Home Left

ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶେହନାଜ ଗାଇଲେ ‘ତୁ ୟହିଁ ହୈ’; ଦେଖନ୍ତୁ ଭାବବିହ୍ବଳ କରୁଥିବା ଉକ୍ତ ଭିଡିଓ

ବମ୍ବେ: କଥିତ ପ୍ରେମିକ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଥିଲେ ପଞ୍ଜାବୀ ଗାୟିକା ତଥା ଅଭିନେତ୍ରୀ ଶେହନାଜ ଗିଲ। ବିଗ୍‌ବସ୍‌ ଘରୁ ଆରମ୍ଭ ହୋଇଥିବା ଏହି ପ୍ରେମକାହାଣୀରେ ହଠାତ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ସେବେଠାରୁ ସୋସିଆଲ ମିଡିଆରୁ ଗାଏବ ହୋଇଯାଇଥିଲେ…

ଗୁଜରାଟ ଗସ୍ତରେ ରାଷ୍ଟ୍ରପତି

ଗାନ୍ଧିନଗର,୨୯।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ଗୁଜରାଟର ଭବନଗର ଜିଲାରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଇଡବ୍ଲ୍ୟୁଏସ୍‌ ପାଇଁ ଆବାସ ଯୋଜନାର ଉଦଘାଟନ କରିବେ। ଏନେଇ ରାଷ୍ଟ୍ରୀୟ ଭବନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।…

ଶଙ୍ଖ ଧରିଲେ ବିଶ୍ୱରଞ୍ଜନ : ୨୦୧୯ ନିର୍ବାଚନରେ ବରୀରୁ ହୋଇଥିଲେ ଭାଜପା ବିଧାୟକ ପ୍ରାର୍ଥୀ

ବରୀ,୨୯।୧୦(ଡି.ଏନ୍‌.ଏ.): ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଶେଷରେ ଅନ୍ତ ଘଟିଛି। ୨୦୧୯ ନିର୍ବାଚନରେ ବରୀ ଭାଜପାରୁ ପ୍ରାର୍ଥୀ ହୋଇଥିବା ବିଶ୍ୱ ରଞ୍ଜନ ମଲ୍ଲିକ ଶୁକ୍ରବାର ବିଜେଡିରେ ଯୋଗ ଦେଇଛନ୍ତି। ଆନୁଷ୍ଠାନିକ ଭାବେ ରାଜ୍ୟ ବିଜେଡି କାର୍ଯ୍ୟାଳୟ ପରିସରରେ ଦଳରେ…

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦାରିଙ୍ଗବାଡ଼ି ଗସ୍ତକୁ ବିରୋଧ ଭୟ, କଂଗ୍ରେସ-ଭାଜପା କର୍ମୀଙ୍କୁ ନଜରବନ୍ଦୀ ରଖିଛି ପୋଲିସ

ଦାରିଙ୍ଗବାଡ଼ି,୨୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଦୁଇଦିନିଆ ଗସ୍ତରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଆସିଛନ୍ତି ା ମନ୍ତ୍ରୀ ଜେନା ଶୁକ୍ରବାର ପୂର୍ବାହ୍ନରେ ଉକ୍ତ ବ୍ଲକ ବ୍ରାହ୍ମଣୀଗାଁରେ କାର୍ଯ୍ୟକ୍ରମ ଚାଲିଥିବାବେଳେ ମଧ୍ୟାହ୍ନ ପରଠାରୁ…

ପୁଣି ଟାର୍ଗେଟ କଲେ ନବାବ: ବଲିଉଡକୁ ବଦନାମ କରିବାକୁ ଷଡଯନ୍ତ୍ର

ମୁମ୍ବାଇ,୨୯।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା ଏକ ଷଡଯନ୍ତ୍ର। ବଲିଉଡ୍‌କୁ ମହାରାଷ୍ଟ୍ର ବାହାରକୁ ଉଠାଇ ନେବାକୁ ଭାଜପା ଏହି ଷଡଯନ୍ତ୍ର ରଚିଛି। ବଲିଉଡକୁ ବଦନାମ କରିବାକୁ ଏହି ଷଡଯନ୍ତ୍ର କରାଯାଇଛି ବୋଲି ଏନ୍‌ସିବି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ…

ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ଖେଳାଳି ହୋଇପାରନ୍ତି ପାକିସ୍ତାନର ନୂଆ କୋଚ୍‌, କିଛି ଏଭଳି…

ଦୁବାଇ,୨୯।୧୦: ୨୦୧୧ ମସିହାରେ ଟିମ୍‌ ଇଣ୍ଡିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଏହି ସମୟରେ ଦଳର କୋଚ୍‌ ଥିଲେ ଦକ୍ଷିଣ ଆଫ୍ରିକାର ଗ୍ୟାରି କିର୍ଷ୍ଟେନ। ଏବେ ସେ ପାକିସ୍ତାନ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଥିବା କୁହାଯାଉଛି। ସେ ଦଳରେ…

ଟିଏମସିରେ ଯୋଗ ଦେଲେ ଅଭିନେତ୍ରୀ ନଫିସା ଅଲ୍ଲୀ

ପାଣାଜୀ,୨୯।୧୦:ଅଭିନେତ୍ରୀ ନଫିସା ଅଲ୍ଲୀ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଗୋଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୁଖ୍ୟ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ ଟିଏମସି ଗୋଆରେ ଲଢ଼ିବାକୁ ଯାଉଛି।…

ପିଲାର ଏମିତି ଅଜବ ନାମ ରଖିଲେ ମାତାପିତା, ଶୁଣିଲେ ମୁଣ୍ଡରେ ଦେବେ ହାତ

ସାଧାରଣତଃ ପିଲାଟିଏ ଜନ୍ମ ହେଲେ ପରିବାର ଲୋକେ ନାମକରଣ କରିଥାନ୍ତି। ଏଥିରୁ କେତେକ ନାଁ କୌତୂହଳ ସୃଷ୍ଟି କରିଥାଏ। ଏବେ ଇଣ୍ଡୋନେସିଆରେ ରହୁଥିବା ଜଣେ ନାବାଳକଙ୍କ ନାଁ ଶୁଣିଲେ ହସି ହସି ରହିବେ। ଏହି ନାଁକୁ ନେଇ ଚାରିଆଡ଼େ ଚର୍ଚ୍ଚା। ପିଲାଟିର…

ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ : ଗ୍ରୀଲ ଭାଙ୍ଗି ନେଇଗଲେ …

କୋକସରା,୨୯।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଟେମରା ହଂସପଡା ଗାଁର ପୂର୍ବତନ ବ୍ୟାଙ୍କ ମ୍ୟନେଜର ନରେନ୍ଦ୍ର ନାଏକଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି। ତାଙ୍କ ଘରୁ ୧୦ ଭରି ସୁନାଗହଣା, ୫୦ ତୋଳା ରୁପା ଗହଣା ଓ…

ପୁଅ ଗିରଫ ହେବା ପରେ ‘ମନ୍ନତ’ ଛାଡ଼ି ଚାଲି ଯାଇଥିଲେ ଶାହାରୁଖ; କାରଣ ଜାଣିଲେ…

ବମ୍ବେ: ଦୀର୍ଘ ତିନି ସପ୍ତାହ ପରେ କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନଙ୍କୁ ମିଳିଛି ଜାମିନ। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଥିଲେ ସେ। ନାମୀଦାମୀ ଓକିଲଙ୍କ ଦଲିଲ ପରେ କୋର୍ଟ ଶେଷରେ ଗୁରୁବାର ଜାମିନ ପ୍ରଦାନ କରିଥିଲେ।…

ମୁଣ୍ଡଳି ବ୍ୟାରେଜରୁ ଡେଇଁଥିବା ବ୍ୟକ୍ତିଙ୍କ ଏଯାଏ ମିଳୁନି ସନ୍ଧାନ

ବାରଙ୍ଗ,୨୯।୧୦(ଡି.ଏନ୍‌.ଏ.): ମୁଣ୍ଡଳି ବ୍ୟାରେଜରୁ ମହାନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କୁ ଶୁକ୍ରବାର ପୁଣି ଖୋଜାଖୋଜି ଆରମ୍ଭ ହୋଇଛି। ସକାଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖାଜାଖୋଜି ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲା ଦିଗପହଣ୍ଡିର ଚନ୍ଦ୍ରମଣି ତ୍ରିପାଠୀ ଗୁରୁବାର ଏକ ସ୍କୁଟି ଯୋଗେ…

ରୋମ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ରୋମ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୫ ଦିନିଆ ଇଟାଲୀ ଗସ୍ତାରେ ଯାଇ ରୋମ୍‌ରେ ପହଞ୍ଚିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ ବହୁଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଜି -୨୦ ଶିଖର ସମ୍ମିଳନୀ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri