Home Left

ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତ ମାଣିକପାଟଣା ଗାଁରେ ରବିବାର ଏହି ଘଟଣା ଘଟିଛି। ଗତ କିଛି…

ଶୋଭାଯାତ୍ରାରେ ଫସିଲା ଆମ୍ବୁଲାନ୍ସ

ଯାଜପୁର ଅଫିସ,୭ା୩: ଗୋଟିଏ ପଟେ ଚାଲିଥିଲା ବିଜେଡିର ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରା। ଅନ୍ୟପଟେ ସୃଷ୍ଟି ହୋଇଥିଲା ବଡ଼ଧରଣର ଟ୍ରାଫିକ୍‌ ଜାମ୍‌। ଫଳରେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଫସିଯାଇଥିଲା। ଆମ୍ବୁଲାନ୍ସ ପାଇଁ ବାଟ କାଢ଼ିବା ସ୍ଥାନୀୟ ଲୋକଙ୍କ…

୬୪ କୋଟି ଟଙ୍କା ପ୍ରକଳ୍ପରେ ଦୁର୍ନୀତି

ଯାଜପୁର ଅଫିସ,୭ା୩: ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଯାଜପୁର ଜିଲା ବ୍ୟାସନଗରସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବର ବିକାଶ କାମ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ…

ଯୁଦ୍ଧକୁ ବିରୋଧ କରି ୪୩୦୦ ଅଟକ

ମସ୍କୋ,୭ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏବେ ରୁଷିଆ ପକ୍ଷରୁ ୟୁକ୍ରେନର ବିଭିନ୍ନ ସହରରେ ଅତ୍ୟଧିକ ମାତ୍ରାରେ ଆକ୍ରମଣ କରାଯାଉଛି । ହେଲେ ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ ବୋଲି କେତେଜଣ ରୁଷିଆବାସୀ କହିଛନ୍ତି ।…

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ ଜଣଙ୍କ ଜୀବନ ଗଲା

ସୋନପୁର,୭ା୩(ନି.ପ୍ର.): ସୋନପୁର ଜିଲା ରାମପୁର ଥାନା ବଡ଼କର୍ଲେ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋରେ ବରଯାତ୍ରୀ ଦଳ ଯାଉଥିବା ବେଳେ ଗଛରେ ପିଟି ହୋଇଯାଇଥିଲା। ଫଳରେ ୨ ଜଣଙ୍କ ଜୀବନ ଯାଇଛି।…

ଗୁଳି ଗୋଳା ଗର୍ଜନ ଭିତରରେ ବି ୟୁକ୍ରେନ ଛାଡି ପାରୁ ନାହାନ୍ତି ଜଣେ ଭାରତୀୟ

କ୍ୱିଭ,୭ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ବିତିଗଲାଣି । ଯୁଦ୍ଧ ଭୂମି ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ କେନ୍ଦ୍ର ସରକାର ଅପରେଶନ ଗଙ୍ଗା ମାଧ୍ୟମରେ ଉଦ୍ଧାର କରି ଚାଲିଛନ୍ତି । ରବିବାର ୧୧ ବିମାନରେ ୟୁକ୍ରେନର…

ମାର୍ଚ୍ଚ ଶେଷ ସପ୍ତାହରେ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର,୭।୩(ବ୍ୟୁରୋ): ଆସନ୍ତା ୨୭ କିମ୍ବା ୨୮ ତାରିଖରେ ବିଧାନସଭାର ବଜେଟ ଅଧିବେଶନ ବସିପାରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିବେଶନ ମାର୍ଚ୍ଚ ୩୧ ତାରିଖ ଯାଏ ଚାଲିବ। ସ୍ବଳ୍ପ ସମୟ ପାଇଁ ବସିବାକୁ ଥିବା ଏହି ଅଧିବେଶନରେ ଭୋଟ…

ଆଇୟୁଏମ୍‌ଏଲ୍‌ ମୁଖ୍ୟ ପାନକ୍କଡ଼ ଥଙ୍ଗଲଙ୍କ ପରଲୋକ

କୋଚି,୭।୩: ଇଣ୍ଡିଆନ ୟୁନିଅନ୍‌ ମୁସ୍‌ଲିମ ଲିଗ୍‌ (ଆଇୟୁଏମ୍‌ଏଲ୍‌) ସଭାପତି ପାନକ୍କଡ଼ ସୟେଦ ହାଇଦରାଲି ଶିହାବ ଥଙ୍ଗଲଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି। ବହୁ ରୋଗରେ ପୀଡ଼ିତ ଥିବା ପାନକ୍କଡ଼ କ୍ୟାନ୍‌ସର ସହ ଲଢ଼େଇ କରୁଥିଲେ। ରବିବାର ମଧ୍ୟାହ୍ନରେ କୋଚିସ୍ଥିତ ଏକ…

ଗାଈ ପାଟିରେ ଫୁଟିଲା ବୋମା

ଖୁଣ୍ଟୁଣୀ, ୭ା୩(ଡି.ଏନ୍‌.ଏ.): ବାର୍‌ହା ଶିକାର ଉଦ୍ଦେଶ୍ୟରେ ବୋମା(ବାର୍‌ହା ଗୁଳା) ଖଞ୍ଜାଯାଇଥିଲା। ହେଲେ ଉକ୍ତ ବୋମାକୁ ଗାଈ ଚୋବାଇ ଦେବାରୁ ତାହା ଫୁଟିଗଲା। ଏଥିରେ ଗାଈର ଥୋମଣି ଓ ତଳ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରବିବାର ଏଭଳି ଏକ ଅଭାବନୀୟ ଘଟଣା…

ପିଲାଙ୍କ ମନୋବଳ ବଢ଼ାଇବାକୁ ପଡ଼ିବ: ଶ୍ରୀରାମ ପଣ୍ଡା

କୋଭିଡ୍‌ ଯୋଗୁ ଅଫ୍‌ଲାଇନ୍‌ ଶିକ୍ଷା ବନ୍ଦ ହେବାରୁ ଅନ୍‌ଲାଇନ୍‌ ଶିକ୍ଷା ପିଲାଙ୍କୁ ଅଳସୁଆ କରିଦେଇଛି । ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷାନୁଷ୍ଠାନର ପରିବେଶ, ଶିକ୍ଷକ, ସାଙ୍ଗସାଥୀମାନଙ୍କଠାରୁ ଦୂରେଇ ରହିଥିବା ପିଲାମାନଙ୍କୁ ପୁଣିଥରେ ନିଜ ଶିକ୍ଷାନୁଷ୍ଠାନ ସହିତ ଭଲ…

ମୋଦିଙ୍କ ସଭାରେ ରାଜ୍ୟପାଳଙ୍କୁ ସମାଲୋଚନା କଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ

ପୁଣେ,୭।୩: ମହାରାଷ୍ଟ୍ରର ପୁଣେଠାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସଭାରେ ଉପସ୍ଥିତ ଥିବା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ସମାଲୋଚନା କରିଛନ୍ତି। ଉଚ୍ଚ ପଦ ପଦବୀରେ ଥିବା କେତେଜଣ ଲୋକ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି, ଯାହା…

‘ମ୍ୟାଜିକ୍‌ ପ୍ୟାନ୍‌’ରେ କଶ୍ମୀର ଖାଦ୍ୟ

ଭୁବନେଶ୍ୱର,୭।୩(ବ୍ୟୁରୋ): ରାଜଧାନୀରେ ବର୍ଷତମାମ ବିଭିନ୍ନ ସମୟରେ ମେଳା ପଡ଼ିଥାଏ। ଏସବୁ ମେଳାରେ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିଥାଏ। ରାଜ୍ୟ ତଥା ରାଜ୍ୟ ବାହାର ଖାଦ୍ୟର ପସରା ଗ୍ରାହକଙ୍କୁ ସବୁବେଳେ ଭିନ୍ନ ସ୍ବାଦ ଦେଇଥାଏ। ସେହିଭଳି ବଡ଼ ବଡ଼ ହୋଟେଲ ମଧ୍ୟ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?