Home Left

୩ ଓଡ଼ିଆଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର, ୨୫।୧୦(ବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଶାର ତିନିଜଣଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ‘ଶଳା ବୁଢ଼ାର ବଦ୍‌ଲା’ ଫିଲ୍ମ ପାଇଁ ସବ୍ୟସାଚୀ ମହପାତ୍ର ଏବଂ ‘କାଲିର ଅତୀତ’ ପାଇଁ ନୀଳମାଧବ ପଣ୍ଡାଙ୍କୁ ଦ୍ୱୈତ…

ଜମ୍ମୁ-କଶ୍ମୀର ପାଇଁ ପ୍ରୋଟୋକଲ୍‌ ଭାଙ୍ଗିବେ ଶାହା

ଶ୍ରୀନଗର, ୨୫।୧୦: ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପୁଲ୍‌ଓ୍ବାମା ଜିଲାର ଶହୀଦ ସ୍ମାରକଠାରେ ସିଆର୍‌ପିଏଫ୍‌ ଯବାନମାନଙ୍କ ସହ ରାତି କଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୋମବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ…

ହୀରାକୁଦରେ ଇକୋ-ରିଟ୍ରିଟ୍‌

ସମ୍ବଲପୁର,୨୫ା୧୦(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାର ତଟ ବଲବସପୁର ଗ୍ରାମ ନିକଟରେ ଆସନ୍ତା ନଭେମ୍ବର ୧୫ରୁ ଇକୋ-ରିଟ୍ରିଟ ଆରମ୍ଭ ହେବ। ଏ ନେଇ ଜିଲାପାଳ ଶୁଭମ୍‌ ସକ୍‌ସେନା ସୂଚନା ଦେଇଛନ୍ତି। ଗତବର୍ଷ ଭଳି ୱାଟର ସ୍ପୋଟର୍‌ସ, ଜଳ କ୍ରୀଡ଼ା, ପର୍ଯ୍ୟଟନ ସ୍ଥଳରେ ଭ୍ରମଣ,…

ଚାକିରି ଦେବା ନାଁରେ ଲୁଟୁଥିଲେ ୩ଭଉଣୀ,ଭାଇ

ଝାରସୁଗୁଡ଼ା ଅଫିସ,୨୫ା୧୦: ସହଜ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର ପାଇଁ ୩ ଭଉଣୀଭାଇ ରଚିଥିଲେ ଯୋଜନା। ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ ନିକଟରୁ ୧୪ଲକ୍ଷ ଟଙ୍କା ଠକିନେଇଥିଲେ। ଯୁବକଙ୍କ ଅଭିଯୋଗ ପରେ ଝାରସୁଗୁଡ଼ା ପୋଲିସ ତଦନ୍ତ କରି…

ଶାରଜାରେ ଛକା ବର୍ଷା କଲା ଆଫଗାନିସ୍ତାନ

ଶାରଜା,୨୫।୧୦: ଶାରଜାର ଧିମା ପିଚ୍‌ରେ ସବୁଠୁ ବଡ଼ ସ୍କୋର ଛିଡ଼ା କରିଛି ଆଫଗାନିସ୍ତାନ। ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ମହମ୍ମଦ ନବିଙ୍କ ନେତୃତ୍ୱାଧୀନ ଦଳ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୧୯୦ ରନ୍‌ କରିଛି। ଏହା…

ଦରମା ନ ଦେବାରୁ ଚଢ଼ିଗଲେ ଟାଙ୍କି ଉପରେ

କଟକ ସଦର,୨୫।୧୦(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଧୀନ ଅରିଲୋ ଗ୍ରାମର ଏକ ପାଣି ଟାଙ୍କି ଉପରେ ସୋମବାର ଜଣେ ଯୁବକ ହଠାତ ଚଢ଼ିଯାଇଥିଲେ। ୫ ବର୍ଷର ବକେୟା ଦରମା ନ ଦେଲେ ଅଭାବନୀୟ କାଣ୍ଡ ଘଟାଇବେ ବୋଲି ଚିତ୍କାର କରିଥିଲେ। ପାଟିଶୁଣିବା…

ପ୍ରେମିକାଙ୍କୁ ପ୍ରତାରଣା, ଜେଲ ଗଲେ ପ୍ରେମିକ

କୁତ୍ରା୨୫।୧୦(ଡି.ଏନ.ଏ): ପ୍ରେମିକାଙ୍କୁ ପ୍ରତାରଣା କରିଥିବା ସୁନ୍ଦରଗଡ଼ ଜିଲା କୁତ୍ରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଝରେନ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ, ଜଣେ ଯୁବତୀଙ୍କ ସହ ଯୁବକଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ସେ…

ଇଡିକୁ ମୋର ଭୟ ନାହିଁ: ଭାଜପା ଏମ୍‌ପି

ମୁମ୍ବାଇ,୨୫।୧୦: ମୁଁ ଭାଜପା ଏମ୍‌ପି ହୋଇଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଦାପି ମୋ ଉପରେ ଚଢ଼ାଉ କରିବ ନାହିଁ। ମହାରାଷ୍ଟ୍ରର ଭାଜପା ଏମ୍‌ପି ସଞ୍ଜୟ ପାଟିଲ ରବିବାର ଏଭଳି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେବଳ ବିରୋଧୀ ଦଳର ନେତାଙ୍କୁ…

ଧରାପଡ଼ିଲେ ଗ୍ୟାଙ୍ଗଷ୍ଟାର ଗର୍ଲଫ୍ରେଣ୍ଡ

କଟକ ଅଫିସ୍‌,୨୫।୧୦: ବିଲ୍ଡରଙ୍କୁ ଦାଦା ବଟି ମାଗିବା ଓ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ସକିଲଙ୍କ ଗାର୍ଲଫ୍ରେଣ୍ଡ ମାନସୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। କଟକରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ସହ ଦୁଇ ସହଯୋଗୀକୁ ମଧ୍ୟ ଲାଲବାଗ ଥାନା…

ସରିଲା ରିମାଣ୍ଡ, କ’ଣ ପ୍ରମାଣ ମିଳିଲା ସୂଚନା ଦେଉନି ପୋଲିସ

ବଲାଙ୍ଗୀର ଅଫିସ,୨୫ା୧୦: ୫ ଦିନିଆ ରିମାଣ୍ଡରେ ଅଣାଯାଇଥିବା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟ ଜଜ୍‌ଙ୍କ ଆବାସରେ ସୋମବାର ସକାଳ ପ୍ରାୟ ୮ଟାରେ ହାଜର କରିଥିଲା। ସେଠାରୁ ତାଙ୍କୁ କଣ୍ଟାବାଞ୍ଜି ଜେଲକୁ…

ମନେ ପଡ଼ନ୍ତି ସୁଶାନ୍ତ: ଆଜି ବି ତାଙ୍କ ନାମରେ…

ମୁମ୍ବାଇ: ଆଜି ବି ମନେ ପଡ଼ନ୍ତି ସୁଶାନ୍ତ ସିଂ ରାଜପୁତ। ତାଙ୍କ ଅଭିନୟକୁ ଦର୍ଶକ ଏବେ ବି ଭୁଲି ପାରିନାହାନ୍ତି। ସୋମବାର ତାଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’କୁ ୬୭ତମ ଜାତୀୟ ପୁରସ୍କାର ମିଳିିଛି। ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ଏହା ମନୋନୀତ…

‘ମୌକା ମୌକା’ ବିଜ୍ଞାପନରେ ପୂର୍ଣ୍ଣଛେଦ

ଦୁବାଇ,୨୫।୧୦: ୧୦ ଉଇକେଟରେ ବିଜୟ ସହ ବିଶ୍ୱକପ୍‌ ଇତିହାସରେ ଭାରତର ଅପରାଜେୟ ଧାରାରେ ପୂର୍ଣ୍ଣଚ୍ଛେଦ ପକାଇଛି ପାକିସ୍ତାନ। ମ୍ୟାଚ୍‌ର ଏଭଳି ଫଳାଫଳ ସହ ‘ମୌକା ମୌକା’ ବିଜ୍ଞାପନ ଉପରେ ଅନେକ ମିମ୍ସ ଭାଇରାଲ ହେଉଛି। ‘ମୌକା ମୌକା’ ବିଜ୍ଞାପନ ମୁଖ୍ୟତଃ ବିଶ୍ୱକପ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri