Home Left

ଟି-୨୦ ବିଜେତାଙ୍କ ଉପରେ ହେବ ଧନବର୍ଷା

ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ୟୁଏଇ ଏବଂ ଓମାନରେ ଆୟୋଜିତ ହେବାକୁ ଥିବା ଆଇସିସିର ଏହି ବଡ ଟୁର୍ନାମେଣ୍ଟ ପାଇଁ ବିଭିନ୍ନ ଦଳ ଏଠାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଆଇସିସି…

ପ୍ରଯୋଜକଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ, ଜନ୍ମଦିନରେ…

ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରକୁଲ ପ୍ରିତ। ଆଜି ରକୁଲ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦିନଟିକୁ ଖାସ୍‌ କରିବାକୁ ଯାଇ ରକୁଲ ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ…

ପ୍ରେମିକ ମା’ଙ୍କୁ ଝୁରୁଥିଲେ ବୋଲି ବାପାଙ୍କୁ ବିବାହ କରିନେଲେ ପ୍ରେମିକା, ପରେ ଯାହା କହିଲେ…

ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ପ୍ରେମିକ। ସାହାରା ଦେବାକୁ ଯାଇ ପ୍ରେମିକଙ୍କ ବାପାଙ୍କୁ ବିବାହ କରି ନେଇଛନ୍ତି ଜଣେ ଯୁବତୀ। ଏପରି କରିବା ଦ୍ୱାରା ପ୍ରେମିକଙ୍କ ଜୀବନରେ ମା’ର ଅଭାବ ସେ ପୂରଣ କରିବେ ବୋଲି କହିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗିଲେ…

ପ୍ରଥମଥର ପାଇଁ ଟି-୨୦ରେ ବିଶ୍ୱକପ୍‌ରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ୟୁଏଇ ଏବଂ ଓମାନରେ ୧୭ ଅକ୍ଟୋବରରୁ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ପୂର୍ବରୁ ଭାରତରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ କରୋନା ହେତୁ ଏହାକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ବିଶ୍ୱକପ ଆରମ୍ଭ ହେବା…

ବରୁଣଙ୍କ ଅଭିଯୋଗ: ଲଖିମପୁର ଘଟଣାକୁ ହିନ୍ଦୁ-ଶିଖ ହିଂସା ରୂପ ଦେବାକୁ ପ୍ରୟାସ…

ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ପୁଣି ଥରେ ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ରବିବାର ଦିନ ବରୁଣ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଅଭିଯୋଗ କରିଛନ୍ତି ଯେ ଲଖିମପୁର ଘଟଣାକୁ ହିନ୍ଦୁ-ଶିଖ ହିଂସା…

ମଝି ଆକାଶରେ ଜଳିଗଲା ବିମାନ…

ମସ୍କୋ,୧୦।୧୦: ରୁଷିଆରେ ମଝି ଅକାଶରେ ବିମାନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩ ଜଣ ଲୋକ ଥିଲେ। ଦୁଇ ଇଞ୍ଜିନ ବିଶିଷ୍ଟ ସ୍ବଳ୍ପ ଦୂରଗାମୀ ପରିବହନ ବିମାନଟି ତାତାରସ୍ତାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ…

ଧୋନୀ-କୋହଲି-ପନ୍ତଙ୍କ ମଧ୍ୟରୁ କିଏ ସବୁଠୁ ଭଲ ଅଧିନାୟକ:ଗମ୍ଭୀର କହିଲେ….

ନୂଆଦିଲ୍ଲୀ,୧୦।୧୦: ଆଇପିଏଲ ୨୦୨୧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ପ୍ଲେ ଅଫ ଖେଳୁଥିବା ଚାରିଟି ଦଳ ଟାଇଟଲ ଉଠାଇବାକୁ ପ୍ରସ୍ତୁତ ଅଛନ୍ତି। ପ୍ରତ୍ୟେକ ଦଳର ନିଜର ଶ୍ରେଷ୍ଠ ଅଧିନାୟକ ଅଛନ୍ତି। ସିଏସକେର ମହେନ୍ଦ୍ର ସିଂ ଧୋନୀ, ଆରସିବିର ବିରାଟ କୋହଲି,…

ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ପ୍ରତିବାଦରେ ରାସ୍ତା ଅବରୋଧ

କେନ୍ଦୁଝର,୧୦ା୧୦(ସ୍ବ.ପ୍ର.): ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମାମାଡ଼ ପ୍ରତିବାଦରେ କେନ୍ଦୁଝରରେ ଭାଜପା ପକ୍ଷରୁ ରାସ୍ତାରୋକୋ ଆରମ୍ଭ ହୋଇଛି। ଟାୟାର୍‌ ଜଳାଇ ଗାନ୍ଧୀ ଛକଠାରେ ଏନ୍‌ଏଚ୍‌ ୪୯କୁ ଅବରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ଣତା…

ଅଭିଯୁକ୍ତଙ୍କ ମୃତ୍ୟୁର ୨୧ ମାସ ପରେ କୋର୍ଟ ରାୟ ଦେଲେ ନିର୍ଦ୍ଦୋଷ…

ରାୟପୁର,୧୦।୧୦: ମୃତ୍ୟୁର ୨୧ ମାସ ପରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗତ ୧୮ ବର୍ଷ ଧରି ଏହି ମାମଲାର ଶୁଣାଣି ଜାରି ରହିଥିଲା। ଜୀବନ ସାରା ତାଙ୍କ ବିରୋଧରେ ଅଣାଯାଇଥିବା ଦୁର୍ନୀତି ଅଭିଯୋଗରୁ ମୁକ୍ତି ପାଇବା ପାଇଁ…

୬୩୨ ଗଛକୁ କରାଯିବ ସ୍ଥାନାନ୍ତରଣ…

ନୂଆଦିଲ୍ଲୀ,୧୦।୧୦: ସରକାରୀ ଆବାସିକ କଲୋନୀର ନବୀକରଣ ପାଇଁ ଦିଲ୍ଲୀରେୀ ୬୩୨ ଗଛକୁ ସ୍ଥାନାନ୍ତର କରାଯିବ। ଦକ୍ଷିଣ ଦିଲ୍ଲୀର କସ୍ତୁରବା ନଗରରେ ଥିବା ସରକାରୀ ଆବାସିକ କଲୋନୀର କେତେକ ଅଂଶ ଭାଙ୍ଗିରୁଜି ଯାଇଥିବାରୁ ଏହାର ମରାମତି ହେବ। ସେଥିପାଇଁ ୩୨ଟି ଗଛକୁ କାଟିବାକୁ…

ସଲମାନ୍‌ ଗାଇଲେ‘ମାନିକେ ମାଗେ ହିତେ’

ମୁମ୍ବାଇ: ଇଣ୍ଟରନେଟ୍‌ ସେନ୍‌ସେସନ ପାଲଟିଛି ଗୀତ ‘ମାନିକେ ମାଗେ ହିତେ’। ବିଗ୍‌ ବସ୍‌ ୧୫’ର ପ୍ରଥମ ଓ୍ବିକେଣ୍ଡ୍‌ କା ବାର ଏପିସୋଡରେ ମାନିକେ ମାଗେ ହିତେ ’ଗାୟକ ୟୋହାନି ଦିଲେକା ଦେ ସିଲ୍‌ଭା ନବରାତ୍ରୀ ସ୍ପେଶାଲ୍‌ରେ ସ୍ବତନ୍ତ୍ର ଅତିଥି ହେବାକୁ ଯାଉଛନ୍ତି।…

ଇତିହାସ ରଚିଲେ ଆୟାରଲାଣ୍ଡ ବ୍ୟାଟ୍ସମ୍ୟାନ୍‌: କୋହଲିଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୧୦।୧୦: ଟି-୨୦ କ୍ରିକେଟରେ ଅଧିକାଂଶ ଚୌକା ମାରିବା ପ୍ରସଙ୍ଗରେ ଆୟାରଲାଣ୍ଡର ତାରକା ବ୍ୟାଟ୍ସମ୍ୟାନ ପଲ ଷ୍ଟିରଲିଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଅନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ସର୍ବାଧିକ ଚୌକା ମାରିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି ଷ୍ଟିରଲିଂ। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri