Home Left

ପ୍ଲେ-ଅଫ୍‌ ଆଶା ଧୂଳିଶାତ୍‌: ପାରିଲେନି ବୋଲର

ଆବୁଧାବି,୮।୧୦: ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍‌କୁ ଉଠିବା ଆଶା ଧୂଳିଶାତ୍‌ ହୋଇଯାଇଛି। ପ୍ରଥମେ ଦଳକୁ ଯାହା ଦରକାର ଥିଲା ତାହା କରି ଦେଖାଇଥିଲେ ବ୍ୟାଟ୍ସମ୍ୟାନମାନେ। ହାଇଦ୍ରବାଦ୍‌ ଆଗରେ ଛିଡ଼ା କରିଥିଲେ ୨୩୬ ରନ୍‌ର ବିଶାଳ ଟାର୍ଗେଟ। ପ୍ରତିପକ୍ଷ ଦଳକୁ ୬୫ ରନ୍‌ ମଧ୍ୟରେ…

ହାଜତରୁ ଖସି ରହୁଥିଲେ ଜଙ୍ଗଲରେ, ଧରାପଡିଲେ ୩ ବର୍ଷ ପରେ

ସମ୍ବଲପୁର,୮ା୧୦(ବ୍ୟୁରୋ): ସମ୍ବଲପୁର ସମେତ ପଡ଼ୋଶୀ ଜିଲାରେ ପୋଲିସର ନିଦ ହଜାଇଥିବା କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମାଙ୍କୁ ପୋଲିସ ଗିରଫ କରିଛି। ୩ ବର୍ଷ ତଳେ ସେ ମୟୁରଭଞ୍ଜ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ। ଏହାସହ ତାଙ୍କର ଦୁଇଜଣ ସହଯୋଗୀଙ୍କୁ…

ଖାରଜ ହୋଇଗଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କ ପିଟିଶନ

କଟକ ଅଫିସ,୮ା୧୦: ୨୦୨୦ ଡିସେମ୍ବର ୧୮ରେ ପୋଲିସ କମିଶନର ଝାରପଡା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ)ରେ ଅଟକ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାକୁ ଡିସେମ୍ବର ୨୮ରେ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଥିଲା। ଏହି…

ଆର୍‌ସିବିର ସ୍ଥିତି ଗୁରୁତର

ଦୁବାଇ,୮।୧୦: ପ୍ଲେ-ଅପ୍‌କୁ କ୍ୱାଲିଫାଏ କରିସାରିଥିବା ଦୁଇ ଦଳ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସ୍ଥିତି ସମ୍ପୂର୍ଣ୍ଣ ଗମ୍ଭୀର। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୫ ଉଇକେଟ କ୍ଷତିରେ ୧୬୪ ରନ୍‌ କରିଛି। ୧୬୫…

ମହିଳାଙ୍କୁ ଉଲଗ୍ନ କରି ନିସ୍ତୁକ ଛେଚିଲେ

ଭୋପାଳ,୮।୧୦: ମଧ୍ୟପ୍ରଦେଶର ଧର ଜିଲାରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମଧ୍ୟବୟସ୍କା ବିଧବାଙ୍କୁ ପଡୋଶୀ ଉଲଗ୍ନ କରି ନିର୍ଘାତ ମାଡ଼ ମାରିଛନ୍ତି। ଶତାଧିକ ଲୋକଙ୍କ ଉପସ୍ଥିତିରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଛି। ପୋଲିସ ତଦନ୍ତ ପରେ ଘଟଣାରେ…

ମସଜିଦ୍‌ରେ ବହିଲା ରକ୍ତର ନଦୀ

କାବୁଲ,୮।୧୦: ଶୁକ୍ରବାର ନମାଜ ପାଠ ବେଳେ ଆତଙ୍କବାଦୀମାନେ ଆଫଗାନିସ୍ତାନର କୁଣ୍ଡୁଜ ସହରସ୍ଥିତ ମସଜିଦରେ ରକ୍ତର ନଦୀ ବୁହାଇଛନ୍ତି। ଆତ୍ମଘାତୀ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ପୀଡ଼ିତଙ୍କ ମଧ୍ୟରେ ପ୍ରାୟତଃ ଲଘୁ ସମ୍ପ୍ରଦାୟର ଥିଲେ। ତେବେ…

ଗୋରୁ ମାଲିକଙ୍କୁ ତୀରମାରି ହତ୍ୟା

କେନ୍ଦୁଝର,୮।୧୦(ସ୍ବ.ପ୍ର.): ଚାଷଜମିରେ ଗୋରୁ ପଶି ଫସଲ ଖାଇବାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ତୀର ମାରି ହତ୍ୟା କରାଯାଇଛି। କେନ୍ଦୁଝର ଜିଲା ନୟାକୋଟ ଥାନା ବାଂଶପାଳ ବ୍ଲକ ଅଧୀନ କୋଡକଳା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି। ମୃତକ ହେଲେ ଉକ୍ତ…

ଜେଲ ଗଲେ ଚିଲିକା ବିଧାୟକ

ଭୁବନେଶ୍ୱର,୮ା୧୦: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଶୁକ୍ରବାର ଜେଲ ଯିବାକୁ ପଡିଛି। ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଶୁକ୍ରବାର ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଛି। ଫଳରେ ପୋଲିସ ବିଧାୟକ ଜଗଦେବଙ୍କ ଖୋର୍ଦ୍ଧା ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା। ତାଙ୍କର କୋଭିଡ୍‌ ଆଣ୍ଟିଜେନ…

ସ୍କୁଲ ଛୁଟି

ଭୁବନେଶ୍ୱର,୮।୧୦: ରାଜ୍ୟରେ ୧୦ରୁ ୨୦ ଯାଏ ସ୍କୁଲ ଛୁଟି ରହିବ। ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଏହି ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ବିଭାଗ। ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଏନେଇ ସୂଚନା ଦିଆଯାଇଛି। ତେବେ ଛୁଟି ପରେ ୨୧ରୁ ନବମ,…

ଯେଉଁଠି ରହୁଥିଲେ ସଞ୍ଜୟ ଦତ୍ତ ସେଇଠି ରାତି କାଟିବେ ଆର୍ଯ୍ୟନ

ମୁମ୍ବାଇ: ବଢିଯାଇଛି ବଲିଉଡର କିଙ୍ଗ ଖାନ୍ ଆର୍ଯ୍ୟନଙ୍କ ସମସ୍ୟା । ବେଳକୁ ବେଳ ତାଙ୍କର ଅଡୁଆ ବଢିବାରେ ଲାଗିଛି । କ୍ରୁଜ ଶିପରେ ଡ୍ରଗ୍‌ସ ପାର୍ଟିରେ ଯୋଗ ଦେବା ଏବେ ଏହି ଷ୍ଟାର କିଡଙ୍କ ପାଇଁ ମହଙ୍ଗା ପଡିଛି । ଶନିବାର…

ଓଏଏସ୍‌ ପରୀକ୍ଷାରେ ଅଶ୍ୱିନୀ ଟପ୍ପର

ଭୁବନେଶ୍ୱର,୮।୧୦: ୨୦୧୯ ଓଏଏସ୍‌ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ଅଶ୍ୱିନ ପଣ୍ଡା ଟପ୍ପର ହୋଇଛନ୍ତି। ଟପ୍‌ ୧୦ରେ ଥିବା କୃତି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅଛନ୍ତି ୩ ଝିଅ । ବିଭିନ୍ନ ବର୍ଗରୁ ପ୍ରାୟ ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅକ୍ଷରାଙ୍କ ଜବରଦସ୍ତ ଭିଡିଓ

ମୁମ୍ବାଇ: ଭୋଜପୁରୀ ଆକ୍ଟ୍ରେସ୍ ଅକ୍ଷରା ସିଂହ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଭିନ୍ନ ଷ୍ଟାଇଲକୁ ନେଇ । ଭୋଜପୁରୀ ଫିଲ୍ମରେ ତାଙ୍କର ଅରିଜିନାଲ ଭୋଜପୁରୀ ଡାଇଲଗ ଲୋକଙ୍କୁ ବାନ୍ଧି ରଖିବାରେ ବେଶ୍ ସହାୟକ ହୋଇଥାଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri