ମେଳି କରି ଭୋଟ ଦେବାକୁ ଶପଥ କରାଇଲେ ବିଧାୟକଙ୍କ ପୁଅ
ମାଲକାନଗିରି,୧୭ା୨(ଡି.ଏନ୍.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ନ ପଡି ନିଜ ଇଚ୍ଛାରେ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ତାଙ୍କ ଅଧିକାର ରୂପେ ସ୍ବୀକୃତ କରାଯାଇଛି। ଯଦି କେହି…
ଅମରିନ୍ଦରଙ୍କୁ ବହିଷ୍କାର କାରଣ କହିଲେ ରାହୁଲ
ଚଣ୍ଡିଗଡ଼,୧୭।୨: ପଞ୍ଜାବ ବିଧାନସଭା ନିର୍ବାଚନ ଫେବୃଆରୀ ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋରଦାରରେ କରାଯାଇଛି। କଂଗ୍ରେସ, ଭାଜପା, ଏଏପି, ଅକାଲୀ ଦଳ ସମେତ ସମସ୍ତ ଦଳ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ…
କିନ୍ନରଙ୍କ ଗଳା କାଟିଦେଲେ
ସମ୍ବଲପୁର,୧୭ା୨(ବ୍ୟୁରୋ): ସମ୍ବଲପୁର ଜିଲାର ଜଣେ କିନ୍ନରଙ୍କୁ ଗଳାକାଟି ହତ୍ୟା କରାଯାଇଛି। ସେ ହେଲେ ଫିରୋଜ ଛତ୍ରିଆ(୨୧)। ବୁର୍ଲା ଥାନା ଗୋଡଭଗା କଲେଜ ଛକ ନିକଟ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଗୁରୁବାର ତାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ ଫିରୋଜଙ୍କ…
ଦିଲ୍ଲୀ ସୀମାପୁରୀ ଅଞ୍ଚଳରୁ ଏକ ସନ୍ଦିଗ୍ଧ ବ୍ୟାଗ ଜବତ
ନୂଆଦିଲ୍ଲୀ,୧୭।୨: ରାଜଧାନୀ ଦିଲ୍ଲୀ ସ୍ଥିତ ପୁରୁଣା ସୀମାପୁରୀ ଅଞ୍ଚଳରୁ ଗୁରୁବାର ମଧ୍ୟାହ୍ନରେ ସନ୍ଦେହଜନକ ଏକ ବ୍ୟାଗ ଜବତ ହୋଇଛି। ଉକ୍ତ ବ୍ୟାଗରେ ଆଇଇଡି ବିସ୍ଫୋରକ ସାମଗ୍ରୀ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ଏନ୍ଏସ୍ଜି ଟିମ୍ ପହଞ୍ଚି ଛାନଭିନ ଆରମ୍ଭ…
ନିଆଁ ଲଗାଇ ପୋଡ଼ିଦେଲେ
ଲାଠୋର,୧୭।୨(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ତୁରେକେଲା ଥାନା ଅଧୀନ ଗଇନ୍ଦିମାଲ ଗ୍ରାମର ସତ୍ୟ ପସାୟତଙ୍କ ଘରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଫଳରେ ଘରେ ଥିବା ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ଅଗ୍ନି କାଣ୍ଡରେ କେହି ମୃତାହତ ହୋଇ…
ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଲେ ପ୍ରାର୍ଥୀଙ୍କ ବାପା
କୋକସରା,୧୭ା୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତର ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ବାପା ଟଙ୍କା ବାଣ୍ଟିବାକୁ ଆସି ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଗ୍ରାମବାସୀ ତାଙ୍କଠାରୁ ନଗଦ ୩୯,୯୦୦ ଟଙ୍କା ଜବତ କରି ପୋଲିସ ଜିମା ଦେଇଥିଲେ। ଏନେଇ ପୋଲିସ…
ବ୍ରାଜିଲରେ ବନ୍ୟାର ଭୟଙ୍କର ସ୍ଥିତି
ରିଓ ଡି ଜେନେରିଓ,୧୭।୨: ୩ ଦିନର ଲଗାଣ ବର୍ଷା ପରେ ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ମଧ୍ୟ ହୋଇଛି । ଭୂସ୍ଖଳନରେ ୧୦୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣଙ୍କୁ ଉଦ୍ଧାର କରାଯାଇଛି।…
ଫୁଡ୍ ଡେଲିଭରୀ ବୟ ଚରିତ୍ରରେ କମେଡି କିଙ୍ଗ୍ କପିଲ ଶର୍ମା
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିଖବର। ‘କିସ-କିସ କୋ ପ୍ୟାର୍ କରୁଁ’ ଓ ‘ଫିରଙ୍ଗି’ ଭଳି ଫିଲ୍ମରେ କାମ କରିବା ପରେ ଏବେ ତାଙ୍କର ଆଉ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି। ଭେଟେରାନ ଫିଲ୍ମ…
ଭଲ କ୍ୟାପଶନ୍ ଦେଲେ ଘରକୁ ଡକାଇବେ ଅନୁପମ
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ତାଙ୍କର ଅନନ୍ୟ ଶୈଳୀ ପାଇଁ ବେଶ୍ ଜଣାଶୁଣା। ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହୁଥିବା ଅନୁପମ ଖେର ପ୍ରାୟ ସମୟରେ ନିଜ ପ୍ରଶଂସକଙ୍କ ପାଇଁ କିଛି ନା କିଛି ଫଟୋ ଓ ଭିଡିଓ…
‘ଏବେ ବି ନେହରୁଙ୍କୁ ଦୋଷ ଦେଉଛନ୍ତି’
ନୂଆଦିଲ୍ଲୀ,୧୭।୨: ଗୋଟିଏ ପଟେ ଲୋକେ ଦରଦାମ ବୃଦ୍ଧି ଓ ବେରୋଜଗାର ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଅନ୍ୟ ପଟେ ୭ ବର୍ଷ ହେଲା ସରକାରରେ ଥିବା ଭାଜପା ନିଜ ଭୁଲ ସ୍ବୀକାର କରିବା ପରିବର୍ତ୍ତେ ଏବେ ବି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ନିର୍ଦ୍ଧାରଣ ହେବ ୩ ହଜାର ପ୍ରାର୍ଥୀଙ୍କ ଭାଗ୍ୟ
ବାରିପଦା ଅଫିସ,୧୭।୨: ୧୮ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲାର ୫ଟି ବ୍ଲକରେ ଭୋଟ ଗ୍ରହଣ ହେବ। ଏନେଇ ୩ ହଜାର ୩ ପ୍ରାର୍ଥୀଙ୍କ ଭାଗ୍ୟ ୪ ଲକ୍ଷ ୧୬ ହଜାର…
ଭାଜପାର ଅର୍ଥ ‘ଭାରତୀୟ ଝଗଡା ପାର୍ଟି’: ଅଖିଳେଶ
ଲକ୍ଷ୍ନୌ,୧୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଯୋର ସୋରରେ ଚାଲିଛି । ପ୍ରାୟ ସବୁ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ମାନେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଅଛନ୍ତି । ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ…

