Home Left

ଅମିତାଭଙ୍କ ଘର ‘ଜଲସା’ରେ ବାଦୁଡିଙ୍କ ତାଣ୍ଡବ; ପରିବାରଲୋକେ ଭୟଭୀତ

ବମ୍ବେ: ବଲିଉଡ୍‌ର ମହାନାୟକ ଅମିତାଭଙ୍କ ଘରେ ବାଦୁଡିମାନଙ୍କ ତାଣ୍ଡବ। ଗୋଟିଏ କି ଦୁଇଟି ନୁହେଁ ବରଂ ଶହ ଶହ ସଂଖ୍ୟାରେ ବାଦୁଡ଼ିମାନଙ୍କୁ ଦେଖି ଅମିତାଭଙ୍କ ପରିବାର ମଧ୍ୟ ଚିନ୍ତିତ। ପରିବାରରେ ଭୟର ବାତାବରଣ ଖେଳିଯାଇଥିବା ନେଇ ବିଗ୍‌ ବି ପ୍ରଶଂସକଙ୍କୁ କହିଛନ୍ତି।…

ପୁଅକୁ ନେଇ ଗର୍ବ କଲେ ମାଧବନ

ବଲିଉଡ ଅଭିନେତା ଆର ମାଧବନ ନିଜର ସରଳତା ପାଇଁ ସର୍ବଦା ଜଣାଶୁଣା। ବଲିଉଡର ପାର୍ଟିଠାରୁ ଦୂରରେ ସେ ନିଜ ପରିବାରକୁ ସର୍ବାଧିକ ସମୟ ଦିଅନ୍ତି। ଏହା ସହିତ ସୋସିଆଲ ମିଡିଆରେ ସକ୍ରିୟ ଥିବା ମାଧବନ ତାଙ୍କ ପରିବାର ଫଟୋ ପ୍ରଶଂସକଙ୍କ ସହ…

ବଣୁଆ ହାତୀ ତାଣ୍ଡବ: ବୃଦ୍ଧଙ୍କୁ ଦଳି ମାରିଲା

ନିଶ୍ଚିନ୍ତକୋଇଲି,୨୭।୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ରାମରାଙ୍ଗ ଗ୍ରାମରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାଗବତ ବେହେରା (୭୦)। ଭାଗବତ ଘାସ କାଟୁଥିବା ବେଳେ ହାତୀ ଅଚାନକ ବଗିଚା ଭିତରକୁ ପଶି…

ହାତକୁ ଦି’ ହାତ ହେବେ ଆଲିଆ-ରଣବୀର

ମୁମ୍ବାଇ: ବିବାହ ଋତୁ ଆରମ୍ଭରୁ ବଲିଉଡ୍‌ର ଯୋଡ଼ିକୁ ନେଇ ଚର୍ଚ୍ଚା ଚାଲିଛି। ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଚର୍ଚ୍ଚାରେ ଥିବା ବେଳେ ଏବେ ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି।…

ପୁଣି ଭାଜପାକୁ ବଡ଼ ଝଟ୍‌କା

କୋଲକତା,୨୭।୧୦: ପଶ୍ଚିମବଙ୍ଗରେ ଭାଜପାକୁ ପୁଣି ଏକ ଝଟ୍‌କା ଲାଗିଛି। ବୁଧବାର ଅନ୍ୟ ଜଣେ ଭାଜପା ବିଧାୟକ ଦଳ ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଚଳିତ ମାସ ଆରମ୍ଭରେ ଭାଜପାରୁ ଇସ୍ତଫା ଦେଇଥିବା ବିଧାୟକ କୃଷ୍ଣ କଲ୍ୟାଣୀ ଆଜି ଟିଏମସିରେ ଯୋଗ ଦେଇଛନ୍ତି।…

କୋହଲିଙ୍କ ପାଇଁ ଆଉ ଏକ ଖରାପ ଖବର

ନୂଆଦିଲ୍ଲୀ,୨୭।୧୦: ଟିମ ଇଣ୍ଡିଆକୁ ଟି -୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୧୦ ଉଇକେଟ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ ବିଶେଷ କିଛି କରିପାରି ନ…

ଆସିଲା ପୁରୀବାସୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌

ପୁରୀ ଅଫିସ,୨୭।୧୦: ପୁରୀବାସୀଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନକୁ ନେଇ ଆସିଲା ନୂଆ ଗାଇଡ୍‌ଲାଇନ୍‌। ତଦନୁଯାୟୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ପୁରୀବାସୀ। ନଭେମ୍ବର ୧ରୁ ପୁରୀବାସୀଙ୍କୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିଛି। ସେହିଭଳି ସେମାନେ…

ବେକରେ ଗାମୁଛା, ମୁଣ୍ଡରେ ଟୋପି, ଲାଲୁ କହିଲେ ବିସର୍ଜନ କରିବାକୁ ଆସିଛି…

ପାଟନା,୨୭।୧୦: ଦୀର୍ଘ ୬ ବର୍ଷ ପରେ ଲାଲୁ ପ୍ରସାଦ ଯାଦବ ରାଜନୀତିକୁ ପୁଣି ଫେରିଛନ୍ତିି। ତାଙ୍କର ଭାଷଣ ଶୈଳୀ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଜଗାଇଛି। ବେକଳରେ ଗାମୁଛା ମୁଣ୍ଡରେ ଟୋପି ପିନ୍ଧି ଲାଲୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରକୁ ଟାର୍ଗେଟ କରିଛନ୍ତି। ସେ…

ପୋଡ଼ିଗଲା ୧୫ଘର

ଶିମ୍‌ଲା,୨୭।୧୦:ହିମାଚଳ ପ୍ରଦେଶର ଏକ ପ୍ରାଚୀନ ଗାଁ ମଲାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି। ନିଆଁ ଲାଗିବା ଦ୍ୱାରା ୧୫ଟି କାଠ ଘର ପୋଡ଼ି ଯାଇଛି। ଏହି ଘଟଣାରେ କୌଣସି ଲୋକଙ୍କର ମତ୍ୟୁ ହୋଇ ନଥିବା ପୋଲିସ ପକ୍ଷରୁ କୁହାଯାଇଛି। ରାତି ପ୍ରାୟ ୧.୩୦ରେ…

ପ୍ରାର୍ଥନା କରୁଛନ୍ତି ଆର୍ୟନଙ୍କ ସାଙ୍ଗ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଆର୍ୟନ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ମଙ୍ଗଳବାର ସ୍ଥଗିତ ରଖାଯାଇଥିବା ବେଳେ ବୁଧବାର ପୁଣି ଏହାର ଶୁଣାଣି ହେବ। ଆର୍ୟନଙ୍କୁ ଜାମିନ ନ ମିଳୁଥିବାରୁ ଶାହାରୁଖ ଖାନ୍‌ ଓ ଗୌରୀ ଖାନ୍‌ ଚିନ୍ତାରେ ଅଛନ୍ତି। ଏହି…

ଧନ୍ୟବାଦ ଜଣାଇଲେ ହେମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ସ୍ବାମୀ ଧର୍ମେନ୍ଦ୍ରଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅକ୍ଟୋବର ୧୬ରେ ହେମାଙ୍କ ୭୩ତମ ଜନ୍ମଦିନ ଥିଲା। ସେ ଏହି ଦିନକୁ ଘରେ ରହି…

ଜଣେ ପ୍ରେମିକଙ୍କୁ ଦୁଇ ପ୍ରେମିକା, ରାସ୍ତା ମଝିରେ ଟଣାଓଟରା; ଭାଇରାଲ ହେଉଛି ଭିଡିଓ

ଲକ୍ଷ୍ନୌ,୨୭ା୧୦: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ମାଡ୍‌ପିଟ୍‌ର ଭିଡିଓ ଭାଇରାଲ ହେଉଛି। ଯାହା ସାଧାରଣ ଜନତାଙ୍କୁ ଚକିତ କରିଦେଇଛି। ଲକ୍ଷ୍ନୌର ବାରାବୀରୟା ଚୌରାହ ନିକଟରେ ଥିବା ଏକ ହୋଟେଲ ବାହାରେ ଏହି ଘଟଣା ଘଟିଛି। ଦୁଇଜଣ ଯୁବତୀ ଜଣେ ପ୍ରେମିକଙ୍କ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri