Home Left

ବାୟୋପିକ୍‌ ନିଶାରେ ତାପସୀ

ତେଲୁଗୁ ହେଉ କି ତାମିଲ ଫିଲ୍ମରେ ତାପସୀ ପାନୁ ଜଣେ ପରିଚିତା ଅଭିନେତ୍ରୀ। ୟା ଭିତରେ ସେ ଅନେକ ମନ ପସନ୍ଦର ସିନେମାରେ ଅଭିନୟ କରିସାରିଲେଣି। ଏବେ ତାଙ୍କୁ ନେଇ ଟଲିଉଡ୍‌ରେ ଚର୍ଚ୍ଚା। କାରଣ କ’ଣ ଜାଣନ୍ତି ? ସେ ଏବେ…

ଟି-୨୦ ମ୍ୟାଚ୍‌ରେ କେବେ ହାରିନାହାନ୍ତି ଏହି ଦୁଇ ଦଳ

ଦୁବାଇ,୨୮।୧୦: କ୍ରିକେଟ ପ୍ରେମୀମାନେ ଆଜିକାଲି ଟି -୨୦ ବିଶ୍ୱକପ ୨୦୨୧ ଉପଭୋଗ କରୁଛନ୍ତି। ୟୁଏଇ ଏବଂ ଓମାନରେ ଖେଳାଯାଉଥିବା ଟି -୨୦ ବିଶ୍ୱକପରେ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଏଥିମଧ୍ୟରୁ ୪ ଟି ଦଳ ପରାଜୟ ପରେ ଟୁର୍ନାମେଣ୍ଟରୁ ବାଦ୍‌…

ରାସ୍ତା ଶୋଚନୀୟ, ମରାମତି ଦାବି

ଧର୍ମଶାଳା, ୨୮।୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ  ଚୋରମୁହାଁ ପଞ୍ଚାୟତକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତାବସ୍ଥା ଶୋଚନୀୟ ହୋଇପଡିଛି। ସେହି ରାସ୍ତାକୁ ମରାମତି କରାଯାଉ ନ ଥିବା ଯୋଗୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  ଚୋରମୁହାଁ ଗ୍ରାମର ହଳଦିଆପଦା ସାହିରୁ…

ମାର୍କଣ୍ଡପୁର ପ୍ୟାକ୍ସରେ ଋଣ ଜାଲିଆତି

ଯାଜପୁର ଅଫିସ,୨୮।୧୦: ଯାଜପୁର ଜିଲାର ବହୁ ଚର୍ଚ୍ଚିତ ମାର୍କଣ୍ଡପୁର ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ)ରେ ପୁଣି ଏକ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ହୋଇଛି। ଏହି ପ୍ୟାକ୍ସର ସମ୍ପାଦକ ଚାଷୀଙ୍କ ଋଣ ପାସ୍‌ବୁକ୍‌ଗୁଡ଼ିକୁ ବେଆଇନ ଭାବେ ନିଜ ପାଖରେ ରଖି ଦେଣନେଣରେ ଜାଲିଆତି…

ହାତୀ ଆତଙ୍କ, ବ୍ୟାପକ ଫସଲ ନଷ୍ଟ

ଡେରାବିଶ, ୨୮।୧୦(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ବୁଧବାର ଏକ ବଣୁଆ ହାତୀ ଆତଙ୍କ ସୃଷ୍ଟି କରିଥିଲା। ସକାଳେ ହାତୀଟି ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମ ଦେଇ ହରିଦାସପୁର-ପାରାଦ୍ୱୀପ ରେଳପଥ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଏକ ମାଲ୍‌ ବୋଝେଇ…

ମାତୃ, ଶିଶୁମଙ୍ଗଳ ହସ୍ପିଟାଲ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ, ୨୮।୧୦: କେନ୍ଦ୍ରାପଡ଼ା ଜିଲାରେ ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ଥିବା ୨୨୪ ଡାକ୍ତରଙ୍କ ମଧ୍ୟରୁ ୧୩୪ ପଦବୀ ଫାଙ୍କା ଅଛି। ଏଥିସହ ଭିତ୍ତିଭୂମି ସୁଦୃଢ଼ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ୨୦୧୮ ଡିସେମ୍ବରରୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ୫ କି.ମି.…

ଅଗ୍ନି-୫ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୮।୧୦: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତର ବ୍ରହ୍ମାସ୍ତ୍ର କୁହାଯାଉଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ବୁଧବାର ରାତି ପ୍ରାୟ ୭ଟା ୫୦ ମିନିଟ୍‌ରେ ଡିଆରଡିଓ ପକ୍ଷରୁ ଅବଦୁଲ କଲାମ ଦ୍ୱୀପରୁ ଉତ୍‌କ୍ଷେପଣ…

ଆଲୁମିନିୟମ ଶିଳ୍ପରେ କୋଇଲା ସଙ୍କଟ

ଭୁବନେଶ୍ୱର, ୨୮।୧୦: ପ୍ରାଥମିକ ଆଲୁମିନିୟମ ଶିଳ୍ପ ବର୍ତ୍ତମାନ କୋଇଲା ସଙ୍କଟ ଦେଇ ଗତି କରୁଛି। ଏହି ସମସ୍ୟା ଯଦି ଦୂର କରା ନ ଯାଏ ତେବେ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାର ଅଂଶ ଥିବା ୫ ହଜାରରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ…

କୋଟିଆର ବିଭିନ୍ନ ଗ୍ରାମଛକରେ ଫଳକ ଲଗାଇଲା ପ୍ରଶାସନ

ପଟ୍ଟାଙ୍ଗୀ, ୨୮।୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଛି। ବିଭିନ୍ନ ସମୟରେ ଉଭୟ ରାଜ୍ୟର ଜିଲା ପ୍ରଶାସନ କୋଟିଆରେ ନିଜ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।…

ମାଛ ଧରିବାକୁ ଯାଇ ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ, ୨୮।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୃଷ୍ଣପ୍ରସାଦସ୍ଥିତ ଚିଲିକାକୁ ଏକ ମତ୍ସ୍ୟଜୀବୀ ପରିବାର ଡଙ୍ଗା ଯୋଗେ ମାଛ ଧରିବାକୁ ଯାଇଥିବାବେଳେ ଦଳରେ ଡଙ୍ଗା ଫସିଯିବାରୁ ଜଳବନ୍ଦୀରେ ଅଟକ ରହିଥିଲେ। ପ୍ରାୟ ୩ଦିନ ପରେ ବୁଧବାର ସ୍ଥାନୀୟ ମତ୍ସ୍ୟଜୀବୀ ସେ ସ୍ଥାନକୁ…

ଟିକସ ନ କମାଇ ବୃଥା ଚେଷ୍ଟା

ଭୁବନେଶ୍ୱର, ୨୮।୧୦: ୨୦୨୧ କଥା ଦେଖିଲେ ଜାନୁୟାରୀ ପହିଲାରୁ ଅଦ୍ୟାବଧି ପେଟ୍ରୋଲ ୨୩.୯୭ ଟଙ୍କାରୁ ଊର୍ଦ୍ଧ୍ୱ ଏବଂ ଡିଜେଲ ୨୨.୫୫ ଟଙ୍କା ବଢ଼ିଛି। ଜାନୁୟାରୀ ପହିଲାରେ ନୂଆଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୮୩.୯୭ ଟଙ୍କା ଏବଂ ୭୪.୧୨…

ଦୁର୍ଘଟଣାରୁ ବର୍ତ୍ତିଲା ଭିସ୍ତାରା ବିମାନ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଏ ସମ୍ପର୍କରେ ଟୁଇଟ କରି ଜଣାଇଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri