ପ୍ରାର୍ଥୀଙ୍କୁ ପିଟିଲେ
ଚିକିଟି,୧୯ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ସୁନାପୁର ପଞ୍ଚାୟତର ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଗ୍ରାମବାସୀ ମାଡ଼ମାରି ଥିବା ଜଣାପଡିଛି। ପ୍ରାର୍ଥୀ ଜଣକ ୪ଟି ବାଇକ୍ରେ କିଛି ଯୁବକଙ୍କୁ ଧରି ଗାଁକୁ ଆସି ଗାଳିଗୁଲଜ କରିଥିଲେ। ସୁନାପୁର ଗାଁବାସୀ ଏକାଠି ହୋଇ ସମ୍ପୃକ୍ତ…
ନଦୀଗର୍ଭରେ ଖସିପଡିଲା ଟ୍ରଲର, ଜଣେ ମୃତ
ଢେଙ୍କାନାଳ ଅଫିସ,୧୯।୨: ଢେଙ୍କାନାଳ ଜିଲା ତୁମୁଶିଙ୍ଗା ଥାନା ବ୍ରାହ୍ମଣୀ ନଦୀର କମଗରା ଘାଟ ନିକଟରେ ଏକ ଦୁର୍ଘଟଣା ଘଟିଛି। ଶନିବାର ଭୋର ସମୟରେ ଏକ ୨୨ ଚକିଆ ଟ୍ରଲର ବ୍ରିଜ୍ର କଂକ୍ରିଟ୍ ବାଡ ଭାଙ୍ଗି ନଦୀଗର୍ଭରେ ଖସିପଡିଛି। ପରେ ସ୍ଥାନୀୟ ଲୋକ…
ନିର୍ବାଚନ ପୂର୍ବରୁ ରାତି ଅଧିଆ ଚାଲିଥିଲା ଟଙ୍କା ବଣ୍ଟା
ଟିକିରି,୧୯ା୨(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରବିବାର ରାୟଗଡ଼ା ଜିଲାର କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକରେ ଭୋଟ ଗ୍ରହଣ ହେବ। ଏଥିପାଇଁ ଶୁକ୍ରବାର ପ୍ରଚାର ସରିଛି। ଏଭଳି ସ୍ଥିତିରେ ଗାଁରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ସମୟର ଏକ ଭିଡିଓ ଏବେ…
ଶୋପିଆନ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର,୧୯।୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା ଏବଂ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଜାରି ରହିଛି। ଏହିକ୍ରମରେ ଶନିବାର ଶୋପିୟାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହଁି ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ଜଣ ସୁରକ୍ଷାକର୍ମୀ ସହୀଦ…
ନବରଙ୍ଗପୁର ବସ୍ ଦୁର୍ଘଟଣା: ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ୧୯।୨(ବ୍ୟୁରୋ): ନବରଙ୍ଗପୁର ସୋରିଷପଦର ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟ୍ କରି…
ଦୀପ ସିଦ୍ଧୁ ମୃତ୍ୟୁ ମାମଲା: ଗିରଫ ଟ୍ରକ୍ ଡ୍ରାଇଭଙ୍କୁ ରିମାଣ୍ଡରେ ନେବ ପୋଲିସ
ଚଣ୍ଡିଗଡ଼,୧୯।୨: ଅଭିନେତା ଦୀପ ସିଦ୍ଧୁ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଟ୍ରକ ଡ୍ରାଇଭରଙ୍କୁ ହରିୟାଣା ପୋଲିସ ଗିରଫ କରିଛି। ହରିୟାଣାର ନୁହ ଜିଲାରେ ଡ୍ରାଇଭର କାସିମର ଘର। ହରିୟାଣା ପୋଲିସ କାସିମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରିକି ପୋଲିସ ଡ୍ରାଇଭର…
ରାଜ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି। ଆଜି ଆଉ ୧୮ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁସଂଖ୍ୟା ୮,୯୯୪କୁ ବୃଦ୍ଧି ପାଇଛି। ଆଜି…
ଭାଜପା ପାଇଁ ଭୋଟ ମାଗିଲେ କଙ୍ଗନା!
ଲକ୍ଷ୍ନୌ,୧୯ ।୨: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ବେକାବୁ ବୟାନକୁ ନେଇ । ଅନେକ ସମୟରେ ରାଜନୀତିକୁ ନେଇ କିଛି ନା କିଛି ବୟାନ ଦେଇ ଚର୍ଚ୍ଚାରେ ଥିବା କଙ୍ଗନା…
ପରଲୋକରେ କନ୍ନଡ ଅଭିନେତା ରାଜେଶ
ବେଙ୍ଗାଲୁରୁ,୧୯।୨: କନ୍ନଡ ସିନେମାର ଭେଟେରାନ ଅଭିନେତା ରାଜେଶଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ବୟସ ହୋଇଥିଲା। ଶନିବାର ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗ ଓ କିଡନୀ…
ଗେହରାଇୟାଁକୁ ନେଇ ଆଇକନିକ୍ ଗର୍ଲଙ୍କୁ ଏମିତି କହିଲେ ପୂର୍ବତନ କମିଶନର
ନିକଟରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ରୋମାନ୍ସ ଫିଲ୍ମ ଗେହରାଇୟାଁ ରିଲିଜ ହୋଇଛି । ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ତେବେ ଫିଲ୍ମଟି ରିଲିଜ ହେବା ପରେ ଅଧିକ ପ୍ରଶଂସା ପାଇନାହିଁ। ଫିଲ୍ମରେ ଦର୍ଶକ ଆଶା କରୁଥିବା…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଫରହାନ-ଶିବାନୀ
ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଆଜି ଦୁହେଁ ବିବାହ କରିବେ। ଏହାପୂର୍ବରୁ ଗୁରୁବାର ଶିବାନୀଙ୍କ ହଳଦୀ ସମାରୋହ ଆୟୋଜିତ ହୋଇଥିଲା। ଯେଉଁଥିରେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ…
ଏସ୍ପି ପ୍ରାର୍ଥୀ ଅଭୟ ସିଂହ ଗିରଫ
ଅଯୋଧ୍ୟା,୧୯।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲାଗି ରାଜନୀତି ସରଗରମ ହୋଇଛି। ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଏଥିସହ କେଉଁ କେଉଁ ସ୍ଥାନରେ ବିଭିନ୍ନ ଦଳ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବା…

