Home Left

ରାଜଧାନୀରେ ଶିଶୁବିକ୍ରି ଅଭିଯୋଗ

ଭୁବନେଶ୍ୱର,୯।୧୦(ବ୍ୟୁରୋ):ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିରେ ଶୁକ୍ରବାର ଜଣେ ନବଜାତ ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଓ ଚାଇଲ୍ଡଲାଇନ ସେଠାରେ ଚଢ଼ାଉ କରି ଏକ ଦମ୍ପତିଙ୍କଠାରୁ ଉକ୍ତ ଶିଶକୁ ଉଦ୍ଧାର କରିଛି। ଏଥିସହ ଶିଶୁ ବିକ୍ରିକୁ ନେଇ ହୋଇଥିବା…

ଆଜି ବିଶ୍ୱ ଡାକ ଦିବସ: ଏହିଦିନ ଭାରତରେ ଆରମ୍ଭ ହୋଇଥିଲା ଡାକସେବା

ଆଜି ହେଉଛି ବିଶ୍ୱ ଡାକ ଦିବସ। ଅକ୍ଟୋବର ୯କୁ ସମଗ୍ର ବିଶ୍ୱରେ ଡାକ ଦିବସ ଭାବରେ ପାଳନ କରାଯାଉଛି। ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଡାକ ସେବା ଏବଂ ଡାକ ବିଭାଗ ବିଷୟରେ ଲୋକଙ୍କୁ ଅବଗତ କରାଇବା। ୧୮୭୪…

ବଢୁଛି ଆର୍ଯ୍ୟନଙ୍କ ସମସ୍ୟା: ସୋମବାର ପୂର୍ବରୁ ହେବନାହିଁ ଜାମିନ ଶୁଣାଣି

ମୁମ୍ବାଇ,୯ ।୧୦: ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ସମସ୍ୟା କମ୍ ହେବାର ନାଁ ନେଉନି । ଶନିବାର-ରବିବାର କୋର୍ଟ ବନ୍ଦ ରହୁଥିବାରୁ ତାଙ୍କ ମାମଲାର ଶୁଣାଣି ହୋଇ ପାରିବ ନାହିଁ ବୋଲି କୁହାଯାଉଛି । ଏମିତି ହେଲେ ଆର୍ଯ୍ୟନଙ୍କୁ…

ଲଖିମପୁର ଖେରି: ଇଣ୍ଟରନେଟ ବନ୍ଦ, ସିଦ୍ଧୁ ଧାରଣାରେ, ୧୮ ଘଣ୍ଟା ପରେ ଦ୍ୱିତୀୟ ନୋଟିସ

ଲକ୍ଷ୍ନୌ,୯ ।୧୦: କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ତଥା ତିକୁନିୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କୁ ନୋଟିସ ପରେ ବି ଶୁକ୍ରବାର ସେ ହାଜର ନ ହେବାରୁ ପୁଣିଥରେ ତାଙ୍କ ଘର ସାମ୍ନାରେ ଶନିବାର ୧୧ ସୁଦ୍ଧା…

କୋଇଲା ସଙ୍କଟ: ଆଠରୁ ଦଶ ଘଣ୍ଟା ପର୍ଯ୍ୟନ୍ତ କଟା ଯାଉଛି ବିଜୁଳି

ନୂଆଦିଲ୍ଲୀ,୯ ।୧୦: ଦେଶର କେତେ ଗୁଡିଏ ରାଜ୍ୟରେ କୋଇଲା ସଙ୍କଟ ଯୋଗୁ ବିଜୁଳି ସଙ୍କଟ ବଢିଯାଇଛି । ଝାଡଖଣ୍ଡରେ କୋଇଲା କମ୍ ଥିବାରୁ ୨୮୫ ମେଗାୱାଟରୁ ନେଇ ୪୩୦ ମେଗାୱାଟ ପର୍ଯ୍ୟନ୍ତ ଲୋଡ ଶେଡିଂଗ କରିବାକୁ ପଡୁଛି । ଏଥିପାଇଁ ଦିନରେ…

ୟୁପି ସରକାରଙ୍କ ପକ୍ଷ ରଖିବେ ସାଲ୍‌ଭେ

ଲକ୍ଷ୍ନୌ,୯।୧୦: ଲଖିମପୁର ହିଂସା ଘଟଣାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଏହି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷ ରଖିବେ ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ। ଗତ ୩ ତାରିଖରେ ଲଖିମପୁର…

ନେଟ୍‌ ରନରେଟ୍‌ ଛାଡ଼ି ସବୁ ଜିତିଲା ମୁମ୍ବାଇ

ଆବୁଧାବି,୮।୧୦: ଟସ୍‌ ଠାରୁ ଆରମ୍ଭ କରି ମ୍ୟାଚ୍‌ର ଫଳାଫଳ ପର୍ଯ୍ୟନ୍ତ ସବୁ କିଛି ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ତଥାପି ଆବଶ୍ୟକ ନେଟ୍‌ ରନରେଟ୍‌କୁ ହାସଲ କରି ପାରି ନାହିଁ ରୋହିତ ଶର୍ମାଙ୍କ ଦଳ। ମୁମ୍ବାଇ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ…

ଆରସିବିକୁ ମିଳିଲା ନୂଆ ଫିନିଶର

ଦୁବାଇ,୮।୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପାଇଁ ଶେଷ ବଲରେ ହାରିବା କିଛି ନୂଆ କଥା ନାହିଁ। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଏଭଳି ଘଟିନାହିଁ। ଶେଷ ବଲରେ ଦଳକୁ ଜିତିବା ପାଇଁ ୫ ରନ୍‌ ଦରକାର ଥିଲା। କିନ୍ତୁ…

ବସ୍ତିରେ ଝାଡ଼ୁ ମାରିଲେ ପ୍ରିୟଙ୍କା

ଲକ୍ଷ୍ନୌ,୮।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ହିଂସା ପ୍ରଭାବିତ ଲଖିମପୁର ଖେରି ଯିବାବେଳେ ସୋମବାର ତାଙ୍କୁ ପୋଲିସ ଅଟକ ରଖିଥିଲା। ପରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇ ସୀତାପୁର ଗେଷ୍ଟ ହାଉସରେ ରଖାଯାଇଥିଲା। ପ୍ରିୟଙ୍କା ଗେଷ୍ଟ ହାଉସରେ ଝାଡ଼ୁ…

ଝାରସୁଗୁଡ଼ାରେ ଦ୍ୱିତୀୟ ଏନ୍‌ସିସି ଆକାଶ ବାହିନୀ ପ୍ରଶିକ୍ଷଣ କେନ୍ଦ୍ର

ଝାରସୁଗୁଡ଼ା ଅଫିସ,୮ା୧୦: ଆକାଶ ବାହିନୀ ଦିବସ ଅବସରରେ ଶୁକ୍ରବାର ଝାରସୁଗୁଡ଼ାରେ ରାଜ୍ୟର ୨ୟ ଏନ୍‌ସିସି ଆକାଶ ବାହିନୀ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ସ୍ଥାନୀୟ ମାଳିମୁଣ୍ଡାସ୍ଥିତ ଷ୍ଟାଡିୟମରେ ଏହାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି। ରାଜ୍ୟ ଏନ୍‌ସିସି ଡେପୁଟି ଡାଇରେକ୍ଟର ଜେନେରାଲ…

କ୍ୟାପିଟାଲ ହସ୍ପିଟାଲରେ ଚିଲିକା ବିଧାୟକ

ଭୁବନେଶ୍ୱର,୮ା୧୦: ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଶୁକ୍ରବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ହୃଦରୋଗ ଥିବାରୁ ଖୋର୍ଦ୍ଧା ଏଡିଜେ-୧ କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ତାଙ୍କର…

ଛାତ୍ରୀଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା

ବ୍ରହ୍ମପୁର ଅଫିସ,୮ା୧୦: ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବଡବଜାର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପୁରୁଣା ବ୍ରହ୍ମପୁର ଅଞ୍ଚଳର କାର୍ତ୍ତିକ ସେଠୀ। ତାଙ୍କ ଠାରୁ ଏକ ମୋବାଇଲ ଫୋନ ଜବତ କରାଯାଇଛି। ମାମଲା ନଂ.୨୦୭/୨୧ରେ ଅଭିଯୁକ୍ତଙ୍କୁ ଶୁକ୍ରବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri