ପୁଣି ପରଦାକୁ ଫେରୁଛି ଏକତା କପୁରଙ୍କ ସୁପରହିଟ ସିରିଏଲ୍‌

ମୁମ୍ବାଇ: ଟିଭି ପରଦାରେ ପ୍ରସାରିତ ହେଉଥିବା ଏକତା କପୁରଙ୍କ ବେଶ୍‌ ଲୋକପ୍ରିୟ ଧାରାବାହିକ ‘କଁ୍ୟୁକି ଶାଶ କଭି ବୋହୁ ଥି’ ପୁଣି ଥରେ ପରଦାକୁ ଫେରୁଛି। ସେହି ସମୟରେ ଏକ ଦଶନ୍ଧୀ ଧରି ଘରେ ଘରେ ବେଶ୍‌ ପରିଚିତ ଓ ଲୋକପ୍ରିୟ ହୋଇପାରିଥିବା ଶାଶୁ ବୋହୁଙ୍କ ଡ୍ରାମାକୁ ଦୀର୍ଘ ୧୩ ବର୍ଷ ପରେ ପୁଣି ଥରେ ଦେଖିପାରିବେ ଦର୍ଶକ। ପ୍ରତି ବୁଧବାର ସନ୍ଧ୍ୟା ୫ଟାରେ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେବ ଏହି ସିରିଏଲ୍‌। ଏନେଇ ମଙ୍ଗଳବାର ପ୍ରଯୋଜକ ଏକତା କପୁର ସୋସିଆଲ ମିଡିଆରେ ସିରିଏଲ୍‌ର ଏକ ପ୍ରୋମୋ ଶେୟାର କରି ଦର୍ଶକଙ୍କୁ ସୂଚନା ଦେଇଛନ୍ତି। ଏଥିସହ ଅଭିନେତ୍ରୀ ସ୍ମୃତି ଇରାନି ଓ ଅଭିନେତା ରୋନିତ ରୟଙ୍କୁ ମଧ୍ୟ ଟ୍ୟାଗ ମଧ୍ୟ କରିଛନ୍ତି। ଏହି ସିରିଏଲ୍‌ ୨୦୦୦ରୁ ଆରମ୍ଭ ହୋଇ ୨୦୦୮ ପର୍ଯ୍ୟନ୍ତ ଚାଲିଥିଲା। ଏହି ଧାରାବାହିକ ଅନେକଙ୍କୁ ପରିଚୟ ଦେଇଥିଲା। ବିଶେଷକରି, ତୁଲସୀ ବୋହୁ ଅର୍ଥାତ୍‌ ସ୍ମୃତି ଇରାନୀଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। କିନ୍ତୁ ଏହାପରେ ସ୍ମୃତି ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ। ୨୦୦୭ରେ ସେ ଷ୍ଟାର୍‌ ପ୍ଲସ ଛାଡିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଅସୁସ୍ଥ: ବିଗ୍‌ ବି

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷରେ ମଧ୍ୟ କଠିନ ପରିଶ୍ରମ କରନ୍ତି । ଏହି ବୟସରେ ସେ ୧୨ ଘଣ୍ଟା କାମ କରିବା ବ୍ୟତୀତ...

ଆଉ ଫିଲ୍ମ କରିବେନି ଏନ୍‌ଟିଆର, କାହିଁକି ଏଭଳି କହିଲେ ଜାଣନ୍ତୁ…

ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଫିଲ୍ମ ‘ଏନ୍‌ଟିଆର-୩୦’କୁ ନେଇ ଲାଇମଲାଇଟ୍‌ରେ ଅଛନ୍ତି। ଏହି ସମୟରେ ଅଭିନେତା ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ଯାହା ବର୍ତ୍ତମାନ...

କରିନାଙ୍କ ସହ ଫିଲ୍ମ କରୁ କରୁ ପ୍ରେମରେ ପଡ଼ିଥିଲେ ହ୍ରିତିକ: ବିବାହିତ ଥିବା ଯୋଗୁ…

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ମାନଙ୍କ ମଧ୍ୟରୁ କରିନା-ସୈଫ୍‌ ଅନ୍ୟତମ। ହେଲେ ଏଭଳି ଏକ ସମୟ ଥିଲା, ଯେତେବେଳେ ଅନେକ ଅଭିନେତାଙ୍କ ସହ କରିନାଙ୍କ ନାମକୁ...

ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ଅମୀରଙ୍କ ଝିଅ, ଅଭିନୟରେ ବରୁଣଙ୍କ ଭାଣିଜୀ

ବଲିଉଡ୍‌ରେ ଜଣକ ପରେ ଜଣେ ଷ୍ଟାର୍‌ କିଡ୍‌ସ ଡେବ୍ୟୁ କରିଚାଲିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଷ୍ଟାର କିଡ୍‌ସ ହେଉଛନ୍ତି ଅମୀର ଖାନ୍‌ଙ୍କ ଝିଇ ଇରା ଏବଂ...

କ୍ୟାଟ୍ରିନାଙ୍କୁ ଆଡ଼ ଆଖିରେ ଚାହିଁଲେନି ରଣବୀର-ଆଲିଆ

ମୁମ୍ବାଇ: ଆଫେୟାର ଏବଂ ବ୍ରେକଅପ୍‌ ବଲିଉଡରେ କିଛି ନୂଆ କଥା ନୁହେଁ। ବହୁ ବର୍ଷ ଧରି ସମ୍ପର୍କ ଥିବା ସତ୍ତ୍ୱେ ଅନେକ ଷ୍ଟାର୍‌ ବିବାହ କରିପାରି...

ଏହି କାରଣରୁ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ

ଛୋଟ ପରଦା ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଟକ୍କର ଆତ୍ମହତ୍ୟା କରିଛନ୍ତି। ୟେ ୟେ ରିସ୍ତା କ୍ୟା କେହଲତା ଭଳି ଲୋକପ୍ରିୟ ସିରିଏଲ୍‌ରେ ଅଭିନୟର ଯାଦୁ ଦେଖାଇଥିବା...

ଦୀପିକାଙ୍କ କାନ୍ସ ଲୁକ୍‌

ମୁମ୍ବାଇ,୨୩ା୫: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଜଲ୍‌ଓ୍ବା ଦେଖାଇ ଚାଲିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କର...

ଅମିତାଭଙ୍କ ଘର ‘ଜଲସା’ରେ ବାଦୁଡିଙ୍କ ତାଣ୍ଡବ; ପରିବାରଲୋକେ ଭୟଭୀତ

ବମ୍ବେ: ବଲିଉଡ୍‌ର ମହାନାୟକ ଅମିତାଭଙ୍କ ଘରେ ବାଦୁଡିମାନଙ୍କ ତାଣ୍ଡବ। ଗୋଟିଏ କି ଦୁଇଟି ନୁହେଁ ବରଂ ଶହ ଶହ ସଂଖ୍ୟାରେ ବାଦୁଡ଼ିମାନଙ୍କୁ ଦେଖି ଅମିତାଭଙ୍କ ପରିବାର...

Advertisement
Archives

Model This Week