ଆଜି ଭଦ୍ରକ, ବାଲେଶ୍ୱର ୬ ଘଣ୍ଟିଆ ବନ୍ଦ
ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୩୦।୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବିରେ ଶନିବାର ଭଦ୍ରକ ଓ ବାଲେଶ୍ୱର ଜିଲା ୬ ଘଣ୍ଟିଆ ବନ୍ଦ ପାଇଁ ଭାଜପା ପକ୍ଷରୁ ଡାକରା…
କେନ୍ଦୁଝରରେ ‘ମାଣ୍ଡିଆ ଶକ୍ତି କାଫେ’
କେନ୍ଦୁଝର, ୩୦।୧୦ (ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟର ପ୍ରଥମ ମାଣ୍ଡିଆ ଶକ୍ତି କାଫେ ଭର୍ଚୁଆଲ ମୋଡ୍ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ମିଶନ ଶକ୍ତି…
‘ଲଙ୍ଗ୍-ରେଞ୍ଜ ବମ୍’ର ଉଡ଼ାଣ ପରୀକ୍ଷଣ ସଫଳ
ବାଲେଶ୍ୱର ଅଫିସ,୩୦।୧୦: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ(ଡିଆର୍ଡିଓ) ପରିସରରୁ ଶୁକ୍ରବାର ଲଙ୍ଗ-ରେଞ୍ଜ ବମ୍ (ଏଲ୍ଆର୍ବି)ର ଉଡାଣ ପରୀକ୍ଷଣ ସଫଳ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା (ଆଇଏଏଫ୍) ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିଲା। ତେବେ ଏହି…
ଓଇଆର୍ସି ଯୋଗୁ ବୁଡ଼ିବ ୪୨୩୪ କୋଟି
ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତ ମାନର ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଦ୍ୟୁତ୍ ବ୍ୟବସ୍ଥାକୁ ଘରୋଇକରଣ କରିଛନ୍ତି। ବିଂଶ ଶତାବ୍ଦୀର ୮୦ ଦଶକରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ବାରମ୍ବାର ଗୋଟିଏ ପ୍ରକାର ଫଳ ଦର୍ଶାଉଛି। କରଦାତାଙ୍କ ଅର୍ଥରେ ସୃଷ୍ଟି…
ବାୟୁସେନା କର୍ମଚାରୀଙ୍କୁ ଜାଇକା ସଂକ୍ରମଣ ଭୟ
କାନପୁର, ୩୦।୧୦: ଉତ୍ତରପ୍ରଦେଶର ପୋଖରପୁରରେ ଜାଇକା ଭୂତାଣୁ ଚିହ୍ନଟ ହୋଇଛି। ଏନେଇ ଦିଲ୍ଲୀ ଏବଂ ଲକ୍ଷ୍ନୌରୁ ଡାକ୍ତରୀ ଟିମ୍ ଯାଇ ଉକ୍ତ ଅଞ୍ଚଳର ୩ କି.ମି ମଧ୍ୟରେ ରହୁଥିବା ଲୋକଙ୍କ ରକ୍ତ ଓ ମୂତ୍ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ…
ଖଣ୍ଡ, ଖଣ୍ଡ ହେବାକୁ ଯାଉଛି ଗୋଦ୍ରେଜ ଗ୍ରୁପ୍
ନୂଆଦିଲ୍ଲୀ,୩୦।୧୦: ସାବୁନଠାରୁ ଆରମ୍ଭ କରି ଘରୋଇ ଉପକରଣ ନିର୍ମାଣ କରୁଥିବା ଗୋଦ୍ରେଜ ଗ୍ରୁପ୍ ଏବେ ଭାଗ ଭାଗ ହେବାକୁ ଯାଉଛି। ଏହାର ସମ୍ପତିର ମୂଲ୍ୟ ୪.୧ ବିଲିୟନ ଡଲାର। ଭାରତୀୟ ମୂଦ୍ରାରେ ୩୦ ହଜାର ୭୨୭ କୋଟିରୁ ଊର୍ଦ୍ଧ୍ୱ। ସୂତ୍ରରୁ ଯାହା…
ପାଣି ପିଆଇ ଦେଇଥିଲା ଆଫଗାନିସ୍ତାନ
ଦୁବାଇ,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ଭାରତକୁ ହରାଇଥିବା ପାକିସ୍ତାନ ଶୁକ୍ରବାର ୫ ଉଇକେଟରେ ଆଫଗାନିସ୍ତାନକୁ ହରାଇ ଦେଇଛି। କିନ୍ତୁ ମ୍ୟାଚ୍ର ୧୮ତମ ଓଭର ପର୍ଯ୍ୟନ୍ତ ଆଫଗାନିସ୍ତାନ ମ୍ୟାଚ୍ରେ ଆଗୁଆ ଥିଲା। ୧୯ତମ ଓଭରରେ ମ୍ୟାଚ୍ରେ ସବୁ କିଛି ବଦଳି ରଖି ଦେଇଥିଲେ…
ପୁଅର ଠେଙ୍ଗାମାଡ଼ରେ ଚାଲିଗଲା ବାପାଙ୍କ ଜୀବନ
ଉମରକୋଟ, ୨୯।୧୦(ସ୍ବ.ପ୍ର.) ପୁଅ ଭୁଲିଗଲେ ସ୍ନେହ ଶ୍ରଦ୍ଧା। ସାମାନ୍ୟ କଥାରେ ରାଗର ବଶବର୍ତ୍ତୀ ହୋଇ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ ପୁଅ। ଏପରି ଏକ ଅଭାବନୀୟ ଘଟଣା ଶୁକ୍ରବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା…
ରଜନୀକାନ୍ତଙ୍କ ହେଲା ଅସ୍ତ୍ରୋପଚାର
ଚେନ୍ନାଇ,୨୯।୧୦: ସୁପରଷ୍ଟାର ରଜନୀକାନ୍ତଙ୍କ ଶୁକ୍ରବାର ଚେନ୍ନାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ କାରୋଟିଡ୍ ଅର୍ଟେରି ରିଭାସ୍କୁଲାରାଇଜେଶନ ଅସ୍ତ୍ରୋପଚାର କରାଯାଇଛି। ସେ କିଛିଦିନ ଭିତରେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଅସୁସ୍ଥ ଅନୁଭବ କରିବାରୁ ରଜନୀକାନ୍ତ ଗୁରୁବାର ହସ୍ପିଟାଲରେ…
ଡେଥ୍ ଓଭରରେ ପାକିସ୍ତାନ ବୋଲରଙ୍କ ଲାଇନ୍, ଲେନ୍ଥ ବିଗାଡ଼ି ଦେଲେ
ଦୁବାଇ,୨୯।୧୦: ପାକିସ୍ତାନର ଘାତକ ବୋଲରମାନେ ଟସ୍ ଜିତି ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦଳର ବିପର୍ଯ୍ୟୟ ଘଟାଇଥିଲେ। ଦଳ ଏକଦା ୧୨.୫ ଓଭରରେ ୭୬/୬ ଉଇକେଟ ହରାଇ ସାରିଥିଲା। ଏଭଳି ସଙ୍କଟଜନକ ସ୍ଥିତିରେ ଅଧିନାୟକ ମହମ୍ମଦ ନବି ଓ ଗୁଲବଦିନ ନାଏବଙ୍କ ଯୋଡ଼ି…
ୟୁରୋପୀୟ ୟୁନିୟନ ନେତାଙ୍କୁ ଭେଟିଲେ ମୋଦି
ରୋମ୍, ୨୯।୧୦: ଜି ୨୦ ସମିଟ୍ରେ ଯୋଗଦେବା ପାଇଁ ଦୁଇଦିନିଆ ଇଟାଲୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ୟୁରୋପୀୟ ୟୁନିୟନ(ଇୟୁ)ର ଶୀର୍ଷ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବାଣିଜ୍ୟ, ସଂସ୍କୃତି ଓ ପରିବେଶ…
କେନ୍ଦୁଝରରେ ‘ମାଣ୍ଡିଆ ଶକ୍ତି କାଫେ’
କେନ୍ଦୁଝର,୨୯।୧୦(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟର ପ୍ରଥମ ମାଣ୍ଡିଆ ଶକ୍ତି କାଫେ ଭର୍ଚୁଆଲ ମୋଡ୍ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ମିଶନ ଶକ୍ତି କମିଶନର ସୁଜାତା…
Archives


