ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେଶ୍ୟାମ’

ଅପେକ୍ଷାର ହେଲା ଅନ୍ତ। ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭୀନିତ ଫିଲ୍ମ ‘ରାଧେଶ୍ୟାମ’ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଅନେକ ଦିନରୁ ଦର୍ଶକ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରି ରହିଥିଲେ। ତେବେ ଫିଲ୍ମଟି ଏକାକାଳୀନ ହିନ୍ଦୀ, ମାଲାୟାଲାମ, କାନ୍ନାଡା ଭାଷାରେ ରିଲିଜ୍‌ ହେବ। ରାଧା କୃଷ୍ଣ କୁମାର ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ସଚିନ ଖେଡେକର, ସାଥୀରାଜ, ପ୍ରିୟଦର୍ଶୀ ପୁଲିକୋଣ୍ଡା, ଭାଗାଶ୍ରୀ, ମୁର୍ଲି ଶର୍ମା, କୁନାଲ ରୟ କପୁର, ରିଦ୍ଧି କୁମାର, ଶଶା ଚେତ୍ରି ଏବଂ ସାଥିନ ମଧ୍ୟ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଲେଣି ଆଉ ଜଣେ ରାନୁ ମଣ୍ଡଳ

ନୂଆଦିଲ୍ଲୀ,୨୫।୧୧: ପଶ୍ଚିମବଙ୍ଗ ରାଣାଘାଟ ରେଲଓ୍ବେ ଷ୍ଟେଶନରେ ଗୀତଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭାଇରାଲ ଭିଡିଓ ତାଙ୍କୁ ରାତାରାତି ସେଲିବ୍ରିଟି କରି ଦେଇଥିଲା। ତାଙ୍କ...

ବିଗ ବସ୍‌ର ୧୬ତମ ସିଜିନରେ ନଜର ଆସିବେ ନୁସରତ?

ମୁମ୍ବାଇ: ଟେଲିଭିଜନର ସବୁଠାରୁ ବଡ ବିବାଦୀୟ ରିୟଲିଟି ଶୋ’ ବିଗ ବସର ୧୬ ତମ ସିଜିନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏବେ ଶୋ’ର...

ମୋତେ ଫରକ ପଡ଼େନାହିଁ ଟ୍ରୋଲ୍‌: ମଲାଇକା

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଯିଏ ନିଜ ଷ୍ଟାଇଲ୍‌ରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ବଢ଼ାଇଥାନ୍ତି। ତାଙ୍କର ଏହି ଷ୍ଟାଇଲ୍‌...

ଦିବ୍ୟା ଭାରତିଙ୍କୁ ପ୍ରଥମେ ବିବାହ କରିଥିଲେ ସାଜିଦ

ମୁମ୍ବାଇ: ବଲିଉଡର ନାମୀ ନିର୍ମାତା-ନିର୍ଦ୍ଦେଶକଙ୍କ ତାଲିକାରେ ରହିଛି ସାଜିଦ ନାଡିୟାଡୱାଲାଙ୍କ ନାଁ । ୧୮ ଫେବୃୟାରୀରେ ଜନ୍ମ ନେଇଥିବା ଏହି ନିର୍ଦ୍ଦେଶକ ସଲମାନଙ୍କ କ୍ୟାରିୟରକୁ ଉପରକୁ...

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ସୁପରହିଟ୍‌ ଫିଲ୍ମ ‘କାନ୍ତାରା’

କନ୍ନଡ ଫିଲ୍ମ ‘କାନ୍ତାରା’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ସସପେନ୍ସ ଏବଂ ଜବରଦସ୍ତ ଥ୍ରୀଲରରେ ପରିପୂର୍ଣ୍ଣ ଏହି ଫିଲ୍ମ ଦର୍ଶକଙ୍କଠାରୁ ବହୁତ ଭଲ ରେସପନ୍ସ...

ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଲେ ଦୀପିକା

ଡଫ ଆଣ୍ଡ ଫେଲପ୍ସ ଦ୍ୱାରା ମୁକ୍ତିଲାଭ କରିଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ ଷ୍ଟଡି ୨୦୨୦’ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ...

୧୧ କିଲୋ ଓଜନ କମାଇଲେ କମେଡି କିଙ୍ଗ କପିଲ

ନିଜର ଫିଟନେସକୁ ନେଇ ଖୁବ୍‌ ସଚେତନ ଲୋକପ୍ରିୟ କମେଡି କିଙ୍ଗ କପିଲ ଶର୍ମା । ବର୍ତ୍ତମାନ କପିଲ ପାଖାପାଖି ୧୧ କିଲୋ ଓଜନ କମାଇଛନ୍ତି। ଲକଡାଉନ...

କାହା ସହ କଥା ହେଉ ନ ଥିଲେ ସୁଦ୍ଧା ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ ଦେବଗନ୍‌

ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ଉଭୟ ବିବାହ...

Advertisement
Archives

Model This Week