Home Left

ପିଲାଙ୍କ ଟିକା ଫାଇଜରକୁ ଅନୁମତି ଲାଗି ସୁପାରିସ୍‌

ଓ୍ବାଶିଂଟନ୍‌,୨୭ା୧୦: ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଡିଏ)ର ପରାମର୍ଶଦାତା କମିଟି ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଫାଇଜର କୋଭିଡ୍‌ ଟିକାକୁ ଅନୁମତି ପ୍ରଦାନ ନିମନ୍ତେ ସୁପାରିସ୍‌ କରିଛି। କିଛି ଦିନ ମଧ୍ୟରେ ଏଫ୍‌ଡିଏ ଏହି ସୁପାରିସ୍‌ ଉପରେ ମୋହର ଲଗାଇପାରେ…

ଜେନେକ୍ସ ଡାଇଗ୍ନୋଷ୍ଟିକକୁ ବିଏମ୍‌ସି ପଠାଇଲା ନୋଟିସ

ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଜେନେକ୍ସ ଡାଇଗ୍ନୋଷ୍ଟିକରେ ନକଲି କୋଭିଡ୍‌ ରିପୋର୍ଟ ଦିଆଯାଉଛି। ସମାନ ସାମ୍ପଲ ଆଇଡି ଏବଂ ଏସ୍‌ଆର୍‌ଏଫ୍‌ ଆଇଡିରେ ଏକାଧିକ ଲୋକଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏଭଳି ଅଭିଯୋଗ ନେଇ ଖବର ପ୍ରକାଶ ପାଇବା ପରେ ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକୁ ଭୁବନେଶ୍ୱର…

କୂଳରେ କୁଢ଼ କୁଢ଼ ସାମୁଦ୍ରିକ ଜୀବଙ୍କ ମୃତଦେହ

ଲଣ୍ଡନ,୨୭।୧୦: ହଜାର ହଜାର ସଂଖ୍ୟା ସାମୁଦ୍ରିକ ଜୀବଙ୍କ ମୃତଦେହ ମିଳିଛି ୟୁକେର ଉତ୍ତର ପୂର୍ବ କୂଳରେ। ମାର୍ସକେ ଓ ସଲ୍ଟବର୍ନ କୂଳରେ କଙ୍ଗଡ଼ା, ବିଭିନ୍ନ ପ୍ରଜାତିର କୋଟାସିଆନ, ଲବଷ୍ଟରଙ୍କ ମୃତଦେହ ପଡ଼ିଛି। ଏତେ ସଂଖ୍ୟାରେ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ପଛର କାରଣ…

ଜେଲକୁ ଫେରିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲଖିମପୁର ଖେରି, ୨୭ା୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ  ହସ୍ପିଟାଲରୁ ଜେଲକୁ ଫେରିଛନ୍ତି। ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଶିଷଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର…

ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଜାରି ରଖିବେ ଓ୍ବାଙ୍ଖଡେ

ନୂଆଦିଲ୍ଲୀ,୨୭।୧୦: ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଜୋନାଲ ଅଫିସର ସମୀର ଓ୍ବାଙ୍ଖଡେଙ୍କୁ ଲାଞ୍ଚ କାରବାର ମାମଲାରେ ବୁଧବାର ପଚରାଉଚରା କରାଯାଇଛି। ଏହାସତ୍ତ୍ୱେ ଓ୍ବାଙ୍ଖଡେ ମୁମ୍ବାଇର କ୍ରୁଜ ଡ୍ରଗ୍ସ ମାମଲାରେ ତଦନ୍ତ ଜାରି ରଖିବେ, ଯେଉଁ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି…

ଭୁବନେଶ୍ୱର ବିମାନବନ୍ଦରରେ ଥରିଲା ବିମାନ

ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏହି ଦାବି କରିଛନ୍ତି। ଭିସ୍ତାରା ୟୁକେ୭୮୫ ବିମାନଟି ବୁଧବାର ସକାଳ ୭ରେ ଦିଲ୍ଲୀରୁ ବହାରି ଭୁବନେଶ୍ୱରରେ ପ୍ରାୟ…

ଦିନେ ଶାହରୁଖଙ୍କୁ ଅଟକାଇଥିଲେ

ମୁମ୍ବାଇ,୨୭।୧୦: ଡ୍ରାଗ୍ସ ମାମଲାରେ ଛନ୍ଦି ହୋଇଥିବା ଆର୍ଯ୍ୟନ ଖାନଙ୍କୁ ବୁଧବାର ମଧ୍ୟ ଜାମିନ ମିଳିନାହିଁ। ତାଙ୍କ ନିକଟରୁ କୌଣସି ଡ୍ରାଗ୍ସ ମିଳି ନ ଥିଲା। ଏହାସତ୍ତ୍ୱେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କୋର୍ଟରେ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରୁଛି। କୌତୁହଳର କଥା…

ଅଜ୍ଞାତ ସ୍ଥାନରେ ଚାଲିଛି ମାଓବାଦୀ କମାଣ୍ଡର ହିଡ଼ମାଙ୍କ ଚିକିତ୍ସା

ମାଲକାନଗିରି,୨୭ା୧୦(ଡି.ଏନ୍‌.ଏ.): ହାର୍ଡକୋର ମାଓବାଦୀ କମାଣ୍ଡର ହିଡ଼ମା ଅସୁସ୍ଥ ହୋଇପଡ଼ିଛନ୍ତି। ଏକ ଅଜ୍ଞାତ ସ୍ଥାନରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାଓବାଦୀ କମାଣ୍ଡର ହିଡ଼ମା ଅସୁସ୍ଥ ହୋଇପଡ଼ି ଆନ୍ଧ୍ର ପ୍ରଦେଶ କିମ୍ବା ତେଲଙ୍ଗାନାର…

ଘରେ ପହଞ୍ଚିବ ମାଇଗ୍ରେଶନ ସାର୍ଟିଫିକେଟ

ସମ୍ବଲପୁର,୨୭ା୧୦(ବ୍ୟୁରୋ): ମାଇଗ୍ରେଶନ ସାର୍ଟିଫିକେଟ ପାଇଁ ଛାତ୍ରୀଛାତ୍ରଙ୍କୁ ଆଉ ବିଶ୍ୱବିଦ୍ୟାଳୟ ଆସି ଧାଡ଼ିରେ ଛିଡା ହୋଇ ଆବେଦନ କରିବାକୁ ପଡ଼ିବ ନାହିଁ। ଅନ୍‌ଲାଇନରେ ଆବେଦନ କରିବା ପରେ ସେମାନଙ୍କ ଘରେ କିମ୍ବା ଦିଆଯାଇଥିବା ଠିକଣାରେ ସାର୍ଟିଫିକେଟ ପହଞ୍ଚିିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ପରିସରରେ…

ପ୍ରଧାନମନ୍ତ୍ରୀ ଦେଶଠାରୁ ଊର୍ଦ୍ଧ୍ୱରେ ନୁହନ୍ତି

ନୂଆଦିଲ୍ଲୀ,୨୭।୧୦: “କିଏ ପେଗାସସ୍‌କୁ ଆଣିଛି ? ଏହାଦ୍ୱାରା କେଉଁ ମାନଙ୍କୁ ଟାର୍ଗେଟ କରାଯାଇଛି ? ଅନ୍ୟ କୌଣସି ଦେଶ ପାଖରେ ଆମ ଲୋକଙ୍କ ତଥ୍ୟ ଅଛି କି ? ତାଙ୍କ ପାଖରେ କେଉଁ ସବୁ ତଥ୍ୟ ଅଛି ? ଏସବୁ ଗୁରୁତ୍ୱପୂର୍ଣ୍ଣ…

ମାସ୍କ ଚେକିଂ ବେଳେ ୧.୩୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ ଅଫିସ, ୨୭।୧୦: ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବୁଧବାର ମାସ୍କ ଚେକିଂ ସମୟରେ ରାନ୍ଦିଆ ନିକଟରୁ ୧ କିଲୋ ୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ…

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ ଅଫିସ,୨୭ା୧୦: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରି  ବୁଧବାର କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri