ରାଧେ ଶ୍ୟାମ’ ରିଲିଜର ପ୍ରଥମ ଦିନରେ ମିଳିଲା ଏଭିଳି ପ୍ରତିକ୍ରିୟା, ୟୁଜର୍ସ କହିଲେ ଡିଜାଷ୍ଟର…
ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ’ ଆଜି ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗରୁ ଟିକେଟ୍ ବୁକିଂ ମଧ୍ୟ ହୋଇଥିଲା। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ…
ରାସ୍ତାକଡ଼ରେ ବେଲୁନ୍ ବିକୁଥିବା ଏହି ଯୁବତୀଙ୍କ ଜୀବନ ବଦଳାଇଲା ସୋସିଆଲ ମିଡିଆ; ପାଲଟିଲେ ଷ୍ଟାର୍
ଆଜିକାଲି ସମୟରେ ସୋସିଆଲ ମିଡିଆର କ୍ରେଜ ଅଧିକ। ସେଥିପାଇଁ ତ ବିଶ୍ୱ ତଥା ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ଅନେକେ ପ୍ରତିଭା ଏହା ଜରିଆରେ ଲୋକଲୋଚନକୁ ଆସୁଛନ୍ତି। ସେମାନେ ରାତାରାତି ଷ୍ଟାର ପାଲଟୁଛନ୍ତି ମଧ୍ୟ। ଉଦାହରଣ ସ୍ବରୂପ ରାନୁ ମଣ୍ଡଳଙ୍କଠାରୁ…
୫ରାଜ୍ୟର ଫଳାଫଳ ପରେ ସଙ୍କଟରେ କଂଗ୍ରେସ
ନୂଆଦିଲ୍ଲୀ,୧୧।୩: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ କଂଗ୍ରେସରେ ବଡ଼ ସଙ୍କଟ ଦେଖାଦେଇଛି। ବର୍ତ୍ତମାନ ସଂସଦର ଉପର ଗୃହ (ରାଜ୍ୟ ସଭା)ର ସଂଖ୍ୟା ଉପରେ ବିଶେଷ ପ୍ରଭାବ ପଡ଼ିବା ସହ କଂଗ୍ରେସ ବିରୋଧୀ ଦଳର ନେତା ମାନ୍ୟତା…
ସହକାରୀ କୃଷି ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ
ବ୍ରହ୍ମପୁର ଅଫିସ,୧୧ା୩: ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଲୁନା ମହାନ୍ତି ଶୁକ୍ରବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତ ସହକାରୀ କୃଷି ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ…
ୟୁପି ପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍ରେ ଗୁଜୁରାଟ
ଅହମଦାବାଦ,୧୧।୩: ୫ଟି ରାଜ୍ୟ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍ରେ ରହିଛି ଗୁଜରାଟ। ଚଳିତ ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏହାପୂର୍ବରୁ ଭାଜପା ନିଜର ଅଣ୍ଟା ଭିଡ଼ିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଗୃହ…
୪ କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ଜବତ, ବନ୍ଧା ହେଲେ ୪ ଅଭିଯୁକ୍ତ
ବ୍ରହ୍ମପୁର ଅଫିସ,୧୧ା୩: ଅବକାରୀ କମିଶନର ଆଶିଷ ସିଂ ଓ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଟିମ୍ ଶୁକ୍ରବାର ପୃଥକ ୩ଟି ସ୍ଥାନରୁ ୪ କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ସହ ଏକ ଟ୍ରକ…
ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ
ବାନ୍ଦିପୋରା,୧୧।୩: ଉତ୍ତର କାଶ୍ମୀର ବାନ୍ଦିପୋରା ଜିଲାର ଗୁରେଜ ସେକ୍ଟରରେ ଶୁକ୍ରବାର ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ କୋ-ପାଇଲଟ ଗଭୀର ଆହତ ହୋଇଥିବା ଜଣାପଡ଼ିଛି। ଆହତ ପାଇଲଟଙ୍କୁ ଉଦ୍ଧାର…
ମନିଷାଙ୍କ ପ୍ରେମରେ ପାଗଳ ଥିଲେ ନାନା ପାଟେକର; ହେଲେ କରିପାରିଲେନି ବିବାହ
ବମ୍ବେ: ବଲିଉଡ୍ରେ ଅନେକ ପ୍ରେମକାହାଣୀ ଶୁଟିଂ ସେଟ୍ରୁ ଗଢ଼ି ଉଠିଥିଲେ ହେଁ ପରେ ଭାଙ୍ଗି ଯାଇଛି। ସେଭଳି ଗୋଟିଏ ହେଲା ନାନା ପାଟେକର ଏବଂ ମନିଷା କୋଇରାଲାଙ୍କ ଲଭ୍ଷ୍ଟୋରୀ। ଏକ ସମୟରେ ପରସ୍ପରର ପ୍ରେମରେ ପାଗଳ ଥିଲେ ଦୁହେଁ। ସେମାନେ ବିବାହ…
ନକଲି ଡାକ୍ତରଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ
ଭୁବନେଶ୍ୱର,୧୧।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ତାଙ୍କ ମିଛ ଧରିବା ପାଇଁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ବୁଧବାର ଲାଏ ଡିଟେକ୍ସନ କରାଯିବ । ଏ ନେଇ…
ମୋ ପାଇଁ ଖାଲ ଖୋଳୁଥିବା ଲୋକେ ୧୦ ଫୁଟ ତଳେ ସମାଧି ନେଇଗଲେ: ସିଦ୍ଧୁ
ଚଣ୍ଡିଗଡ଼,୧୧ ।୩: ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ବହୁ ଦିନ ଧରି ଦଳ କନ୍ଦଳ ଲାଗି ରହିଥିବା ବେଳେ ଏବେ ସେଠାରେ ବାଜି ମାରିଛି ଆମ ଆଦମୀ…
‘ପୃଥ୍ୱିରାଜ’ର ରିଲିଜ୍କୁ ନେଇ ଉତ୍ସାହିତ ଅଛନ୍ତି ମାନୁଷୀ
ମୁମ୍ବାଇ: ଡେବ୍ୟୁଟେଣ୍ଟ ମାନୁଷୀ ଛିଲ୍ଲର ଏବେ ଖୁବ୍ ଖୁସି ଅଛନ୍ତି । ଅକ୍ଷୟ କୁମାରଙ୍କ ସହ ଅଭିନୀତ ତାଙ୍କର ପ୍ରଥମ ଫିଲ୍ମ ‘ପୃଥ୍ୱିରାଜ’ ଗୋଟିଏ ସପ୍ତାହ ପୂର୍ବରୁ ରିଲିଜ୍ ହେବାକୁ ଯାଉଛି । ମାନୁଷୀ କହିଛନ୍ତି ଯେତେବେଳେ ମୁଁ ଜାଣିଲି ଯେ…
ନାଏବ ସରପଞ୍ଚ ନିର୍ବାଚନ ବେଳେ ଗୋଷ୍ଠୀ ସଂଘର୍ଷ
କେସିଙ୍ଗା,୧୧।୩: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରେ ଏହା ଉଗ୍ର ରୂପ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଫଳରେ ଉଭୟ ଗୋଷ୍ଠୀର ଆହତ ହୋଇଥିବା ଜଣାପଡିଛି।…

