Home Left

ଟାଟାର ହେଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୮ ।୧୦: ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ ହେବେ । ୧୮,୦୦୦କୋଟି ଡାକରେ ଟାଟା ଏହି ସରକାରୀ ଏୟାର ଲାଇନ୍ସକୁ କିଣି ନେଇଛି । ଟାଟା ଏହି ରେସରେ ସ୍ପାଇସ ଜେଟର ଅଜୟ ସିଂହଙ୍କୁ ପଛରେ ପକାଇ…

ଦୀର୍ଘଦିନ ଧରି ଚାଲିଥିଲା ଦେଶୀ ବନ୍ଧୁକ କାରଖାନା, ଜଣଙ୍କୁ ବାନ୍ଧିଲା ପୋଲିସ

ପରଜଙ୍ଗ,୮।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ବାମ ଗ୍ରାମରେ ଦେଶୀ ବନ୍ଧୁକ କାରଖାନା ଠାବ କରାଯାଇଛି। ପୋଲିସ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ବାମ ଗ୍ରାମର ମଙ୍ଗୁଳୁ ମହାରଣାଙ୍କୁ ଗିରଫ କରିଛି। ତେବେ ବିଶେଷ ସୂତ୍ରରୁ ଖବରପାଇ…

ଆର୍ୟନଙ୍କୁ ମିଳିଲାନି ଜାମିନ, ମା’ଙ୍କ ଜନ୍ମଦିନରେ ଗଲେ ଜେଲ୍‌

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଜାମିନ ମିଳିଲାନି। ଶେଷରେ ଷ୍ଟାର୍‌ କିଡ୍‌ଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ମୁମ୍ବାଇ ଜିଲା କୋର୍ଟରେ ଜାମିନ ଆବେଦନ ନେଇ ଶୁଣାଣି ପରେ ଏହି ନିଷ୍ପତ୍ତି ହୋଇଛି। ମୁମ୍ବାଇର ଆର୍ଥର ରୋଡ୍‌ ଜେଲ…

ପାର୍ବଣରେ ପୁଣି ଫେରିଛି କରୋନା, ୩ ମାସ ଯାଏ ସତର୍କ ରୁହ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ଦିନେ ବଢ଼ିଲେ ଦିନେ କମୁଛି କରୋନା ସଂକ୍ରମଣ। ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଏହି ସମୟରେ ଭିଡ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସହଯୋଗ ଲୋଡିଛନ୍ତି ସରକାର। ସତର୍କତା ଅବଲମ୍ବନ ନ କଲେ…

ପ୍ରମାଣ ବିନା କେବଳ ଅଭିଯୋଗକୁ ନେଇ କାହାକୁ ଗିରଫ କରାଯାଇ ପାରିବ ନାହିଁ: ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନø,୮ ।୧୦: ଲକ୍ଷ୍ମୀପୁର ଖେରି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିବାରେ ସଫଳ ହୋଇନାହିଁ । ମାମଲାକୁ ନେଇ ପୋଲିସ ଖୋଜାଖୋଜି ଜାରି ରଖିଛି । କିଏ କହୁଛି ସେ ନେପାଳ ଚାଲିଯାଇଛନ୍ତି ତ…

ୟୁପି ସରକାରଙ୍କୁ କଡ଼ା ନିନ୍ଦା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୧୦: ଲଖିମୁପର ହିଂସା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି। ଶୁଣାଣି ସମୟରେ ପୋଲିସର କାର୍ଯ୍ୟରେ ଅଳସୁଆ ଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଧାନ ବିଚାରପତିଙ୍କ କଠୋର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଛି। ସେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା…

କେନ୍ଦୁଝର ଗସ୍ତରେ ଡିଆରଏମ: ରେଳ ଚଳାଚଳ ନେଇ ଦାବିପତ୍ର

କେନ୍ଦୁଝର,୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଗ୍ରସ୍ତରେ ଆସିଥିବା ଡିଆର୍‌ଏମ୍‌ (ଡିଭିଜନାଲ ରେଲଓ୍ବେ ମ୍ୟାନେଜର) ଖୋର୍ଦ୍ଧା ଡିଭିଜନଙ୍କୁ କେନ୍ଦୁଝର ଯୁବ ପରିଷଦ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି। ବରଦା ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ଏକ ଦାବି ପତ୍ର ଦିଆଯାଇଛି। କୋଭିଡ୍‌ ପାଇଁ ବନ୍ଦ ଥିବା…

ବିସ୍ଫୋରକ ଇନିଂସ ଖେଳି ସେହ୍ବାଗଙ୍କ ରେକର୍ଡ ଭାଙ୍ଗିଲେ ପଞ୍ଜାବ ଅଧିନାୟକ; ପୁଣି ୬୦୦ ରନ୍‌ ପାର୍‌…

ଦୁବାଇ,୮।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୧)ର ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅତି ରୋମାଞ୍ଚକର ଥିଲା। ଚଳିତ ସିଜିନର ଦ୍ୱିତୀୟ ସ୍ଥାନରେ ଥିବା ଦଳ ସହ ଟପ୍‌-୪ ବାହାରେ ଥିବା ପଞ୍ଜାବର ଟକ୍କର ଥିଲା।…

ଫିଲ୍ମ ପାଇଁ ୧୪ କେଜି ଓଜନ ବଢାଇଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ‘ଫ୍ରେଡି’କୁ ନେଇ ବ୍ୟସ୍ତ ଅଛନ୍ତି। ଏମିତିରେ ସୋସିଆଲ ମିଡ଼ିିଆରେ ସେ ନିଜର ଫିଲ୍ମ ବିଷୟରେ ଅପଡେଟ୍‌ ଦିଅନ୍ତି। ନିକଟରେ ସେ ଓଜନ ବଢ଼ାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏକତା କପୁରଙ୍କ ଫିଲ୍ମ…

ପୋଲିସ ହେପାଜାତରେ ଯୁବକଙ୍କ ମୃତ୍ୟୁ ଘଟଣା: ବହୁଜନ ମିଳିତ ମଞ୍ଚର ବିକ୍ଷୋଭ

ବରଗଡ଼ ଅଫିସ,୮।୧୦: ବରଗଡ଼ ସହର ଉପକଣ୍ଠ ତୋରା ତଳିପଡ଼ାର ଜଣେ ଯୁବକ ଗୋବିନ୍ଦ କୁମ୍ଭାର ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ଅଭିଯୁକ୍ତ…

ନେହାଙ୍କ ଟିପ୍ସ୍‌

ମୁମ୍ବାଇ: କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କର। ସମସ୍ତଙ୍କ ହୃଦୟରେ ରାଜ୍‌ କରନ୍ତି ସେ । ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ନେହା କିଛି ଦିନ ତଳେ ତାଙ୍କର…

ଏକଦା ବିଗ୍‌ବିଙ୍କ ଶୁଟ୍‌କୁ ଦେଖି ରାଜକୁମାର କହିଥିଲେ, ମୋ ଘରର ପରଦା ପାଇଁ …

ଭେଟେରାନ ଅଭିନେତା ରାଜକୁମାର ତାଙ୍କର ଅଭିନୟ ଓ ସଂଳାପ ପାଇଁ ବେଶ ଲୋକପ୍ରିୟ। ତାଙ୍କର ଏକ କଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ଜଡ଼ିତ। ଥରେ ଏକ ପାର୍ଟିରେ ଅମିତାଭ ଏକ ବିଦେଶୀ ଶୁଟ୍‌ରେ ନଜର ଆସିଥିଲେ। ସେ ବହୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri