Home Left

ରୋମ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ରୋମ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୫ ଦିନିଆ ଇଟାଲୀ ଗସ୍ତାରେ ଯାଇ ରୋମ୍‌ରେ ପହଞ୍ଚିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ ବହୁଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଜି -୨୦ ଶିଖର ସମ୍ମିଳନୀ ଏବଂ…

ଆର୍ୟନଙ୍କୁ ଜାମିନ ମିଳିଲା ପରେ ଏମିିତି ଫଟୋ ଶେୟାର କଲେ ଭଉଣୀ

ମୁମ୍ବାଇ : କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ ଖାନଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟରୁ ଜାମିନ୍‌ ମିଳିଛି । ତେବେ ଆର୍ୟନଙ୍କୁ ଜାମିନ ମିଳିବା ପରେ ବେଶ୍‌ ଖୁସି ଅଛନ୍ତି ପରିବାର ଲୋକେ। ନିକଟରେ ଆର୍ୟନଙ୍କ ଭଉଣୀ ସୁହାନା ଇନଷ୍ଟାଗ୍ରାମରେ…

ମାଛ ଗାଁ କେନାଲରେ ୧୫ ଫୁଟର ଘାଇ

କଟକ ସଦର,୨୯ା୧୦(ଡି.ଏନ୍‌.ଏ.): ଜଗତସିଂହପୁର ଜଳସେଚନ ଡିଭିଜନ ଅଧିନସ୍ଥ ମାଛ ଗାଁ କେନାଲ ବାମପାର୍ଶ୍ୱ ବନ୍ଧ ପରମହଂସଠାରେ ଗୁରୁବାର ରାତିରେ ୧୫ ଫୁଟ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଯାହା ଫଳରେ ଦେଓପୁର, ଡିଆଁ ପରମହଂସ ଧାନ ଜମିରେ କେନାଲ ପାଣିରେ…

ଫେସବୁକ୍‌ ବଦଳରେ ‘ମେଟା’ ଆସିବା ପରେ କ’ଣ ବଦଳିବ କ’ଣ ନାହିଁ ଜାଣନ୍ତୁ

ନ୍ୟୁୟର୍କ,୨୯।୧୦: ଫେସବୁକର ସହ-ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କମ୍ପାନୀର ନୂଆ ନାମ ଘୋଷଣା କରିଛନ୍ତି। ଦୀର୍ଘ ୧୭ ବର୍ଷ ପରେ ଫେସବୁକ ଏବେ ନୂଆ ନାମ ମେଟା ଦ୍ୱାରା ଜଣାଶୁଣା ହେବ। ମେଟାଭର୍ସ ଏକ ଭିନ୍ନ ଦୁନିଆ ଯାହା ଇଣ୍ଟରନେଟ…

ଘରେ ସୁଖ-ସମୃଦ୍ଧି ଆଣେ ଏସବୁ ଗଛ; ଲଗାଇବା ପରେ ଆପଣାଛାଏଁ ଦୂର ହୁଏ ସମସ୍ୟା

ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ହେଲେ ଯଦି ଜଣେ ସମସ୍ତ ପ୍ରଚେଷ୍ଠା ସତ୍ତ୍ୱେ ଅସୁବିଧାର…

ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଶୁକ୍ରବର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୨୫କୁ ବୃଦ୍ଧି ପାଇଛି। ୩ ମୃତକଙ୍କ ମଧ୍ୟରେ ଅନୁଗୋଳ, ବାଲେଶ୍ୱର ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ରହିଛନ୍ତି । ତେବେ ଆଜି ରାଜ୍ୟରେ…

ବଦଳିବନି ଏସବୁ ସୋସିଆଲ ମିଡିଆ

ନ୍ୟୁୟର୍କ,୨୯ା୧୦: ସୋସିଆଲ ମିଡିଆ ଜିଆଣ୍ଟ ଫେସ୍‌ବୁକ୍‌ର ନାଁ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯିବ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଗୁରୁବାର ବାର୍ଷିକ କନେକ୍ଟ-୨୦୨୧ ବୈଠକରେ ଘୋଷଣା କରିଛନ୍ତି। ଫେସ୍‌ବୁକ୍‌ର ନାଁ ବଦଳିବା ନେଇ କିଛି ଦିନ ହେଲା କମ୍ପାନୀ ଯୋଜନା…

ବଦଳିବ ପାଗ

ଭୁବନେଶ୍ବର,୨୯।୧୦(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲାରେ ସ୍ବଳ୍ପ ଧରଣର ବର୍ଷା ହେବ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହା ପ୍ରଭାବରେ ରାଜ୍ୟରେ…

ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କଲେ ମହିଳା, ଭୋଗିବାକୁ ପଡ଼ିଛି ୫ ମାସ ଜେଲ୍‌ ଦଣ୍ଡ

ତୁର୍କୀର ଜଣେ ମହିଳା ସୋସିଆଲ ମିଡିଆରେ ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ୫ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଛି। ମହିଳା ଜଣକ ପୁରୁଷଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ, ଯାହା ପୁରୁଷଙ୍କ ପାଇଁ ଅପମାନ ବୋଲି…

ଥମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୯।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୧୪,୩୪୮ଟି ମାମଲା ସାମ୍ନାକୁ ଆସିଥିବାବେଳେ ୮୦୫ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ…

ଏହି ଦେଶରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସହ ସେଲ୍‌ଫି ନେବା ବେଆଇନ

ଦୁନିଆରେ ପ୍ରତ୍ୟେକ ଦେଶର ନିଜସ୍ବ ନୀତି, ନିୟମ ଏବଂ କାନୁନ ରହିଛି। ଅନେକ ଦେଶରେ କିଛି ଅଜବ ନିୟମ ଅଛି, ଯାହା ବିଷୟରେ ଜାଣିଲେ ବିଶ୍ୱାସ ହୁଏନି। ମାତ୍ର ଏହା ସତ। ଏଥି ସହିତ କେତେକ ଦେଶର ନିୟମ ଶୁଣିବା ମଧ୍ୟ…

ଖୁସି ଖବର ଦେଲେ ରୋନାଲଡୋ

ଲଣ୍ଡନ,୨୯।୧୦: ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଯମଜ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପର୍ତ୍ତୁଗାର୍ଲ ଫୁଟବଲ ଖେଳାଳି ରୋନାଲଡୋଙ୍କ ପୂର୍ବରୁ ୪ ସନ୍ତାନ ଅଛି। ସେ ଏବେ ଇଂରାଜୀ ଫୁଟବଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri