ପ୍ରେମିକଙ୍କୁ ଝୁରୁଛନ୍ତି ଶିଳ୍ପାଙ୍କ ଭଉଣୀ
ବମ୍ବେ: ପ୍ରେମିକ ରାକେଶ ବାପତଙ୍କ ଝୁରୁଛନ୍ତି ବଲିଉଡ୍ ଡିଭା ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ। ବିଗ୍ ବସ୍ ୧୫ ଓଟିଟି ପରେ ସିଜନ୍ ୧୫ର ଘରେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି ସମିତା। ଓଟିଟି ଘରେ ରାକେଶଙ୍କ…
ଦୀପାବଳିରେ ଆସୁଛନ୍ତି କ୍ରିତି ଓ ରାଜକୁମାର
ନୂଆଦିଲ୍ଲୀ: ଫିଲ୍ମ ମିମିର ସଫଳତା ପରେ ରାଜକୁମାରଙ୍କ ସହ ଦର୍ଶକଙ୍କ ସାମ୍ନାକୁ ଆସିବେ କ୍ରିତି ସାନନ୍। ‘ହମ୍ ଦୋ ହମାରେ ଦୋ’ ଫିଲ୍ମର ୫୦ ସେକେଣ୍ଡର ଏକ ଟିଜର ବୁଧବାର ରିଲିଜ ହୋଇଛି । ଚଳିତ ମାସ ୨୯ତାରିଖ ତଥା ଦୀପାବଳି…
ଏହି ୪ ରାଶିରେ ଜନ୍ମିତ ଯୁବତୀ କରିଥାନ୍ତି ପ୍ରେମ ବିବାହ ! ଦେଖନ୍ତୁ ଆପଣ ଏଥିରେ…
ଦିନ ଥିଲା ଲୋକେ ପରିବାରର ଇଚ୍ଛା ଅନୁସାରେ ଜୀବନସାଥୀଙ୍କ ମୁହଁ ନ ଦେଖି ବିବାହ କରିନେଉଥିଲେ। ହେଲେ ବର୍ତ୍ତମାନ ସମୟରେ ଜୀବନସାଥୀ ବାଛିବା ପୂର୍ବରୁ ଲୋକେ ବହୁତ ଚିନ୍ତା କରୁଛନ୍ତି। ଆଜି ବି କିଛି ଲୋକ ଆରେଞ୍ଜ ମ୍ୟାରେଜ୍ରେ ବିଶ୍ୱାସ ରଖୁଥିବା…
ସୀତାପୁରରେ ପହଞ୍ଚିଲେ ରାହୁଲ
ଲକ୍ଷ୍ନୌ,୬।୧୦: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ବୁଧବାର ସନ୍ଧ୍ୟାରେ ସୀତାପୁରରେ ପହଞ୍ଚିଛନ୍ତି। ସେମାନେ ସେଠାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବେ। ଗତ ସୋମବାରଠାରୁ…
ଏଫ୍ଆଇଏଚ୍ ପୁରସ୍କାର ଉପରେ ଭାରତୀୟ ହକି ଟିମ୍ର କବ୍ଜା
ନୂଆଦିଲ୍ଲୀ,୬।୧୦: ଟୋକିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ହକି ଟିମ୍। ଏବେ ଅନ୍ତର୍ଜାତୀୟ ହକି ଫେଡେରେଶନ୍(ଏଫ୍ଆଇଏଚ୍) ଷ୍ଟାର ପୁରସ୍କାରରେ ଭାରତୀୟ ଖେଳାଳି ଏବଂ କୋଚ୍ ମୋଟ ୮ ପୁରସ୍କାର ଉପରେ କବ୍ଜା କରିଛନ୍ତି। ପ୍ଲେୟାର ଅଫ୍ ଦ ଇୟର, ଗୋଲ୍…
‘ସନ୍ଦେହ କରିବାର କିଛି ନାହିଁ’
ମେଲବୋର୍ନ,୬।୧୦: ଷ୍ଟାର ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବେ ଖରାପ ଫର୍ମ କାରଣରୁ ଆଇପିଏଲରେ ଖେଳିବାକୁ ସୁଯୋଗ ପାଉନାହାନ୍ତି। ବର୍ଷେରୁ ଅଧିକ ସମୟ ହେଲା ଅନ୍ତର୍ଜାତୀୟ ଟି୨୦ ଫର୍ମାଟରେ ଖେଳିନାହାନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଏହାସତ୍ତ୍ୱେ ଟି୨୦ ବିଶ୍ୱକପ୍ରେ ସେ ଅଷ୍ଟ୍ରେଲିଆ…
ଉତ୍ତରପ୍ରଦେଶ କ’ଣ ପାକିସ୍ତାନରେ
ଲକ୍ଷ୍ନୌ,୬।୧୦ : ”ଉତ୍ତରପ୍ରଦେଶ (ୟୁପି) କ’ଣ ପାକିସ୍ତାନରେ। ଭାରତୀୟଙ୍କୁ କାହିଁକି ରାଜ୍ୟରେ ପ୍ରବେଶ ଅନୁମତି ମିଳୁନାହିଁ। ପ୍ରଶାସନ ଲଖିମପୁର ଖେରି ଅଞ୍ଚଳରେ ୧୪୪ ଧାରା ଜାରି କରିଛି। କିନ୍ତୁ ବିରୋଧୀ ନେତାଙ୍କୁ ଲକ୍ଷ୍ନୌରେ ଅଟକ ରଖାଯାଉଛି। ଏହା କେଉଁ ପ୍ରକାର ଆଇନ“…
ରାହୁଲଙ୍କ ସବୁ ସର୍ତ୍ତ ମାନିଲା ପ୍ରଶାସନ
ଲକ୍ଷ୍ନୌ,୬।୧୦: ଲଖିମ୍ପୁର ଖେରିରେ ଚାରିଜଣ କୃଷକଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ମାମଲାକୁ ନେଇ ଦେଶରେ ରାଜନୀତି ତୀବ୍ର ହୋଇଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘଟଣାସ୍ଥଳକୁ ଯିବା ପାଇଁ ଚେଷ୍ଟା କରାଯାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଲଖିମ୍ପୁର…
ରାଜଧାନୀକୁ ପୁଣି ଫେରିଲା କଣ୍ଟେନ୍ମେଣ୍ଟ
ଭୁବନେଶ୍ୱର,୬ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ। ଫରେଷ୍ଟ ପାର୍କ ଅଞ୍ଚଳର ୫୨ ନମ୍ବର ଓ୍ବାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛି ବିଏମ୍ସି। ଏହି ଆପାର୍ଟମେଣ୍ଟର ୧୦ଟି ଫ୍ଲାଟ୍କୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ସଂପୃକ୍ତ ଅଞ୍ଚଳରୁ…
ଅମିତ ଶାହାଙ୍କୁ ଭେଟିଲେ ଅଜୟ: ପଦ ଯିବା ଆଶଙ୍କା
ନୂଆଦିଲ୍ଲୀ,୬।୧୦: କେନ୍ଦ୍ର ସରକାରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଅଜୟ ମିଶ୍ରା ବୁଧବାର ଅପରାହ୍ନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ପହଞ୍ଚିଛନ୍ତି। କୁହାଯାଉଛି ଯେ, ଉତ୍ତରପ୍ରଦେଶର ଲଖିମ୍ପୁର ଖେରିରେ ଘଟିଥିବା ଘଟଣା ସମ୍ପର୍କରେ ଶାହା ଅଜୟଙ୍କୁ ଡକାଇଛନ୍ତି।…
ଆସୁଛି ଆଉ ଏକ ଲଘୁଚାପ: ଫିକା ପଡ଼ିବ ପାର୍ବଣ
ଭୁବନେଶ୍ୱର,୬ା୧୦(ବ୍ୟୁରୋ): ଆସୁଛି ଆଉ ଏକ ଲଘୁଚାପ। ଚଳିତବର୍ଷ ପାର୍ବଣ ଫିକା ପଡ଼ିବ ଯାହା ଜଣାପଡୁଛି। ଅକ୍ଟୋବର ତୃତୀୟ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏବର୍ଷ ଦଶହରାରେ ଭିଜିବ ଓଡ଼ିଶା। ଆନ୍ଧ୍ରକୁ ମୁହାଁଉଥିବା ଛୋଟ ବାତ୍ୟା ସୃଷ୍ଟି ହେବା ପାଇଁ…
ଆକାଶରୁ ଖସିଲା ମୃତ୍ୟୁ: ଜଙ୍ଗଲରେ ଚରୁଥିବା ସମୟରେ ଚାଲିଗଲା ୧୦ରୁ ଊର୍ଦ୍ଧ୍ୱ ଗୋରୁ, ଛେଳିଙ୍କ ଜୀବନ
କେନ୍ଦୁଝର,୬ା୧୦(ସ୍ବ.ପ୍ର.): ଅଦିନିଆ ବର୍ଷାରେ ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଦୁର୍ଗମ ଉପର ବିରିକଳା ଗ୍ରାମରେ ବଜ୍ରପାତ ଯୋଗୁ ଉକ୍ତ ଗ୍ରାମର ୧୦ରୁ ଊଦ୍ଧର୍ବ ଗୋରୁ ଓ ଛେଳି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଗୃହ ପାଳିତପଶୁଗୁଡ଼ିକ ଦିନରେ ନିକଟସ୍ଥ ଜଙ୍ଗଲରେ ଚରୁଥିବାବେଳେ…
Archives


