ଉତ୍ତରାଖଣ୍ଡରେ ଭାଜପାକୁ ଝଟ୍କା
ଡେରାଡୁନ,୧୧ ।୧୦: ପାଖେଇ ଆସୁଛି ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ । ଏହି ସମୟରେ ସେଠାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଏକ ଶକ୍ତ ଝଟ୍କା ଲାଗିଛି ବୋଲି କୁହାଯାଉଛି । ସୋମବାର ଉତ୍ତରାଖଣ୍ଡର ଭାଜପା ନେତା ୟଶପାଲ ଆର୍ଯ୍ୟ ଓ ତାଙ୍କ ବିଧାୟକ…
ନବରାତ୍ରୀ ଅବସରରେ ୨୫୦୦ରୁ ଅଧିକ ପ୍ରତିମା ପ୍ରଦର୍ଶିତ…
ଥିରୁଭାନନ୍ତପୁରମ୍,୧୧।୧୦: ନବରାତ୍ରୀ ଅବସରରେ କେରଳରେ ବମ୍ମାଇ କୋଲୁ ପାଇଁ ୨୫୦୦ରୁ ଅଧିକ କ୍ଷୁଦ୍ର ପ୍ରତିମା ପ୍ରଦର୍ଶିତ ହୋଇଛି। ଏଭଳି ପ୍ରତିମା ପ୍ରଦର୍ଶନକୁ କେରଳରେ ବୋମ୍ମାଇ-କୋଲୁ କୁହାଯାଇଥାଏ। ଥିରୁଭାନନ୍ତପୁରମ୍ଠାରେ ଥିବା ଗାନ୍ଧାରୀ ଆମ୍ମା କୋଭିଲ ମନ୍ଦିରରେ ବୋମ୍ମାଇ କୋଲୁ ପ୍ରଦର୍ଶନ ହୋଇଛି। ଏହା…
ଏକଦା ସ୍ତ୍ରୀଙ୍କ ଠାରୁ ୧୦୦ ଟଙ୍କା ଧାର ନେଇଥିଲେ ଏହି ଲୋକପ୍ରିୟ ଅଭିନେତା, ପୂରା ଘଟଣା ଜାଣିଲେ
ଏକ ସମୟ ଥିଲା ଯେତେବେଳେ ବଲିଉଡରେ ସୈଫ୍ ଅଲ୍ଲୀ ଖାନ ଏବଂ ଅମ୍ରିତା ସିଂଙ୍କ ଯୋଡ଼ି ଚର୍ଚ୍ଚାରେ ଥିଲା । ଉଭୟେ ୧୯୯୧ରେ ନିଜ ପରିବାର ବିରୋଧରେ ଯାଇ ବିବାହ ବିବାହ କରିଥିଲେ। ସୈଫ ଅମ୍ରିତାଠାରୁ ୧୨ ବର୍ଷ ସାନ। କେବଳ…
ସ୍ଥିତି ହରାଇଛି କୋଷ୍ଟକେନାଲ
ଭୋଗରାଇ, ୧୧ା୧୦: ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ପରିଚୟ ବହନ କରିଥିବା କୋଷ୍ଟ କେନାଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ହରାଇ ବସିଛି। ଦିନ ଥିଲା ଏହି କୋଷ୍ଟକେନାଲରୁ ଜଳସେଚନ କରାଯାଇ କୃଷିକ୍ଷେତ୍ରକୁ ଶସ୍ୟଶ୍ୟାମଳା କରାଯାଉଥିଲା। ଏହି କେନାଲ ଜଳକୁ କୃଷିକ୍ଷେତ୍ରରେ ଅଧିକ…
ଆକର୍ଷିତ କରିପାରୁନି ପୂଜା ଅଫର
ଅନୁଗୋଳ ଅଫିସ, ୧୧ା୧୦: କୋଭିଡ୍ ସମୟ ହୋଇ ନ ଥିଲେ ଅନୁଗୋଳ ବଜାରରେ ଜମିଥାନ୍ତା ଗହଳି। ଦୈନିକ ହୋଇଥାନ୍ତା ବହୁ ଲକ୍ଷ ଟଙ୍କାର ବ୍ୟବସାୟ। ଭଳି କି ଭଳି ପୋଷାକ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି କିଣି ନେଇଥାନ୍ତେ ଗ୍ରାହକ। ହେଲେ ଦୁଇବର୍ଷ ହେଲା…
ଜନ୍ମଦିନରେ ନିଜ ବୟସ ଭୁଲ୍ କହିଲେ ଅମିତାଭ, ସୁଧାରି ନେଲେ ଝିଅ
ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ଆଜି ୭୯ତମ ଜନ୍ମଦିନ ପାଳନ କରୁଛନ୍ତି। ବିଗ ବିଙ୍କ ପ୍ରଶଂସକଙ୍କ ସମେତ ଅନେକ ବଲିଉଡ ତାରକା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେବଳ ଏତିକି ନୁହେଁ, ଅମିତାଭ ମଧ୍ୟ ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକଙ୍କ…
ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଗୁରୁତର ମହିଳା ଆଖି ବୁଜିଲେ
ପାଟଣା,୧୧ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ହାଟ ତୋଟା ସାହିରେ ଶନିବାର ରାତିରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣେ ୫୫ ବର୍ଷୀୟା ମହିଳା ଶୈଳବାଳା ବେହେରା ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼…
ଆଜି ଦାରିଙ୍ଗବାଡ଼ି ବନ୍ଦ
ଦାରିଙ୍ଗବାଡ଼ି,୧୧ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି। ସୋମବାର ସକାଳ ୭ଟାରୁ ଦଳ ପକ୍ଷରୁ ବିଭିନ୍ନ ଛକରେ ଗାଡ଼ିମୋଟର ବନ୍ଦ କରିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।…
ହୃଦୟ ଜିତିଲେ ଧୋନୀ, କାନ୍ଦିଲେ ସ୍ତ୍ରୀ
ଦୁବାଇ,୧୧।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ ୨୦୨୧ର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନିଜର ପୁରୁଣା ଅନ୍ଦାଜକୁ ଫେରିଛନ୍ତି। ଏହି ମ୍ୟାଚ୍ରେ ନିଜକୁ ବିଶ୍ୱର ସବୁଠୁ ବଡ ମ୍ୟାଚ ବିଜେତା ବୋଲି…
ରୋଗଣା ମନ
ପ୍ରତିବର୍ଷ ଆମ ଭିତରୁ ପ୍ରତି ଚାରିଜଣରେ ଜଣେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିରୁ ବିଶେଷ ନିରାପଦ ରହିପାରୁନାହାନ୍ତି। ସେହି ଜଣକ ବି ହୋଇପାରନ୍ତି ଆମ ପରିବାରର ସଦସ୍ୟ, ଆମର ଅନ୍ତରଙ୍ଗ ବନ୍ଧୁ, ସହକର୍ମୀ କିମ୍ବା ହୋଇପାରନ୍ତି ଆପଣ ନିଜେ। ସମାଜରେ ପାରସ୍ପରିକ ସହଯୋଗର…
କାନ୍ଦୁଥିବା କୁନି ପ୍ରଶଂସକଙ୍କୁ ଏମିତି ଉପହାର ଦେଲେ ଧୋନୀ: ଦେଖନ୍ତୁ ଭିଡିଓ
ଦୁବାଇ,୧୧।୧୦: ଆଇପିଏଲ୍ ୨୦୨୧ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ ଜିତିବା ପରେ ଫିନିସର ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର…
ସାତଥର ଯିବ ଗଙ୍ଗା, ଥରେ ଚନ୍ଦ୍ରଭାଗା…
ପୂର୍ବ ସଂଖ୍ୟାରେ ଆମେ ଠାରିଦେଇଥିଲୁ ସଂପ୍ରୀତିର ବାର୍ତ୍ତା ଦେଉଥିଲା ଚନ୍ଦ୍ରଭାଗା। ସଂପ୍ରୀତି ମାନେ ହେଉଛି ଅନୁରାଗ ଆଉ ସ୍ନେହ। ସାମାଜିକ ଦୃଷ୍ଟିରୁ ‘ସଦ୍ଭାବନା’ ବନ୍ଧୁତ୍ୱପୂର୍ଣ୍ଣ ସ୍ବୀକୃତି, ହର୍ଷ ଏବଂ ଉଲ୍ଲାସ। ଏଇ ଛ’ଟି ଭାବ ମଣିଷକୁ ସକାରାତ୍ମକ ଦିଗକୁ ପ୍ରେରଣା ଦିଏ।…
Archives


