Home Left

ପୂର୍ବରୁ ଆବେଦନ କରିଥିବା ଆଶାୟୀଙ୍କୁ ଦେବାକୁ ପଡିବନି ଟଙ୍କା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ରାଜ୍ୟରେ ଯୁକ୍ତ୨ ନାମଲେଖା ଶେଷ ହୋଇଯାଇଛି। କିନ୍ତୁ ଏବେ ବି ଅନେକ ଉଚ୍ଚ ମାଧ୍ୟମିକ ସ୍କୁଲରେ ସିଟ୍‌ ଖାଲି ପଡ଼ିଛି। ବଳକା ସିଟ୍‌ ପୂରଣ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା କରିବା…

ବିନା ପରିବର୍ତ୍ତନରେ ଓହ୍ଲାଇଲେ ଦୁଇ ଦଳ

ଶାରଜା,୧୧।୧୦: ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ସୋମବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ପ୍ରଥମ ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପିଚ୍‌ ହାର୍ଡ ଦେଖାଦେଉଥିବାରୁ ପ୍ରଥମେ ବ୍ୟାଟିଂ କରିବା ସହଜ ହେବ।…

ମନ୍ଦିରରେ ଚାଲିଥିଲା ଭଜନ, ଡାକିନେଇ ବଳାତ୍କାର

ବନ୍ତ,୧୧।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସୁଆଁପଦା ଗ୍ରାମର ରମେଶ ମଣ୍ଡଳଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୋଗ ମୁତାବକ…

ପାନ ମସଲା ବିଜ୍ଞାପନ ଛାଡ଼ିଲେ ବିଗ୍‌ ବି

ନୂଆଦିଲ୍ଲୀ,୧୧।୧୦: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ସୋମବାର ଏକ ବ୍ଲଗ ପୋଷ୍ଟ ଜରିଆରେ ପାନ ମସଲାର ବ୍ରାଣ୍ଡ ସହ ଚୁକ୍ତିରୁ ଓହରିବା ନେଇ ଘୋଷଣା କରିଛନ୍ତି। ଏହାର କାରଣରେ ସେ ଦର୍ଶାଇଛନ୍ତି, ଉକ୍ତ ବ୍ରାଣ୍ଡ ସହ ଯୋଡ଼ି ହେଲା ବେଳେ ତାଙ୍କ…

ଅର୍ଥନୀତିରେ ନୋବେଲ

ନୂଆଦିଲ୍ଲୀ,୧୧।୧୦: ଅର୍ଥନୀତିରେ ୨୦୨୧ବର୍ଷ ନୋବେଲ ପୁରସ୍କାର ପାଇଁ ୩ଜଣଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଏହି ୩ଜଣ ଅର୍ଥନୀତିଜ୍ଞ ହେଲେ ଡେଭିଡ କାର୍ଡ, ଜୋଶୁଆ ଡି ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଡବ୍ଲ୍ୟୁ ଇମ୍ବେନ୍ସ। ପ୍ରାକୃତିକ ପରୀକ୍ଷଣ ଓ ଶ୍ରମ ଅର୍ଥନୀତି ପାଇଁ…

ଚର୍ଚ୍ଚାରେ ଜ୍ୟାକଲିନଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ଜ୍ୟାକଲିନ ଫର୍ନାଡିଜ । ବଲିଉଡର ବ୍ୟସ୍ତ ନାୟିକା । ବଲିଉଡରେ ସକ୍ରିୟ ଥିବା ଏହି ନାୟିକା ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ । ସେ ସବୁବେଳେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ଚାହାଁନ୍ତି । ସେଥିପାଇଁ…

‘ଶ୍ରେଷ୍ଠ ଫିନିଶର ଭାବେ ମନେ ରଖାଯିବ’

ଆବୁଧାବି,୧୧।୧୦: ”ମୋ ମତରେ ମହେନ୍ଦ୍ର ସିଂ ଧୋନୀ ଜଣେ କିମ୍ବଦନ୍ତୀ ଖେଳାଳି। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଡେଥ୍‌ ଓଭରରେ ଚେନ୍ନାଇ ରବୀନ୍ଦ୍ର ଜାଡେଜା ନା ମହେନ୍ଦ୍ର ସିଂ ଧୋନୀଙ୍କୁ ପଠାଇବ ବୋଲି ଆମେ ଡଗଆଉଟ୍‌ରେ ଆଲୋଚନା କରୁଥିଲୁ। ଧୋନୀ ବ୍ୟାଟିଂ…

ଅଧିନାୟକ କୋହଲିଙ୍କ ପାଇଁ ଅନ୍ତିମ ମ୍ୟାଚ୍‌!

ଶାରଜା,୧୧।୧୦: ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ସୋମବାର ସନ୍ଧ୍ୟାରେ ଖେଳାଯିବ ଚଳିତ ଆଇପିଏଲର ପ୍ରଥମ ଏଲିମିନେଟର। ଏହି ନକ୍‌ଆଉଟ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପରସ୍ପରକୁ ଭେଟିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ସୁନ୍ଦରଗଡ,୧୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ ଡିଏଫ୍‌ଓ ଅଫିସର କନିଷ୍ଠ କିରାଣୀ ଶ୍ରୀକାନ୍ତ ହୋତା ସୋମବାର ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବିରେଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ…

ରିଲିଜ ହେଲା ‘ହମ୍‌ ଦୋ ହମାରେ ଦୋ’ର ଟ୍ରେଲର

ମୁମ୍ବାଇ: ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ‘ହମ୍‌ ଦୋ ହମାରେ ଦୋ’ର ଟ୍ରେଲର ସୋମବାର ରିଲିଜ ହୋଇଛି। ଏହି ଫିଲ୍ମରେ କ୍ରିତି ସାନନ୍‌ ଓ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ପରେଶ ରାୱଲ, ରତ୍ନା…

ଡକାୟତି ଯୋଜନା ପଣ୍ଡ: ତିନି ଗିରଫ

ରାଉରକେଲା ଅଫିସ୍‌,୧୧।୧୦: ରାଉରକେଲା ସିଭିଲ ଟାଉନସିପରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଛି । ରଘୁନାଥପାଲୀ ପୋଲିସ ଏକ ୧୦ ଜଣିଆ ଡକାୟତି ଗ୍ୟାଙ୍ଗର ତିନି ଜଣକୁ ଗିରଫ କରିଛି । ସେମାନେ ହେଲେ ବଣ୍ଟି ଓରଫ ବଶିଷ୍ଟ ମହାନ୍ତି,…

ନବମ ଶ୍ରେଣୀ ଯାଏ ପାଠ ପଢିଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା ହାର୍ଦ୍ଦିକଙ୍କୁ କ୍ରିକେଟକୁ ଆସିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା। ପାଣ୍ଡ୍ୟା ମାତ୍ର ନବମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri