୨୦୨୦ରେ କହିଥିଲେ ‘ଆମେ ଫେରିବୁ’
ଦୁବାଇ,୧୬।୧୦: ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି। ଗତ ବର୍ଷ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ସିଏସ୍କେ ପ୍ଲେ-ଅପ୍କୁ ଯୋଗ୍ୟତା ହାସଲ କରିପାରି ନ ଥିଲା।…
ଗୋଟିଏ ଓଭରରେ ୧୧ ବଲ ପକାଇଲେ ଶାର୍ଦ୍ଦୁଳ
ଦୁବାଇ,୧୬।୧୦: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ୨୦ ରନ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ହରାଇ ଦେଇ ଚତୁର୍ଥ ଆଇପିଏଲ ଟ୍ରଫି ହାତେଇଛି। ଫାଇନାଲରେ ଏକଦା କୋଲକାତା ଆଗରେ ଚାଲିଥିବା ବେଳେ ଶାର୍ଦ୍ଦୁଳ ଠାକୁର ଡବଲ ଝଟ୍କା ଦେଇ ମ୍ୟାଚ୍ ବଦଳି…
ପାକିସ୍ତାନରେ ଖେଳାଯିବ ଏସିଆ କପ୍
ଦୁବାଇ,୧୫।୧୦: ୨୦୨୩ରେ ହେବାକୁ ଥିବା ଏସିଆ କପ୍କୁ ପାକିସ୍ତାନ ଆୟୋଜନ କରିବ। ଏହି ଇଭେଣ୍ଟ ଦିନିକିଆ ଭିତ୍ତିରେ ଖେଳାଯିବ। ଏହାର ପରବର୍ତ୍ତୀ ବର୍ଷ ଶ୍ରୀଲଙ୍କା ଟି୨୦ ଫର୍ମାଟରେ ଏସିଆ କପ୍ ଆୟୋଜନ କରିବ। ଏ ନେଇ ଦୁବାଇରେ ଅନୁଷ୍ଠିତ ଏସିଆନ୍ କ୍ରିକେଟ…
କେକେଆରକୁ ହୃଦଘାତ୍ ଦେଲା ଶାର୍ଦ୍ଦୁଳଙ୍କ ଓଭର
ଦୁବାଇ,୧୫।୧୦: ଚଳିତ ଆଇପିଏଲ ଫାଇନାଲ ମ୍ୟାଚ୍ରେ ୯୧୩ ରନ୍ର ବିଶାଳ ଟାର୍ଗେଟ ପିଛା କରୁଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ଗୋଟିଏ ଓଭରରେ ଡବଲ ଝଟକା ଦେଇଛନ୍ତି ଶାର୍ଦ୍ଦୁଳ ଠାକୁର। ଶୁବମାନ ଗିଲ ଓ ଭେଙ୍କଟେଶ ଆୟର(୫୦ ରନ୍, ୫ ଚୌକା…
ଶୋଇଥିଲେ କ୍ଷେତରେ, ରାତି ଅଧରେ ପହଞ୍ଚିଲା ମୃତ୍ୟୁ
ବନ୍ତଳା,୧୫।୧୦(ବ୍ୟୁରୋ): ରାତିରେ ଫସଲକୁ ଜଗିବା ପାଇଁ କ୍ଷେତରେ ମଞ୍ଚ ଉପରେ ଶୋଇଥିଲେ। ଅଧରାତିରେ ହଠାତ୍ ମୃତ୍ୟୁ ରୂପେ ପହଞ୍ଚିଥିଲା ହାତୀ। ହାତୀ ଦଳି ଦେବାରୁ କ୍ଷେତରେ ଫସଲ ଜଗିଥିବା ପ୍ରକାଶ ସାହୁ(୪୭)ଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ରେଞ୍ଜ କୋଟ ଥାନା ମାଣିକ…
ଫାଇନାଲରେ ୧୯୦ରୁ ଅଧିକ ରନ୍ର ଟାର୍ଗେଟ ବଡ଼ ନୁହେଁ
ଦୁବାଇ,୧୫।୧୦: ଟି୨୦ କ୍ରିକେଟରେ ୧୯୦ରୁ ଅଧିକ ରନ୍ର ବିଜୟ ଲକ୍ଷ୍ୟକୁ ଅପେକ୍ଷାକୃତ ସୁରକ୍ଷିତ ଭାବେ ବିଚାର କରାଯାଏ। କିନ୍ତୁ ଆଇପିଏଲ ଫାଇନାଲରେ ଦୁଇ ଦୁଇ ଥର ୧୯୦ରୁ ଅଧିକ ରନ୍ର ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ଦଳକୁ ପରାଜୟର ସମ୍ମୁଖୀନ…
ଆଇପିଏଲ୍ ଟ୍ରଫି ପାଇଁ କେକେଆରକୁ ଦରକାର ୧୯୩
ଦୁବାଇ,୧୫।୧୦: ଚଳିତ ଆଇପିଏଲରେ ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ୮ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଆଉ ବିଜୟ ଲକ୍ଷ୍ୟର ପିଛା କରିବାରେ ପ୍ରତିପକ୍ଷ କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ଇଆନ ମୋର୍ଗାନଙ୍କ ଦଳ ବିଜୟ…
ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବରିଷ୍ଠ କଂଗ୍ରେସ ନେତା
ନୂଆଦିଲ୍ଲୀ,୧୫।୧୦: ଗ୍ଲୋବାଲ ହଙ୍ଗର ଇନ୍ଡେକ୍ସ ର଼୍ୟାଙ୍କିଙ୍ଗ୍ରେ ଭାରତର ମାନ୍ୟତାରେ ଅବନତି ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଚ୍ଛଲ୍ୟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ। ୨୦୨୦ ବର୍ଷ ହଙ୍ଗର ଇନ୍ଡେକ୍ସରେ ଭାରତ ୯୪ ତମ ସ୍ଥାନରେ ଥିଲା। ଚଳିତ…
ଐତିହାସିକ ମ୍ୟାଚ୍ରେ ଧୋନୀଙ୍କ ଭାଗରେ ପଡ଼ିଲାନି ଟସ୍
ଦୁବାଇ,୧୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣର ଫାଇନାଲରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଅଧିନାୟକ ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ଇନିଂସରେ କାକର ପଡ଼ିବାର ସମ୍ଭାବନା ଥିବାରୁ…
ସନ୍ନି ଅମିଶାଙ୍କ ସହ ଖୁବଶୀଘ୍ର ରିଲିଜ୍ ହେବ ‘ଗଦର’ର ସିକ୍ୱିଏଲ
ମୁମ୍ବାଇ: ସନ୍ନି ଦେଓଲ ଓ ଅମିଶା ପଟେଲ ୨୦ ବର୍ଷ କରେ ପୁଣିଥରେ ଗଦର: ଏକ ପ୍ରେମ କଥାର ସିକ୍ୱିଏଲ ନେଇ ବଡ ପରଦାକୁ ଖୁବଶୀଘ୍ର ଫେରୁଛନ୍ତି । ୨୦୦୧ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ସବୁଠାରୁ ଅଧିକ ଆୟ କରିଥିବା…
ଏଭଳି ନାରୀ ଜୀବନସାଥୀଙ୍କ ପାଇଁ ହୋଇଥାନ୍ତି ବେଶ୍ ଭାଗ୍ୟବାନ; ବିବାହ ପରେ ଚମକିଥାଏ ଭାଗ୍ୟ
ବିବାହ ପୂର୍ବରୁ ବରବଧୂଙ୍କର ଜାତକ ମିଶାଯାଇଥାଏ। ଏହାଦ୍ୱାରା ଜଣେ ଅନ୍ୟଜଣଙ୍କ ପାଇଁ ଠିକ୍ କି ନାହିଁ ତାହା ଦେଖାଯାଏ। ତେବେ ବିବାହ ପରେ ହଠାତ୍ ଅନେକଙ୍କ ଭାଗ୍ୟ ବଦଳିବାର ନଜିର ରହିଛି। ଏହା ପଛରେ ଜୀବନସାଥୀଙ୍କ ଶୁଭ ଗ୍ରହ-ନକ୍ଷତ୍ର ଥିବା କୁହାଯାଏ।…
ଚଉକିରେ ହାତ ବନ୍ଧା ଅବସ୍ଥାରେ ନଜର ଆସିଲେ କୋହଲି; ବଖାଣିଲେ ବାୟୋ-ବବଲ୍ର ବାସ୍ତବତା
ନୂଆଦିଲ୍ଲୀ,୧୫।୧୦: ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ବାୟୋ ବବଲ୍ର ବାସ୍ତବତା ବିଷୟରେ କହିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ସେ। ଏଥିରେ ସେ ଏକ ମୁଭିଂ ଚେୟାରରେ ବସିଥିବା ଦେଖାଯାଇଛି। ତାଙ୍କର ହାତ ଦୁଇଟି ପଛକୁ…
Archives


