ଶୋ ମଝିରୁ ଉଠି ପଳାଇଲେ ଅଖତର
କରାଚୀ,୨୭।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନ ୫ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ବିଜୟ ପରେ ଏକ ଟିଭି ପ୍ରୋଗ୍ରାମରେ ଉପସ୍ଥାପକଙ୍କ ସହ କଥା କଟାକଟି ପରେ ଶୋ ମଧ୍ୟରୁ ପଳାଇଥିଲେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର। ଏଥିସହ…
ନାବାଳିକାଙ୍କୁ ଅପହରଣ
ବୈଶିଙ୍ଗା,୨୭ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳର ଜନୈକା ୧୭ ବର୍ଷୀୟା ନାବାଳିକା ଗ୍ରାମ ପୋଖରୀକୁ ପାଣି ଆଣିବାକୁ ଯାଇ ଘରକୁ ଫେରିନାହାନ୍ତି। ପରିବାର ଲୋକେ ବହୁ ଖୋଜାଖୋଜି ପରେ ନିରାଶ ହୋଇ ତାଙ୍କୁ କେହି ଅପହରଣ କରି ନେଇଥିବା ଥାନାରେ…
ଡିସେମ୍ବରରେ ବିବାହ କରିବେ ବଲିଉଡର ଏହି ଚର୍ଚ୍ଚିତ ଲଭ୍ବାର୍ଡ !
ବମ୍ବେ: ଡିସେମ୍ବରରେ ବିବାହ କରିବେ ବଲିଉଡ୍ର ଚର୍ଚ୍ଚିତ ଲଭ୍ବାର୍ଡ ବିକ୍କି କୌଶଲ-କଟ୍ରିନା କୈଫ। ଏନେଇ ଅନେକ କିଛି ଶୁଣିବାକୁ ମିଳୁଛି। ଡିଜାଇନର ସବ୍ୟସାଚୀ କଟ୍ରିନାଙ୍କ ବିବାହ ପୋଷାକ ପ୍ରସ୍ତୁତ କରୁଛନ୍ତି। ଯଦି ସବୁକିଛି ଠିକ୍ ରୁହେ ଖୁବ୍ଶୀଘ୍ର ପ୍ରଶଂସକମାନେ ଏହି ଖୁସିଖବର…
ଆଜି ବି ମିଳିଲାନି ଆର୍ୟନଙ୍କୁ ଜାମିନ, କାଲି ହେବ ଶୁଣାଣି
ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଆର୍ୟନଙ୍କ ଜାମିନକୁ ବିରୋଧ କରି ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ ସହ…
ଏହି ୪ ରାଶିର ଯୁବତୀ ହୁକୁମ ଚଳାଇବାରେ ମାହିର, ଶାଶୁଘର ସହ ସ୍ବାମୀଙ୍କ ଉପରେ ଥାଏ କଣ୍ଟ୍ରୋଲ
ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ବାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ ଡୋମିନେଟିଂ(ପ୍ରାଧାନ୍ୟ) ବିସ୍ତାର କରିବାରେ ମାହିର ହୋଇଥାନ୍ତି। ଏମାନେ ସ୍ବାମୀ ସହ ଶାଶୁଘରରେ ହୁକୁମ ଚଳାଇଥାନ୍ତି।…
ବଳାତ୍କାରୀ ନାବାଳକଙ୍କୁ ୧୦ ବର୍ଷ ଦଣ୍ଡାଦେଶ
କେନ୍ଦୁଝର,୨୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅଞ୍ଚଳରେ ଗତ ୩୦ ନଭେମ୍ବର ୨୦୧୭ରେ ଜଣେ ୧୩ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ୧୭ ବର୍ଷ ବୟସ୍କ ନାବାଳକଙ୍କୁ ବୁଧବାର ସ୍ଥାନୀୟ…
ଏମିତି ବିବାହ ବାର୍ଷିକୀ ପାଳନ କଲେ ଏହି ଯୋଡ଼ି
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର- ରୋହନପ୍ରୀତ୍ଙ୍କ ବିବାହକୁ ବର୍ଷେ ପୂରିଛି। ଅକ୍ଟୋବର ୨୪ରେ ନେହା ଏବଂ ରୋହନପ୍ରୀତ୍ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ଏହି ଯୋଡ଼ି ରାଜସ୍ଥାନର ଉଦୟପୁର ଯାଇଛନ୍ତି। ନେହା ଏବଂ…
ଅମିତାଭଙ୍କ ଘର ‘ଜଲସା’ରେ ବାଦୁଡିଙ୍କ ତାଣ୍ଡବ; ପରିବାରଲୋକେ ଭୟଭୀତ
ବମ୍ବେ: ବଲିଉଡ୍ର ମହାନାୟକ ଅମିତାଭଙ୍କ ଘରେ ବାଦୁଡିମାନଙ୍କ ତାଣ୍ଡବ। ଗୋଟିଏ କି ଦୁଇଟି ନୁହେଁ ବରଂ ଶହ ଶହ ସଂଖ୍ୟାରେ ବାଦୁଡ଼ିମାନଙ୍କୁ ଦେଖି ଅମିତାଭଙ୍କ ପରିବାର ମଧ୍ୟ ଚିନ୍ତିତ। ପରିବାରରେ ଭୟର ବାତାବରଣ ଖେଳିଯାଇଥିବା ନେଇ ବିଗ୍ ବି ପ୍ରଶଂସକଙ୍କୁ କହିଛନ୍ତି।…
ପୁଅକୁ ନେଇ ଗର୍ବ କଲେ ମାଧବନ
ବଲିଉଡ ଅଭିନେତା ଆର ମାଧବନ ନିଜର ସରଳତା ପାଇଁ ସର୍ବଦା ଜଣାଶୁଣା। ବଲିଉଡର ପାର୍ଟିଠାରୁ ଦୂରରେ ସେ ନିଜ ପରିବାରକୁ ସର୍ବାଧିକ ସମୟ ଦିଅନ୍ତି। ଏହା ସହିତ ସୋସିଆଲ ମିଡିଆରେ ସକ୍ରିୟ ଥିବା ମାଧବନ ତାଙ୍କ ପରିବାର ଫଟୋ ପ୍ରଶଂସକଙ୍କ ସହ…
ବଣୁଆ ହାତୀ ତାଣ୍ଡବ: ବୃଦ୍ଧଙ୍କୁ ଦଳି ମାରିଲା
ନିଶ୍ଚିନ୍ତକୋଇଲି,୨୭।୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ରାମରାଙ୍ଗ ଗ୍ରାମରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାଗବତ ବେହେରା (୭୦)। ଭାଗବତ ଘାସ କାଟୁଥିବା ବେଳେ ହାତୀ ଅଚାନକ ବଗିଚା ଭିତରକୁ ପଶି…
ହାତକୁ ଦି’ ହାତ ହେବେ ଆଲିଆ-ରଣବୀର
ମୁମ୍ବାଇ: ବିବାହ ଋତୁ ଆରମ୍ଭରୁ ବଲିଉଡ୍ର ଯୋଡ଼ିକୁ ନେଇ ଚର୍ଚ୍ଚା ଚାଲିଛି। ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଚର୍ଚ୍ଚାରେ ଥିବା ବେଳେ ଏବେ ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି।…
ପୁଣି ଭାଜପାକୁ ବଡ଼ ଝଟ୍କା
କୋଲକତା,୨୭।୧୦: ପଶ୍ଚିମବଙ୍ଗରେ ଭାଜପାକୁ ପୁଣି ଏକ ଝଟ୍କା ଲାଗିଛି। ବୁଧବାର ଅନ୍ୟ ଜଣେ ଭାଜପା ବିଧାୟକ ଦଳ ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଚଳିତ ମାସ ଆରମ୍ଭରେ ଭାଜପାରୁ ଇସ୍ତଫା ଦେଇଥିବା ବିଧାୟକ କୃଷ୍ଣ କଲ୍ୟାଣୀ ଆଜି ଟିଏମସିରେ ଯୋଗ ଦେଇଛନ୍ତି।…
Archives


