Home Left

ସଲମାନଙ୍କୁ ଦଣ୍ଡ ଦେଲେ କାଟ୍ରିନା

ଟିଭିର ସବୁଠାରୁ ବିବାଦୀୟ ଶୋ’ ବିଗ ବସ ରେ ଗୋଟିଏ ପରେ ଗୋଟିଏ ଟୁଇଷ୍ଟ ଦେଖିବାକୁ ମିଳୁଛି। ନିକଟରେ ଶୋ’ର ନାମ ଏପିସୋଡରେ କାଟ୍ରିନା କୈଫ ଏବଂ ରୋହିତ ଶେଟ୍ଟୀ ସେମାନଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋଶନ ପାଇଁ ପହଞ୍ଚିଛନ୍ତି। ଏହି ଶୋ’ରେ…

୧୨ ହଜାର ବାୟୁସେନା କର୍ମଚାରୀଙ୍କ ଚାକିରି ଯିବ, ନେଇ ନାହାନ୍ତି କରୋନା ଟିକା…

ଓ୍ବାଶିଂଟନ,୩୧।୧୦: ଆମେରିକାର ୧୨ ହଜାର ବାୟୁସେନା କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ଯୋଜନା ଆରମ୍ଭ ହୋଇଛି। ସମ୍ପୃକ୍ତ କର୍ମଚାରୀମାନେ କରୋନା ଟିକା ନେଇ ନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କୁହାଯାଉଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କରୋନା ଟିକା ନେବାକୁ…

ଶେହନାଜଙ୍କ ଗୀତ ଶୁଣି ଭାବପ୍ରବଣ ହେଲେ ଆଫଗାନିସ୍ତାନ କ୍ରିକେଟର୍‌

ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସ୍ମୃତିରେ ଶେହନାଜ ଗିଲଙ୍କ ‘ତୁ ୟହିଂ ହୈ’ ଗୀତ ରିଲିଜ ହୋଇଛି। ଏହି ଗୀତ ଶୁଣିବା ପରେ ସିଦ୍ଧାର୍ଥ ଏବଂ ଶେହନାଜଙ୍କ ପ୍ରଶଂସକମାନେ ପୁଣି ଥରେ ଭାବପ୍ରବଣ ହୋଇପଡିଛନ୍ତି। ପ୍ରଶଂସକମାନେ ପୁଣିଥରେ ସିଦ୍ଧାର୍ଥଙ୍କୁ ମନେ ପକାଇଛନ୍ତି।…

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼: ୧୦୦ରୁ ଅଧିକ କଂଗ୍ରେସ କର୍ମୀ ଅଟକ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଉତ୍ତର ପ୍ରଦେଶର ଲଖିମପୁର ଖେରି ଘଟଣା ପରେ ବିବାଦୀୟ ହୋଇପଡ଼ିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ କଂଗ୍ରେସ ପକ୍ଷରୁ ତାଙ୍କୁ ଜୋରଦାର ବିରୋଧ କରାଯାଇଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା…

ଲୁହ ଛଳ ଛଳ ଆଖିରେ ପୁନିତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ବେଙ୍ଗାଲୁରୁ,୩୧।୧୦: କନ୍ନଡ ଚଳଚ୍ଚିତ୍ରର ସୁପରଷ୍ଟାର ପୁନିତ ରାଜକୁମାରଙ୍କ ରବିବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବେଙ୍ଗାଲୁରୁର କାନ୍ତିରଭା ଷ୍ଟୁଡିଓ ନିକଟରେ ପୂରା ରାଜକୀୟ ସମ୍ମାନରେ ଶେଷକୃତ୍ୟ କରାଯାଇଥିଲା। ସଂସ୍କାର ବେବେଳ ତାଙ୍କ ଝିଅ ଏବଂ ସ୍ତ୍ରୀ ଉପସ୍ଥିତ ଥିଲେ। ପୁଣେ ରାଜକୁମାର୨୯ ଅକ୍ଟୋବରରେ…

ସୋବଳାରେ ହାତୀ, ଲୋକେ ଭୟଭୀତ

ମହାକାଳପଡ଼ା,୩୧ା୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ସୋବଳା ଗାଁରେ ରବିବାର ଏକ ହାତୀକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗତ ୨୮ ତାରିଖରେ ଏହି ହାତୀ କେନ୍ଦ୍ରାପଡ଼ା ଜିଲାର ଡେରାବିଶ ବ୍ଲକର ଲକ୍ଷ୍ମୀନାରାୟଣପୁର ଗାଁରେ ଦେଖାଦେଇଥିଲା। ବନ ବିଭାଗ ଗୋଡ଼େଇ କଟକ…

ଭାରତକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

ଦୁବାଇ,୩୧।୧୦: ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଯିବ। ଉଭୟ ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ପାକିସ୍ତାନ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ୧୦ ଉଇକେଟ ଏବଂ କେନ…

ଗୁଳି କରିବା ପରେ ବୁଝିଲାନି ମନ, ପୁଣି ଯୁବକଙ୍କ ମୁଣ୍ଡକୁ କଟୁରିରେ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର ଅଫିସ,୩୧ା୧୦: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ମୁଣ୍ଡକୁ ଗୁଳି କରିବା ପରେ ଦୁର୍ବୃତ୍ତଙ୍କ ମନ ବୁଝିଲାନି ଯେ, ପୁଣି ଥରେ କଟୁରିରେ ହାଣିଛନ୍ତି। ଫଳରେ ଯୁବକଙ୍କ…

‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୧୫ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ଅନୁଷ୍ଠିତ ହୋଇଛି। ରାଜ୍ୟର ୨୪ ଜିଲାରୁ ମୋଟ ୧,୧୪୬ ବିଦ୍ୟାଳୟ ପାଇଁ ୧୫…

ମୋ ବସ୍‌ ସେବା ପାଇଁ କ୍ରୁଟ୍‌କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ସଫଳତାର ଆଉଏକ ପାହାଚ ଚଢିଛି କ୍ରୁଟ୍‌ (କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ)। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଅର୍ବାନ ମୋବିଲିଟି ଇନିସିଏଟିଭ୍‌ ସମ୍ମିଳନୀରେ ‘ମୋ ବସ୍‌’ ସେବା ପାଇଁ କ୍ରୁଟ୍‌କୁ ପୁରସ୍କୃତ…

ଝିଅ ପ୍ରେମ ବିବାହ କରିବାରୁ ନର୍ମଦାରେ ବୁଡ଼ାଇବା ସହ ଲଣ୍ଡା କଲେ ପିତା, ଆଉ ତା’ ପରେ…

ଭୋପାଳ,୩୧ା୧୦: ଜଣେ ଯୁବତୀ ଅନ୍ୟଜାତିର ଯୁବକଙ୍କୁ ପ୍ରେମ ବିବାହ କରିବାରୁ ଯୁବତୀଙ୍କ ପିତା ଶୁଦ୍ଧିକରଣ ପାଇଁ ନର୍ମଦା ନଦୀରେ ବୁଡ଼ାଇବା ସହ ଲଣ୍ଡା କରିଦେଇଛନ୍ତି। ଏପରି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୈତୁଲ ଜିଲାରେ। ଅନର କିଲିଂକୁ ଡରି ଏହି…

ବନ୍ୟପ୍ରାଣୀ ଆଇନ ସଂଶୋଧନ ନେଇ ସନ୍ଦେହ

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ଦିନକୁ ଦିନ ଓଡ଼ିଶା ସମେତ ଦେଶରେ ବନ୍ୟପ୍ରାଣୀ ଅପରାଧ ବଢ଼ିବାରେ ଲାଗିଛି। ଆଇନରେ ଥିବା ଗଳାବାଟରେ ଅପରାଧୀମାନେ ସହଜରେ ଖସିଯାଉଛନ୍ତି। ତେଣୁ ଆଇନକୁ କିପରି କଡ଼ାକଡ଼ି କରାଯାଇପାରିବ ସେନେଇ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବାବେଳେ ଏବେ କେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri