ୟୁକ୍ରେନ୍ ହସ୍ପିଟାଲ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା

କ୍ୱିଭ୍‌,୧୧ ।୩: ରୁଷିଆ ପଟରୁ ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ଗୋଟିଏ ଦିନ ପୂର୍ବରୁ ୟୁକ୍ରେନର ଏକ ପ୍ରସୂତି ହସ୍ପିଟାଲରେ ରୁଷିଆ ବୋମା ବର୍ଷଣ କରିବାରୁ ଅଧିକାଂଶ ଗର୍ଭବତୀ ଆହତ ହୋଇଛନ୍ତି । ଏହାସହ ଅଧିକାଂଶ ଶିଶୁ ଭଙ୍ଗା ଘର ତଳେ ଚାପି ହୋଇ ରହିଯାଇଛନ୍ତି । ଡବ୍ଲୁଏଚଓର ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭ୍‌ର ପଶ୍ଚିମରେ ଥିବା ଝିତୋମିର ସହରର ଦୁଇଟି ହସ୍ପିଟାଲକୁ ଟାର୍ଗେଟ କରିଥିଲେ । ତେବେ ୧୫ ଦିନର ଯୁଦ୍ଧ ମଧ୍ୟରେ ରୁଷିଆ ବିଭିନ୍ନ ହସ୍ପିଟାଲରେ ପ୍ରାୟ ୧୮ଥର ଆକ୍ରମଣ କରି ସାରିଲାଣି ।
ତେବେ ପ୍ରସୂତି ହସ୍ପିଟାଲରେ ହୋଇଥିବା ଆକ୍ରମଣ ଏତେ ଅଧିକଥିଲା ଯେ ଏହା ପାଖାପାଖି ଏକ ମାଇଲ ପର୍ଯ୍ୟନ୍ତ ମାଟିକୁ ଥରାଇ ଦେଇଥିଲା । ହସ୍ପିଟାଲ ବିଲଡିଂର ଗୋଟିଏ ପଟ କାନ୍ଥ ଭୁଷୁଡି ଯିବା ସହ ଝରକାର କାଚ ଗୁଡିକ ଭାଙ୍ଗି ଯାଇଥିଲା । ଏହି ଘଟଣା ପରେ ୟୁକ୍ରେନର ଶୀର୍ଷ ପୋଲିସ ଅଧିକାରୀ ଭୋଲୋଡିମିର ନିକୁଲିନ କହିଛନ୍ତି ଆଜି ରୁଷିଆ ଏକ ଜଘନ୍ୟ ଅପରାଧ କରିଛି । ଏହା ଏକ ଯୁଦ୍ଧ ଅପରାଧ ଏହାକୁ କୌଣସି ପରିସ୍ଥିତିରେ ଠିକ୍ ବୋଲି କୁହାଯାଇ ପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଖଣିରେ ଭୂସ୍ଖଳନ: ୫ ମୃତ, ୭୦ ନିଖୋଜ

ଜାକର୍ତ୍ତା,୨୫।୨: ଇଣ୍ଡୋନେସିଆରେ ଏକ ସୁନା ଖଣିରେ ଭୂସ୍ଖଳନ ଯୋଗୁ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୭୦ ଜଣ ନିଖୋଜ ଥିବା ସ୍ଥାନୀୟ...

ରୁଷିଆ ଏବେ ଆଉ କାରବାର କରିପାରିବ ନାହିଁ ଡଲାର, ୟୁରୋ, ପାଉଣ୍ଡ

ଓ୍ବାଶିଂଟନ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଛି। ଆମେରିକା ଏପର୍ଯ୍ୟନ୍ତ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିନାହିଁ। କିନ୍ତୁ ଆମେରିକାର...

ଆଫଗାନିସ୍ତାନ ବିମାନ ଆକ୍ରମଣରେ ୯ ଆତଙ୍କବାଦୀ ମୃତ

ନଙ୍ଗାହାର,୧୪।୧୦: ଆଫଗାନିସ୍ତାନରେ ହୋଇଥିବା ବିମାନ ଆକ୍ରମଣରେ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନର ୯ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖାମା ପ୍ରେସର ସୂଚନା ଅନୁଯାୟୀ...

ବିଶ୍ୱ ମ୍ୟାଲେରିଆ ଦିବସର ୨୪ ଘଣ୍ଟା ପୂର୍ବରୁ ପ୍ରଥମ ମ୍ୟାଲେରିଆ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଗଲା

ଜେନେଭା,୨୪।୪: ମ୍ୟାଲେରିଆ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଥମ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଯାଇଛି। ଗତ ୩୦ ବର୍ଷ ଧରି ମ୍ୟାଲେରିଆ ପ୍ରତିଷେଧକ...

ନିର୍ବାଚନ ଜିତିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ

ଲଣ୍ଡନ,୧୪ା୧୨(ପି.ଟି.):ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ କଞ୍ଜରଭେଟିଭ୍‌ ପାର୍ଟି ସାଧାରଣ ନିର୍ବାଚନରେ ବିଜୟୀ ହୋଇଛି। ପାର୍ଲାମେଣ୍ଟର ୬୫୦ ଆସନ ମଧ୍ୟରୁ କଞ୍ଜରଭେଟିଭ୍‌ ପାର୍ଟି ୩୬୪ ଆସନ ଦଖଲ...

ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରୁଷିଆ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାୱରୋବ ଭାରତ ଗସ୍ତ କରିଛନ୍ତି । ଶୁକ୍ରବାର ସେ ଭାରତର ବୈଦେଶିକ ମନ୍ତ୍ରୀ...

ଡବ୍ଲୁଏଚ୍‌ଓର ଚେତାବନୀ, ଆଉ ଗୋଟିଏ ମହାମାରୀ ପାଇଁ ପ୍ରସ୍ତୁତ ରହୁ ବିଶ୍ୱ

ଜେନେଭା,୮।୯: ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ କବଳରେ ରହିଛି। କରୋନା ଯୋଗୁ ଅନେକ ଦେଶର ଅର୍ଥନୀତି ଖରାପ ଅବସ୍ଥାକୁ ଚାଲିଯାଇଛି। ଏଭଳି ପରିସ୍ଥିତିରେ ବିଶ୍ୱ...

ଜାତିସଂଘରେ ଇସ୍ରାଏଲକୁ ପୁଣି ସମର୍ଥନ କଲା ଭାରତ…

ଜେନେଭା,୩୧।୧୨ : ଭାରତ ପୁଣି ଥରେ ଇସ୍ରାଏଲକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ଏକ ପ୍ରସ୍ତାବରେ ଭାରତ ଭୋଟ ଦାନରୁ ନିବୃତ୍ତ...

Advertisement
Archives

Model This Week