Home Left

ନୂଆ ଜର୍ସି ପିନ୍ଧି ବିଶ୍ୱକପ୍‌ ଖେଳିବ ଭାରତ

ମୁମ୍ବାଇ,୮।୧୦: ଆସନ୍ତା ୧୭ ତାରିଖରୁ ୟୁଏଇ ଏବଂ ଓମାନଠାରେ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହି ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ ନୂଆ ଜର୍ସିରେ ଦେଖିବାକୁ ମିଳିବ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)…

ମୋ ପୁଅ ନିର୍ଦ୍ଦୋଷ: ଅଜୟ ମିଶ୍ରା

ନୂଆଦିଲ୍ଲୀ,୮ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ମାମଲା ବେଳକୁ ବେଳ ଜଟିଳ ହେବାକୁ ଯାଉଛି । ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଶୁକ୍ରବାର ପୋଲିସ ପାଖରେ ପହଞ୍ଚିବାର ଥିଲା । ହେଲେ…

କେକେଆର୍‌ ପାଇଁ ଖୁସି ଖବର

ଶାରଜା,୮।୧୦: ପ୍ଲେ-ଅପ୍‌ରେ ପ୍ରାୟତଃ ସ୍ଥାନ ପକ୍କା କରିସାରିଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପାଇଁ ଏକ ଖୁସି ଖବର। ଆସନ୍ତା ସୋମବାର ହେବାକୁ ଥିବା ଏଲିମିନେଟର ମ୍ୟାଚ୍‌ ଲାଗି ଅଲରାଉଣ୍ଡର ଆନ୍ଧ୍ରେ ରସେଲ ଉପଲବ୍ଧ ହୋଇପାରନ୍ତି। ଏ ନେଇ ସୂଚନା ଦେଇଛନ୍ତି…

୬୮ ବର୍ଷ ପରେ ଏୟାର ଇଣ୍ଡିଆର ଘର ବାହୁଡା: ରତନ ଟାଟା କହିଲେ ‘ଓ୍ବେଲ୍‌କମ୍‌ ବ୍ୟାକ୍‌’

ନୂଆଦିଲ୍ଲୀ,୮।୧୦: ଏୟାର ଇଣ୍ଡିଆକୁ କିଣିଛି ଟାଟା ସନ୍ସ। କମ୍ପାନୀ ଏଥିପାଇଁ ୧୮,୦୦୦ କୋଟି ଟଙ୍କାର ସବୁଠାରୁ ବଡ ଡାକ ଲଗାଇଥିଲା। ଫଳରେ ୬୮ ବର୍ଷ ପରେ ଏୟାର ଇଣ୍ଡିଆ ଘର ବାହୁଡ଼ିବ। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରକ୍ରିୟା ଡିସେମ୍ବର ୨୦୨୧ ସୁଦ୍ଧା…

ଖାରଜ ହେଲା ଜାମିନ ଆବେଦନ, ଜେଲ ଯିବେ ଚିଲିକା ବିଧାୟକ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ଜେଲ ଯିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଶୁକ୍ରବାର ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଏହାପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି। ଏବେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଖୋର୍ଦ୍ଧା ସବ୍‌ ଜେଲ…

ଏଥର ଆର୍‌ସିବି ହାତେଇବ ଆଇପିଏଲ ଟ୍ରଫି

ନୂଆଦିଲ୍ଲୀ,୮।୧୦: ତାରକା ଖଚ୍ଚିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏଥର ଆଇପିଏଲ୍‌ ଟ୍ରଫି ଜିତିବ। ଏଭଳି ପୂର୍ବନୁମାନ କରିଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ତଥା ବର୍ତ୍ତମାନ ଆଫଗାନିସ୍ତାନ ଦଳର ମୁଖ୍ୟ କୋଚ୍‌ ଲାନ୍ସ କ୍ଲୁଜନର। ବିରାଟ କୋହଲିଙ୍କ ନେତୃତ୍ୱଧୀନ ଆରସିବି…

ନିୟନ୍ତ୍ରଣ ବାହାରେ ଡେଙ୍ଗୁ

ବ୍ରହ୍ମପୁର ଅଫିସ,୮ା୧୦: ଗଞ୍ଜାମ ଜିଲାରେ ଡେଙ୍ଗୁ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୩୯ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ…

ମସଜିଦ୍‌ରେ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୫୫ରେ

କାବୁଲ,୮।୧୦: ଆଫଗାନିସ୍ତାନର କୁନ୍ଦୁଜ ସହରରେ ଶିଟେ ମସ୍‌ଜିଦ ଉପରେ ବଡ଼ ଧରଣର ବୋମା ମାଡ଼ କରାଯାଇଛି। ଶୁକ୍ରବାର ନମାଜ ପାଠ ବେଳେ ଘଟିଥିବା ବିସ୍ଫୋରଣରେ ଅତିକମ୍‌ରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୯୦ ଜଣ ଆହତ ହୋଇଥିବାରୁ ମୃତକଙ୍କ ସଂଖ୍ୟା…

ଆଜି ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ଲାଗି ସଂରକ୍ଷଣ ଚିଠା ତାଲିକା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ସଂରକ୍ଷଣ ଚିଠା ତାଲିକା ଶୁକ୍ରବାର ପ୍ରକାଶ ପାଇବ । କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ, ସେ ନେଇ ଜିଲାସ୍ତରରେ ଚିଠା ତାଲିକା ପ୍ରକାଶ ପାଇବ। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ…

ଗୋଆରେ ନିଜର ଚତୁର୍ଥ ଘର କିଣିଲେ ଏହି ସୁନ୍ଦରୀ ଅଭିନେତ୍ରୀ, ବିଳାସମୟ ଜୀବନଶୈଳୀ ଦେଖିଲେ…

ହାଇଦ୍ରାବାଦ: ତେଲୁଗୁ ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ ଜରିଆରେ ଲାଇମ୍‌ଲାଇଟ୍‌କୁ ଆସିଥିଲେ ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଏବେ ସେ ନ୍ୟାଶନାଲ କ୍ରସ୍‌। ସମସ୍ତେ ତାଙ୍କର ଚୁଲବୁଲି ସ୍ବଭାବ ସାଙ୍ଗକୁ ଅଭିନୟକୁ ବେଶ ପସନ୍ଦ କରନ୍ତି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ…

୯ ମହଲାରୁ ତଳକୁ ଡେଇଁଲେ ଯୁବକ, ତଳେ ଥିଲା ବିଏମ୍‌ଡବ୍ଲ୍ୟୁ, ଆଉ ତା’ ପରେ…

ଓ୍ବାଶିଂଟନ,୮ା୧୦: ଆମେରିକାର ନ୍ୟୁଜର୍ସିର ଜଣେ ଯୁବକ ୯ ମହଲା ଉପରୁ ତଳକୁ ଡେଇଁଥିଲେ। ତଳେ ଏକ ବିଏମ୍‌ଡବ୍ଲ୍ୟୁ ଗାଡ଼ି ଥିବାରୁ ସୌଭାଗ୍ୟବଶତଃ ଯୁବକ ଜଣକ ବଞ୍ଚି ଯାଇଛନ୍ତି। କିନ୍ତୁ ଖୁବ୍‌ ଜୋର୍‌ରେ ତାଙ୍କୁ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

କ୍ୱାରାଣ୍ଟିନ ସେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ,୮ ।୧୦: ଡ୍ରଗ୍ସ ମାମଲାରେ ଫସି ରହିଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ଶୁକ୍ରବାର ସେ ପଚରା ଉଚରା ପାଇଁ ହାଜର ହୋଇଥିବା ବେଳେ ଏବେ ତାଙ୍କୁ ଆର୍ଥର ରୋଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri