟନଙ୍କୁ ମିଳିଲା ନାହିଁ ଜାମିନ
ନୂଆଦିଲ୍ଲୀ,୪।୧୦ : କ୍ରୁଜ ଡ୍ରଗ୍ସ ପାର୍ଟ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏକ କୋର୍ଟ ନାମଞ୍ଜୁର କରି ଦେଇଛନ୍ତି। ୨୩ ବର୍ଷୀୟ ଆର୍ୟନଙ୍କୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାର୍କୋଟିକ୍ସ…
ସଫେଇ ଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ
ଲକ୍ଷ୍ନୌ,୪।୧୦ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାରେ ରବିବାର ସ୍ବରାଷ୍ଟ୍ର ରାଜ୍ୟମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ସହ ଆସିଥିବା କାର୍ ଆନ୍ଦୋଳନରତ କୃଷକଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ୨ ଚାଷୀଙ୍କ ମୃତ୍ୟୁ ହେବା ପରେ ଆନ୍ଦୋଳନକାରୀମାନେ ପୋଡ଼ାଜଳା କରିଥିଲେ।…
ବାପା, ଝିଅ ନିଖୋଜ
ସମ୍ବଲପୁର ଅଫିସ,୪।୧୦: ସମ୍ବଲପୁର ଜିଲା ଦଲେଇଗଡ଼ା ମହାନଦୀ ଘାଟରେ ଗାଧୋଇବାକୁ ଯାଇ ବାପ, ପୁଅ ଓ ଝିଅ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ପୁଅଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପୁଅଙ୍କୁ ଜିଲା ମୁଖ୍ୟ…
ବଡ଼ ପରିବର୍ତ୍ତନ ସହ ଓହ୍ଲାଇଲା ସିଏସ୍କେ
ଦୁବାଇ,୪।୧୦ : ସୋମବାର ଦୁବାଇରେ ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ବଡ଼ ପରିବର୍ତ୍ତନ ସହ ଓହ୍ଲାଇଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ସିଏସ୍କେ ଦଳର ଅନ୍ୟତମ ପୁରୁଣା ସଦସ୍ୟ ସୁରେଶ ରାଇନାଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ସିଏସ୍କେ…
ଆର୍ୟନଙ୍କ ସହ ଗିରଫ ହୋଇଥିବା ଯୁବତୀ ଜଣକ କିଏ…
ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ୍ ଷ୍ଟାର ଶାହାରୁଖ୍ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ ଏନ୍ସିବି ରବିବାର ଗିରଫ କରିଥିଲା। ହେଲେ ଏନ୍ସିବି ଆର୍ୟନଙ୍କ ସହ ତାଙ୍କର ଅନ୍ୟ ସାଥୀଙ୍କୁ ମଧ୍ୟ ଏହି ଘଟଣାରେ ଗିରଫ କରିଛି। ତେବେ ସେମାନଙ୍କ ମଧ୍ୟରେ ଥିବା…
Archives


