ନନ୍ଦନକାନନରେ ପୁଣି ଚାଲିବ ରୋପ୍ୱେ, ଟଏ ଟ୍ରେନ୍
ବାରଙ୍ଗ,୭।୧୦(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଦଶହରା ଭେଟି ଦେବାକୁ ଯାଉଛନ୍ତି କର୍ତ୍ତୃପକ୍ଷ। ନନ୍ଦନକାନନରେ ଥିବା ବହୁ ପ୍ରତୀକ୍ଷିତ ଟଏଟ୍ରେନ ଓ ଏରିଆଲ ରୋପ୍ୱେ ନୂଆ ରୂପ ନେଇ କାର୍ଯ୍ୟ କରିବ। ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ…
କଳାଯାଦୁରେ ପୁଅକୁ ଖୋଜିବାକୁ କହି ୪ଲକ୍ଷ ଠକେଇ
କାକଟପୁର,୭।୧୦(ଡି.ଏନ୍.ଏ.): କାକଟପୁର ଥାନା ଅଧୀନ ଜଣେ ବ୍ୟକ୍ତିଙ୍କ ନିଖୋଜ ପୁଅକୁ କଳାଯାଦୁ ଦ୍ୱାରା ଖୋଜି ଦେବାକୁ କହି ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ ନୟାହାଟ ଫାଣ୍ଡି…
ଆଢୁଆଳରେ ଶ୍ରାବଣୀ ଝରଣା
ଖୋର୍ଦ୍ଧା ଅଫିସ,୭।୧୦: ସବୁଜ ବନାନୀ ପାହାଡ଼ ପର୍ବତ ଘେରରେ ବହିଯାଇଛି ଶ୍ରାବଣୀ ଝରଣା। ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ଝରଣା ଝରରେ ସୂର୍ଯ୍ୟକିରଣ ପଡ଼ି ଏହା ନୀଳବର୍ଣ୍ଣ ଦେଖାଯାଏ। ପାହାଡ଼ ଚାରିପଟେ ରହିଥିବା ଘଞ୍ଚ ଜଙ୍ଗଲ, ପକ୍ଷୀଙ୍କ…
ଚଳିତବର୍ଷ ୪ କୋଟିରୁ ଊର୍ଦ୍ଧ୍ୱ ବ୍ରାଉନ୍ସୁଗାର ଜବତ
କଟକ ଅଫିସ,୭।୧୦:ଚଳିତବର୍ଷ କଟକ ସହରାଞ୍ଚଳ ପୋଲିସ ମୋଟ୍ ୪ କିଲୋ ୬୪୬ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୪କୋଟି ୬୪ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୩୦ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି ବୋଲି କଟକ…
ସ୍ତ୍ରୀଙ୍କୁ ଖୁସି କରିବା ଲାଗି ଏପରି କିଛି ଉପହାର ଦେଇଛନ୍ତି ଏସବୁ ବଲିଉଡ୍ କଳାକାର
କୁହାଯାଏ କି ସ୍ବାମୀଙ୍କୁ ଖୁସି କରିବା ଲାଗି ରାସ୍ତା ତାଙ୍କ ପେଟ ଦେଇ ଯାଇଥାଏ। ଅର୍ଥାତ ଭଲ ରୋଷେଇ କରି ଖାଇବାକୁ ଦେଲେ ସେମାନେ ସେଥିରେ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ସ୍ତ୍ରୀଙ୍କୁ ଖୁସି କରିବା ଲାଗି ମଧ୍ୟ ସେପରି କିଛି ଉପାୟ…
ଆର୍ଟିଆଇ ତଥ୍ୟ ଦେଇ ନ ପାରି ଟଙ୍କା ଫେରାଇ ନେବାକୁ ନୋଟିସ
କଟକ ସଦର, ୭।୧୦(ଡି.ଏନ.ଏ.): ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ତଥ୍ୟ ପାଇବା ପାଇଁ ଜଣେ ଆବେଦନକାରୀ ୩୦୦୦ ଟଙ୍କା ଦାଖଲ କରିଥିଲେ। ହେଲେ କଟକ ପୂର୍ତ୍ତ ଡିଭିଜନ ନଂ.୨ର ଲୋକ ସୂଚନା ଅଧିକାରୀ ତଥ୍ୟ ଦେଇ ନ ପାରି ଉକ୍ତ…
ଲକ୍ଷ୍ମୀପୁର ଖେରି ହିଂସା ଘଟଣାକୁ ନେଇ ଅକ୍ଟୋବର ୧୧ରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଲା ଶିବସେନା, କଂଗ୍ରେସ, ଏନ୍ସିପି
ମୁମ୍ବାଇ,୭ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣାର ବିରୋଧ କରି ୧୧ ଅକ୍ଟୋବରକୁ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଛନ୍ତି ଶିବସେନା, କଂଗ୍ରେସ ଓ ଏନ୍ସିପି । ରାଜ୍ୟରେ ୩ ଦଳଙ୍କ ମେଣ୍ଟ ମହା ବିକାଶ ଅଘାଡି ସରକାର ଶାସନ କରୁଛି…
ଆଜି ଅଖିଳେଶ ଯାଦବ, ସତିଶ ମିଶ୍ର ଯିବେ ଲକ୍ଷ୍ମୀପୁର ଖେରି, ସିଦ୍ଧୁ-ହରିଶ ରାୱତ ହଜାର ଗାଡି ନେଇ ପହଞ୍ଚିବେ
ଲକ୍ଷ୍ନୌ/ଚଣ୍ଡିଗଡ଼,୭ ।୧୦: ଲକ୍ଷ୍ମୀପୁର ଖେରି ଘଟଣାକୁ ନେଇ ବେଳକୁ ବେଳ ରାଜନୀତିର ଉଷ୍ମତା ବଢିବାରେ ଲାଗିଛି । ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ…
ଟି-୨୦ ବିଶ୍ୱକପ୍ ପୂର୍ବରୁ ଗାଭାସ୍କରଙ୍କ ସତର୍କବାଣୀ
ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଭାରତର ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ ଉଦ୍ବେଗଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଦଳ ପାଇଁ…
ଲକ୍ଷ୍ମୀପୁର ହିଂସା: ମୃତକ ଖବରଦାତା, କୃଷକଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା-ରାହୁଲ
ଲକ୍ଷ୍ନୌ,୭ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରିର ତିକୁନିୟାରେ ଅକ୍ଟାବର ୩ରେ ହୋଇଥିବା ହିଂସା ପରେ ରାଜନୀତି ହୋଇଛି ସରଗରମ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ବିଳମ୍ବିତ ରାତିରେ ମୃତକ ଖବରଦାତା ରମଣ…
ଡ୍ରାଇଭର ସହ ଯୁକ୍ତିତର୍କ ପରେ ପୁଅକୁ ଗୁଳି କଲେ ବାପା
ମାଙ୍ଗାଲୋର,୬।୧୦: ବାପାଙ୍କ ଗୁଳି ମାଡ଼ରେ ଗୁରୁତର ହୋଇ ଜଣେ ୧୬ ବର୍ଷୀୟ ନାବାଳକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବାପାଙ୍କ ନାମ ରାଜେଶ ପ୍ରଭୁ। ସେ ଏକ ଟ୍ରାନ୍ସପୋର୍ଟ କମ୍ପାନୀର ମାଲିକ। ମଙ୍ଗଳବାର ଡ୍ରାଇଭର ଓ କ୍ଲିନର ବକେୟା ଟଙ୍କା ମାଗିବା ପାଇଁ…
ଆର୍ସିବିକୁ ପରାଜୟରୁ ବଞ୍ଚାଇ ପାରିଲେ ନାହିଁ ଡି’ଭିଲୟର୍ସ
ଆର୍ସିବିକୁ ପରାଜୟରୁ ବଞ୍ଚାଇ ପାରିଲେ ନାହିଁ ଡି’ଭିଲୟର୍ସ ଆବୁଧାବି,୬।୧୦: ଶେଷ ବଲ ପର୍ଯ୍ୟନ୍ତ ଚାଲିଲା ମ୍ୟାଚ୍। ତଥାପି ଜିତିପାରିଲା ନାହିଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ପ୍ଲେ-ଅପ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା ଆରସିବିକୁ ୪ ରନ୍ରେ ହରାଇ ଦେଇଛି ସନରାଇଜର୍ସ…
Archives


