Home Left

ନନ୍ଦନକାନନରେ ପୁଣି ଗଡ଼ିଲା ଟୟ ଟ୍ରେନ୍‌

ବାରଙ୍ଗ,୯।୧୦(ଡି.ଏନ୍‌.ଏ.): ଦଶହରା ପାଇଁ ପର୍ଯ୍ୟଟକଙ୍କୁ ନୂଆ ଭେଟି ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଶୁକ୍ରବାର ୬୭ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କ ପାଇଁ ବହୁ ପ୍ରତୀକ୍ଷିତ ସାଜିଥିବା ତଥା ଆକର୍ଷଣୀୟ ଓ ଆଧୁନିକୀକରଣରେ ଝଲସୁଥିବା ଶିଶୁ ରେଳଗାଡ଼ି(ଟୟଟ୍ରେନ)ର ଲୋକାର୍ପଣ କରିଛନ୍ତି…

ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ଡାଉନ୍ ହେଲା ଇନଷ୍ଟାଗ୍ରାମ, ଫେସବୁକ

ନୂଆଦିଲ୍ଲୀ,୯ ।୧୦: ଇନଷ୍ଟାଗ୍ରାମ, ଫେସବୁକ ଆଦି ଡାଉନ ହେବାର ଏକ ସପ୍ତାହ ମଧ୍ୟରେ ଏହା ପୁଣିଥରେ ଡାଉନ୍ ହୋଇଛି । କେତେଜଣ ୟୁଜର୍ସ ଫଟୋ ଶେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ପାରୁ ନାହାନ୍ତି । ରାତି ପ୍ରାୟ ୧୨ଟାରୁ…

ରେଖାଙ୍କୁ କାଳି, ମୋଟି କହିଥିଲେ ଏହି ଲୋକପ୍ରିୟ ଅଭିନେତା, ଆଉ ତା’ ପରେ…

ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନଟିଏ ପାଇଁ କଠିନ ପରିଶ୍ରମ ସହ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ୧୪ ବର୍ଷ ବୟସରୁ, ରେଖା ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ସେହି ସମୟରେ ସେ କଳା ଥିଲେ ଏବଂ ତାଙ୍କର…

ସଂଶୋଧନ ହେଲା ଜିଆଇଏସ୍‌

ଭୁବନେଶ୍ୱର,୯।୧୦(ବ୍ୟୁରୋ):ରାଜ୍ୟ ସରକାର ଶୁକ୍ରବାର ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା (ଜିଆଇଏସ୍‌) ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪,୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ୍‌ ପେ’ ପାଉଥିବା କର୍ମଚାରୀଙ୍କୁ ଜିଆଇଏସ୍‌ ବାବଦରେ ୭,୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ…

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(ଇଷ୍ଟେଟ୍‌) ସୁଶାନ୍ତ କୁମାର ଦାଶଙ୍କୁ ବୟନ ନିର୍ଦ୍ଦେଶକ ଭାବେ…

ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତକୁ ମିଳିଯିବ ଫାଇଟର ଜେଟ୍ ରାଫାଲ: ଫ୍ରାନ୍ସ ରାଷ୍ଟ୍ରଦୂତ

ହାଇଦ୍ରାବାଦ,୯ ।୧୦: ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଶୁକ୍ରବାର କହିଛନ୍ତି କୋଭିଡ-୧୯ ଯୋଗୁ ଉପୁଜିଥିବା ବାଧା ପରେ ବି ଏରୋସ୍ପେଶର ବଡ କମ୍ପାନୀ ଦୈଶି ଆଭିଏଶନ ଭାରତକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ୩୬ଟି ରାଫାଲ ଜେଟ୍ ଉପଲବ୍ଧ କରାଇବ ।…

କୃଷିରୁ ମଧ୍ୟସ୍ଥ ହଟାଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୧୦: କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ସେମାନଙ୍କୁ ସିଧାସଳଖ ବଜାର ସହିତ ଯୋଡ଼ିବା ଦରକାର। କୃଷି ଏବଂ ବଜାର ମଧ୍ୟରେ ଥିବା ମଧ୍ୟସ୍ଥ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନ…

ପୁରୀ ଜିଲାର ୮୮ ଗାଁ ସୁନାମିପ୍ରବଣ

ପୁରୀ ଅଫିସ, ୯।୧୦: ନୀଳାଦ୍ରି ବେଳାଭୂମିରେ ଶୁକ୍ରବାର ସୁନାମି ମୁକାବିଲା ପ୍ରସ୍ତୁତି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଡ. ଭୋଳାନାଥ ମିଶ୍ର ଯୋଗଦେଇଥିଲେ। ସେ କହିଥିଲେ, ଉପକୂଳବର୍ତ୍ତୀ ଗଞ୍ଜାମ, ଗୋପାଳପୁର, ପୁରୀ, କୋଣାର୍କ,…

ସତ୍କାର ପାଇଁ ନେବାବେଳେ ମହିଳାଙ୍କ ମୃତଦେହ ଜବତ

କଣ୍ଟାପଡା,୯।୧୦:(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ ପୂର୍ବପାରୀ ଧାନମଣ୍ଡଳ ଗ୍ରାମର ଜଣେ ମହିଳାଙ୍କ ମୃତଦେହକୁ ଶାଶୁଘର ଲୋକ ଶୁକ୍ରବାର ମଶାଣୀରେ ସତ୍କାର କରିବାକୁ ନେବାବେଳେ ପୋଲିସ ଜବତ କରିଥିଲା। ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ପଠାଇବା…

ଚଢ଼ାଉ ନାହିଁ, ଓଜନରେ ଠକେଇ ବଢ଼ୁଛି

କଟକ ଅଫିସ,୯।୧୦: ରାଜ୍ୟରେ ଏବେ ନକଲି ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଠକେଇ ଚାଲିଛି। ବିଶେଷକରି କିଛି ଲାଭଖୋର ମନୋବୃତ୍ତିର ବ୍ୟବସାୟୀ ଓଜନ ଓ ମାପରେ ଲୋକଙ୍କୁ ଠକି ଚାଲିଛନ୍ତି। ଓଜନ ଓ ମାପ ବିଭାଗର ନିୟମିତ ଚଢ଼ାଉ ହେଉ…

କାର୍ଯ୍ୟାଳୟରେ ସକର୍ମୀମାନଙ୍କ ସହିତ ବଢ଼ୁଛିକି ବିତର୍କ

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, କାର୍ଯ୍ୟାଳୟ ଏବଂ କାର୍ଯ୍ୟ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେବା କଥା। ଅଫିସର ବାସ୍ତୁ ଖରାପ ହେତୁ ଆର୍ଥିକ ପ୍ରତିବନ୍ଧକ ଏବଂ ସହକର୍ମୀମାନଙ୍କ ସହିତ ବିତର୍କ ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ, ଏହା ମନେ ରଖିବା ଆବଶ୍ୟକ…

ଅଳଙ୍କାର କ୍ଲଷ୍ଟର ଲାଗି ମହିଳା ଉଦ୍ୟୋଗୀଙ୍କ ଯୋଜନା

ଭୁବନେଶ୍ୱର,୯।୧୦: ରାଜ୍ୟ ମଧ୍ୟରେ ଅଳଙ୍କାର କ୍ଲଷ୍ଟର ବିକାଶ ଲାଗି ମହିଳା ଉଦ୍ୟୋଗୀମାନେ ଯୋଜନା ରଖିଛନ୍ତି। ଏହାବାଦ ଏଭଳି କ୍ଷେତ୍ର ସହ ଜଡ଼ିତ ଏକ କମନ ଫାସିଲିଟି ସେଣ୍ଟର ସ୍ଥାପନ କରିବା ମଧ୍ୟ ଯୋଜନା ରଖାଯାଇଛି। କେନ୍ଦ୍ର ପକ୍ଷରୁ ଏଥିଲାଗି ୨୦ କୋଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri