Home Left

ଶ୍ରୀମନ୍ଦିର, ଅଠରନଳା ୧୦୦ମିଟର ପରିଧିରୁ ହଟିବ ବେଆଇନ ନିର୍ମାଣ

ପୁରୀ ଅଫିସ,୨୯।୧୦: ଶ୍ରୀମନ୍ଦିର ଓ ଅଠରନଳା ପୋଲ ଚୌହଦୀର ୧୦୦ ମିଟର ଅଞ୍ଚଳ ଭିତରେ ବେଆଇନ କୋଠା ନିର୍ମାଣଗୁଡିକ ବିରୋଧ କରାଯାଇଛି। ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଶୁକ୍ରବାର ପିକେଡିଏ ଓ ଏଏସଆଇ ଅଧିକାରୀଙ୍କୁ ନେଇ ଏକ କମିଟି…

ଦେଶରେ ବଢୁଛି ଆତ୍ମହତ୍ୟା ମାମଲା

ନୂଆଦିଲ୍ଲୀ,୨୯।୧୦: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏକ ବଡ଼ ଖୁଲାସା କରିଛି। ୨୦୧୯ ତୁଳନାରେ ୨୦୨୦ରେ ଦେଶରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି। ଏନସିଆରବି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୦ରେ ଦେଶରେ ୧,୫୩,୦୫୨ ଲୋକ ଆତ୍ମହତ୍ୟା କରିଥିବାବେଳେ ୨୦୧୯ରେ ଏହି…

ଝିଅକୁ ନେଇ ଏଭଳି କହିଲେ ମହେଶ ଭଟ୍ଟ

ମୁମ୍ବାଇ: ବଲିଉଡ୍‌ର ନାମୀ-ଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଫିଲ୍ମ‘ଷ୍ଟୁଡେଣ୍ଟ୍‌ ଅଫ ଦି ଇୟର’ ମାଧ୍ୟମରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ଆଲିଆ। ଖୁବ୍‌ କମ୍‌ ସମୟରେ ନିଜ ଅଭିନୟରେ ସେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ…

ଆଉ ନାହାନ୍ତି ଅଭିନେତା ପୁନିତ ରାଜକୁମାର

ବେଙ୍ଗାଲୁରୁ,୨୯।୧୦: ପ୍ରସିଦ୍ଧ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ହୃଦଘାତରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଆଜି ସକାଳେ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁନିତ ହୃଦଘାତରେ ଆକ୍ରାନ୍ତ…

ନିର୍ଦ୍ଦୋଷରେ ଖଲାସ ହେଲେ ଛୋଟା ରାଜନ୍‌

ନୂଆଦିଲ୍ଲୀ,୨୯।୧୦: ୩୮ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ଛୋଟା ରାଜନ୍‌। ତାଙ୍କୁ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଶୁକ୍ରବାର ନିର୍ଦ୍ଦୋଷ ସାବ୍ୟସ୍ତ କରିଛି। ଗ୍ୟାଙ୍ଗଷ୍ଟାର ବିରୋଧରେ ଏହା ହେଉଛି ସର୍ବ ପୁରାତମ ମାମଲା। ଯାହାର ଶୁଣାଣି ଦୀର୍ଘ ସମୟ ଧରି ହୋଇଚାଲିଥିଲା।…

ଟିଏମ୍‌ସିରେ ଯୋଗଦେଲେ ଟେନିସ୍‌ ଷ୍ଟାର୍‌

ନୂଆଦିଲ୍ଲୀ,୨୯।୧୦: ଟିଏମ୍‌ସିରେ ବିଭିନ୍ନ  ବ୍ୟକ୍ତି ବିଶେଷ ଯୋଗ ଦେବାରେ ଲାଗିଲେଣି। ଅଭିନେତ୍ରୀ ନଫିସା ଅଲ୍ଲୀଙ୍କ ପରେ ଏବେ ପୂର୍ବତନ ଭାରତୀୟ ଟେନିସ୍‌ ଚାମ୍ପିଆନ୍‌ ଲିଆଣ୍ଡର ପେସ୍‌ ଯୋଗ ଦେଇଛନ୍ତି। ସେ ଟିଏମ୍‌ସିରୁ ନିଜର ରାଜନୈତିକ କ୍ୟାରିଅର ଗଢ଼ିବାକୁ ଯାଉଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ମହିଳାମାନଙ୍କୁ ନେଇ ଏଭଳିି କହିଲେ ସେନାମୁଖ୍ୟ

ପୁଣେ,୨୯।୧୦: ପୁଣେର ଏନଡିଏ ୧୪୧ତମ ପାଠ୍ୟକ୍ରମ ପରେଡ ସମୀକ୍ଷା ବୈଠକରେ ସେନାମୁଖ୍ୟ କ୍ୟାଡେଟ୍‌ମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରୱଣେ ମହିଳାମାନଙ୍କୁ କିଛି ବର୍ଷ ପରେ ନିଜ ପଦବୀରେ ଦେଖିବେ ବୋଲି କହିଛନ୍ତି।…

‘ଏକ୍‌ ଭିଲେନ୍‌ ରିଟର୍ନସ’ର ଶୁଟିଂ ଶେଷ କଲେ ଜନ୍‌ ଆବ୍ରାହମ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଆଗାମୀ ଆକ୍ସନ-ଥ୍ରୀଲର ଫିଲ୍ମ ’ଏକ୍‌ ଭିଲେନ ରିଟର୍ନସ୍‌’ ପାଇଁ ଶୁଟିଂ ଶେଷ କରିଛନ୍ତି। ଶୁଟିଂ ସରିବା ପରେ ଏହା ଏକ ସ୍ବତନ୍ତ୍ର ଅନୁଭୂତି ବୋଲି ସେ କହିଛନ୍ତି। ଟି-ସିରିଜ ଏବଂ ବାଲାଜୀ ଟେଲିଫିଲ୍ସ ଦ୍ୱାରା…

‘ଧନ୍‌ତେରସ୍‌’ରେ ଏହି ୫ ଜିନିଷ କିଣିବା ବହୁତ ଶୁଭ; ଜ୍ୟୋତିଷଶାସ୍ତ୍ରରେ ରହିଛି ମାନ୍ୟତା

ଦୀପାବଳି ଆରମ୍ଭ ‘ଧନ୍‌ତେରସ୍‌’ରୁ ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୨ରେ ଏହା ପଡ଼ୁଛି। ତେବେ ଏହି ଦିନ ମା’ ଲକ୍ଷ୍ମୀଙ୍କ ପ୍ରସନ୍ନ କରିବାକୁ ନେଇ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ବିଶେଷକରି ଧନ୍‌ତେରସ୍‌ରେ ସୁନା, ରୂପା ବାସନ ଏବଂ ଯାନବାହାନ…

ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସ୍‌ଆର୍‌ସି: ହାଇକୋର୍ଟ

କଟକ ପ୍ରଦୂଷଣ,୨୯ା୧୦: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସମ୍ପର୍କିତ ମାମଲା ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏସ୍‌ଆର୍‌ସି ନିଷ୍ପତ୍ତି ନେବେ। କୋଭିଡ୍‌…

ଅଭିନେତା ପୁନୀତ୍‌ ରାଜକୁମାର ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ: କନ୍ନଡ ଅଭିନେତା ପୁନୀତ୍‌ ରାଜକୁମାର ଶୁକ୍ରବାର ହୃଦଘାତରେ ଶିକାର ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଥିବା ଯୋଗୁ ଆଇସିୟୁରେ ରଖାଯାଇଛି। ଏକ ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି।…

ଆଜି ପୁଣି ବଢ଼ିଲା ତୈଳ ଦର, ଚିନ୍ତାରେ ଗ୍ରାହକ

ନୂଆଦିଲ୍ଲୀ,୨୯।୧୦: ସାରା ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଶୁକ୍ରବାର ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ। ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏ ବଢିଛି। ଏହି ବୃଦ୍ଧି ସହ ଦେଶରେ ତୈଳ ଦର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri