Home Left

ଲଖିମପୁର ଖେରି ଘଟଣାରୁ ନଜର ହଟାଇବା ପାଇଁ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାକୁ କରାଯାଉଛି ହାଇଲାଇଟ୍‌: ସିବଲ

ନୂଆଦିଲ୍ଲୀ,୧୫ ।୧୦: ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ସେ ଏକ ଟୁଇଟ୍ କରି କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି । ସବିଲ କହିଛନ୍ତି ଲଖିମପୁର ଖେରି ଘଟଣାରୁ ନଜର ହଟାଇବା ପାଇଁ…

ଅଟା ଗୋଦାମରେ ନିଆଁ ଲାଗିଲା

ଗଞ୍ଜାମ,୧୫।୧୦(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ଗ୍ରାମର ଶଙ୍କର ପଣ୍ଡାଙ୍କ ଅଟା ଗୋଦାମରେ ଶୁକ୍ରବାର ନିଆଁ ଲାଗି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l

ମାଓବାଦୀ ସଙ୍ଗଠନକୁ ଧକ୍କା, ଦୁର୍ଦ୍ଦାନ୍ତ ମାଓବାଦୀ ଆର୍‌.କେ. ମୃତ: ମୁଣ୍ଡ ପାଇଁ ଥିଲା ୧କୋଟି ପୁରସ୍କାର

ମାଲକାନଗିରି, ୧୫।୧୦(ଡି.ଏନ୍‌.ଏ.): ଦୁର୍ଦ୍ଦାନ୍ତ ମାଓବାଦୀ ଆର୍‌.କେ.ଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ସେ ଅନେକ ଦିନ ଧରି କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ ଥିଲେ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦକ୍ଷିଣ ବସ୍ତର ଜଙ୍ଗଲରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ମାଓବାଦୀ ସଙ୍ଗଠନ…

ଆଜି ନିର୍ଣ୍ଣାୟକ ମୁକାବିଲା: ଜାଣନ୍ତୁ କେବେ ଆଉ କେଉଁଠି ଦେଖିବେ ଚେନ୍ନାଇ-କୋଲକାତାର ମ୍ୟାଚ୍‌

ନୂଆଦିଲ୍ଲୀ,୧୫।୧୦: ଆଇପିଏଲ୍‌ ୨୦୨୧ଚ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ କୋଲକାତା ନାଇଟ୍‌ ରାଇଡର୍ସ। ଏପର୍ଯ୍ୟନ୍ତ ୧୨ ସିଜନ୍‌ ଖେଳାଯାଇଥିବା ବେଳେ ନବମ ଥର ପାଇଁ ଫାଇନାଲ ଖେଳୁଛି ଚେନ୍ନାଇ। ଉଭୟ ଟିମ୍‌ ମ୍ୟାଚ୍‌ ଜିତି ଆଉ ଥରେ ଚାମ୍ପିୟନ ହେବା…

କାନ୍ଦାହାର ମସଜିଦରେ ନମାଜ ସମୟରେ ବଡ ଧରଣର ବିସ୍ଫୋରଣ: ୧୬ ମୃତ, ୪୦ ଆହତ

କାନ୍ଦାହାର,୧୫ ।୧୦: ଆଫଗାନିସ୍ତାନର କାନ୍ଦହାର ସହରର ଏକ ସିୟା ମସଜିଦରେ ଶୁକ୍ରବାର ଦ୍ୱିପ୍ରହରରେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା…

ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୫।୧୦: ପ୍ରଥମ ଥର ପାଇଁ ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌। ଏମିତି ଟ୍ରେନକୁ ଜର୍ମାନୀର ହାମବର୍ଗରେ ତିଆରି କରାଯାଇଛି। ଦୁଇ ଜର୍ମାନୀ କମ୍ପାନୀ ଡଏଚ୍‌ ବାହାନ ଓ ହାଇଟେକ୍‌ ପାର୍ଟନର ସିମେନ୍ସ ଏହି ପ୍ରୋଜେକ୍ଟକୁ ମିଳିତ ଭାବରେ କରିଛନ୍ତି। ୭୦ମିଲିୟନର ଏହି…

ଭିଡିଓ କଲରେ ମା’ବାପାଙ୍କ ସହ କଥା ହେଲେ ଆର୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା କିଙ୍ଗଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ମାବାପାଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଛନ୍ତି। କୋଭିଡ୍‌ -୧୯ ଗାଇଡଲାଇନ୍‌ ଅନୁସାରେ ଜେଲରେ ଥିବା ସମସ୍ତ କଏଦୀ ସପ୍ତାହକୁ ଦୁଇଥର ତାଙ୍କ ପରିବାର ସହ କଥା ହୋଇପାରିବେ। ଏଣୁ ଜେଲ୍‌…

ହାଜର ହେଲେନି ଅଭିନେତ୍ରୀ

ମୁମ୍ବାଇ: ମନିଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଅଡ଼ୁଆ ବଢ଼ୁଛି। ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନ୍ନାଣ୍ଡିଜ ଓ ନୋରା ଫତେହୀଙ୍କୁ ହାଜର ହେବାକୁ ସମନ ଜାରି କରାଯାଇଥିଲା। ହେଲେ ଘଟଣାର ଅଧିକ ପଚରାଉଚୁରା ପାଇଁ ନୋଟିସ ଜାରି…

ସିନ୍ଧୁ ସୀମାରେ ହତ୍ୟା: ସଂଯୁକ୍ତ କୃଷକ ମୋର୍ଚ୍ଚା କହିଲା ଘଟଣା ସହ କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ,୧୫ ।୧୦: ହରିୟାଣା-ଦିଲ୍ଲୀ ସିନ୍ଧୁ ସୀମାରେ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତିଙ୍କ କଟା ଯାଇଥିବା ହାତର ମୃତଦେହ ମିଳିଥିଲା । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ତେବେ ଅର୍ଦ୍ଧ ନଗ୍ନ ମୃତଦେହ…

କେବଳ ଦଶହରାରେ ଖୋଲିଥାଏ ଏହି ମନ୍ଦିର, ପୂଜା ପାଆନ୍ତି ରାବଣ

କାନପୁର: ପ୍ରତିବର୍ଷ ଦଶହରାରେ ରାବଣ ଦହନର ପରମ୍ପରା ରହିଛି। କାରଣ ଦଶମୀ ତିଥିରେ ରାବଣଙ୍କୁ ବଧ କରାଯାଇଥିଲା। ଏଥିଯୋଗୁ ଏହି ଦିନକୁ ବିଜୟା ଦଶମୀ ଭାବେ ମଧ୍ୟ ପାଳନ କରାଯାଉଛି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ସ୍ଥାନରେ ରାବଣଙ୍କ ପୂଜା…

ପନ୍ତଙ୍କୁ କୋହଲି କହିଲେ ‘ଭାରତ ପାଖରେ ବହୁତ ବିକଳ୍ପ ଅଛି’; ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧୦: ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ପାକିସ୍ତାନ ବିପକ୍ଷରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୪ରେ ଖେଳିବ। ଏହା ପୂର୍ବରୁ ଅଧିନାୟକ ବିରାଟ କୋହଲି ଏବଂ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଏକ ଟିଜର…

ବରଗଡ଼ରେ ଚାଞ୍ଚଲ୍ୟ: ବିଚ ରାସ୍ତାରେ ହତ୍ୟା

ବରଗଡ଼ ଅଫିସ,୧୫।୧୦: ବରଗଡ଼ ସହର ବିଚ ରାସ୍ତା ଉପରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାଶର୍‌ବିକ ସ୍ଥିତିରୁ ଅନୁମାନ କରାଯାଉଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳି ପାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri