Home Left

ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଛାତ୍ର

ରାଉରକେଲା,୩୧ା୧୦(ଡି.ଏନ): ନଦୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ପାଣିରେ ବୁଡ଼ି ନିଖୋଜ ହୋଇଛନ୍ତି। ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ ଥିବା ଛାତ୍ର ବିବେକ ସିଂହ ରାଉରକେଲାର…

ରାସ୍ତା ନିର୍ମାଣ ନ ହେବାରୁ ଇସ୍ତଫା ଦେଲେ ବିଧାୟକ

ଲକ୍ଷ୍ନୌ,୩୧।୧୦: ସମାଜବାଦୀ ପାର୍ଟିର ବିଧାୟକ ରାକେଶ ପ୍ରତାପ ସିଂ ଆମେଠିଙ୍କ ଗୌରିଗଞ୍ଜ ଆସନରୁ ବିଧାୟକ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭାର ଅଧ୍ୟକ୍ଷ ହୃଦୟ ନାରାୟଣ ଦୀକ୍ଷିତଙ୍କୁ ଦେଇଛନ୍ତି। ଏହା ସହିତ ସେ ହଜରତଗଞ୍ଜରେ ଅବସ୍ଥିତ…

ଟି-୨୦ ବିଶ୍ୱକପ୍‌ ମଝିରେ କ୍ରିକେଟ୍‌କୁ ଅଲବିଦା କହିଲେ ସବୁଠୁ ସଫଳ ଅଧିନାୟକ

ଦୁବାଇ,୩୧।୧୦: ଆଫଗାନିସ୍ତାନ କ୍ରିକେଟର୍‌ ଅସଘର ଆଫଗାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ମଧ୍ୟ ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଆଫଗାନିସ୍ତାନ ଦଳରେ ସାମିଲ ହୋଇଛନ୍ତି । ତାଙ୍କୁ ଉଭୟ ମ୍ୟାଚ ଖେଳିବାର ସୁଯୋଗ ମଧ୍ୟ ମିଳିଥିଲା। ଆଫଗାନିସ୍ତାନ…

ଓଡ଼ିଶୀ ପୋଷାକର ରୂପକାର

ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ବେଶ ପରିପାଟିର ସ୍ବତନ୍ତ୍ର ପରିଚୟ ରହିଥାଏ। ତେବେ ପୋଷାକ ତିଆରିରେ ଏମିତି ଜଣେ ରୂପକାର ଯେକି ଏଥିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ହେଲେ ଭାଗୀରଥି ଦାସ। ପିତା କୁଳମଣି ଦାସ। କିନ୍ତୁ ଭାଗୀରଥିଙ୍କୁ…

ଝୋଟ କାରିଗରି

ଓଡ଼ିଶାର ଯେଉଁସବୁ କଳାକାରିଗରି ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି ସେଥିରେ ଝୋଟର ରହିଛି ଏକ ସ୍ବତନ୍ତ୍ର ସ୍ଥାନ। ଝୋଟ ପାଇଁ ବିଶେଷକରି ଉପକୂଳ ଅଞ୍ଚଳର ବିଭିନ୍ନ ଜାଗାରେ ନଳିତା ଚାଷ କରାଯାଏ। ଯେଉଁଥିରୁ ଝୋଟ ସଂଗ୍ରହ କରାଯାଏ। ହସ୍ତଶିଳ୍ପ କାରିଗରମାନେ ଝୋଟରେ…

ବିରାଟ କୋହଲିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌

ଦୁବାଇ,୩୧।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିର ମ୍ୟାଚ ସେମିଫାଇନାଲରେ ପହଞ୍ଚିବା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରୁ ଏହି ମ୍ୟାଚ ଖେଳାଯିବ। ଟସ  ୭ଟାରେ ଅନୁଷ୍ଠିତ ହେବ। ଯେଉଁ ଦଳ ଏହି ମ୍ୟାଚ…

ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଖୁବ୍‌ ଶୀଘ୍ର ସ୍କୁଲ ଖୋଲିପାରେ। ଦୀପାବଳି ପରେ ଯେକୌଣସି ସମୟରେ ସରକାର ଏ ସଂପର୍କରେ ନିଷ୍ପତ୍ତି ନେଇ ପାରନ୍ତି। ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ସେ…

ଭାରତୀୟ କ୍ରିକେଟ୍‌ ଇତିହାସରେ ଆଜି ଏକ ଖାସ୍‌ ଦିନ

ଭାରତୀୟ କ୍ରିକେଟ୍‌ ଇତିହାସରେ ଅନେକ ସ୍ମରଣୀୟ ଇତିହାସ ଅଛି। ସେଥିମଧ୍ୟରୁ ୩୧ ଅକ୍ଟୋବରରେ ମଧ୍ୟ ଏକ ଘଟଣା ଘଟିଥିଲା। ଭାରତୀୟ କ୍ରିକେଟ ଇତିହାସରେ ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର। ଠିକ ୩୪ବର୍ଷ ପୂର୍ବେ ଆଜି ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଚେତନ ଶର୍ମା…

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଦାରିଙ୍ଗବାଡି/ ଫୁଲବାଣୀ,୩୧।୧୦(ଡି.ଏନ୍‌.ଏ.)ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କନ୍ଧମାଳ ଜିଲା ଗସ୍ତରେ ଥିବା ଅବସରରେ ମନ୍ତ୍ରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ବର୍ତ୍ତମାନ ଫୁଲବାଣୀ ସର୍କିଟ ହାଉସରେ ବିଶ୍ରାମ ନେଉଛନ୍ତି। ଏକ…

ବିପୁଳ ପରିମାଣର ମଦ, ଗୁଟ୍‌ଖା ଜବତ: ୪ ଗିରଫ

ପାରଳାଖେମୁଣ୍ଡି,୩୧।୧୦: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଶନିବାର ଆନ୍ଧ୍ର-ଓଡ଼ିଶା ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ରାଣିପେଣ୍ଠା ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ସହ ଗୁଟ୍‌ଖା ଜବତ ହୋଇଥିଲା। ବେଆଇନ ଭାବେ ଚାଲାଣ…

କ୍ୟାଣ୍ଡେଲ ହୋଲ୍ଡର୍‌

ଆଲୋକର ପର୍ବ ଦୀପାବଳିରେ ଘରକୁ ସୁନ୍ଦରଭାବେ ସଜାଇବା, ଦୀପ, କ୍ୟାଣ୍ଡେଲ ଜଳାଇ ଘରକୁ ଆଲୋକମୟ କରିବାକୁ ସମସ୍ତେ ଚାହାନ୍ତି। ତେବେ ଏଥର ଦୀପାବଳିରେ କ୍ୟାଣ୍ଡେଲକୁ ଯଦି କିଛି ଆକର୍ଷଣୀୟ ଡେକୋରେଟିଭ୍‌ କ୍ୟାଣ୍ଡେଲ ହୋଲ୍ଡର ଭିତରେ ଜଳାଇବେ ଦେଖିବେ ଘରର ସୌନ୍ଦର୍ଯ୍ୟ ନିଶ୍ଚିତଭାବେ…

ଦୀପାବଳିରେ କେମିତି ହେବ ଧନପ୍ରାପ୍ତି

ସୁଖ ସମୃଦ୍ଧିର ପ୍ରତୀକ ହେଉଛି ଦୀପାବଳି ପର୍ବ। ଏହା ପୂର୍ବରୁ ପଡ଼ିଥାଏ ଧନ୍‌ତେରାସ୍‌। କୁହାଯାଏ, ଧନ୍‌ତେରାସ୍‌ ହେଉ ଅବା ଦୀପାବଳି ଦିନ ଯଦି ସୁନା ରୁପା ଅଳଙ୍କାର କିଣାଯାଏ କିମ୍ବା କୌଣସି ନୂଆ ଜିନିଷକୁ କିଣି ଘରକୁ ଅଣାଯାଏ ତା’ହେଲେ ମହାଲକ୍ଷ୍ମୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri