ଡିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା, ଡେଟ୍ ଫାଇନାଲ
ମୁମ୍ବାଇ: ଏବେ ବଲିଉଡରେ ଚାଲିଛି ବିବାହ ଋତୁ । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏହି କ୍ରମରେ ବେଶି ଚର୍ଚ୍ଚାରେ ଅଛି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ । ଏମାନଙ୍କ ବିବାହର…
ଭାରି ଭଲ ଲାଗୁଛନ୍ତି ଜସ୍ମିନ୍
ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ପାରିବାରିକ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ରୁ ଲୋକପ୍ରିୟ ହୋଇଥିଲେ ଅଭିନେତା ମୋହସିନ ଖାନ୍। ସେଥିରେ ଶିବାଙ୍ଗୀ ଜୋଶିଙ୍କ ସହ ତାଙ୍କ ଯୋଡ଼ି ଦର୍ଶକଙ୍କ ହୃଦୟ ଜିତିଥିଲା। ଏବେ କିନ୍ତୁ ଉଭୟ ଶୋ’…
ବିବାହ ଭୋଜିରେ ଅତିଥିଙ୍କ ଠାରୁ ପ୍ଲେଟ ପିଛା ୭,୩୦୦ ଟଙ୍କା ଦାବି କଲେ ନବଦମ୍ପତି, ଚର୍ଚ୍ଚାରେ…
ୱାଶିଂଟନ,୧୨।୧୧: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ବିବାହରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବନ୍ଧନରେ ବାନ୍ଧି ହୋଇଥିବା ଦମ୍ପତି ତାଙ୍କ ବିବାହରେ ଯୋଗ ଦେଇଥିବା ଅତିଥିଙ୍କ ଠାରୁ ପ୍ଲେଟ୍ ପିଛା ୭,୩୦୦ ଟଙ୍କା ଦାବି କରିଥିଲେ। ନିଜ ବିବାହ ଖର୍ଚ୍ଚ ଭରଣା କରିବାକୁ ସେମାନଙ୍କ…
ଫେସ୍ବୁକ୍ ଖୋଲିଲେ ଚାପୁଡ଼ା
ସୋସିଆଲ ମିଡିଆ ମଧ୍ୟରୁ ଫେସ୍ବୁକ ହେଉଛି ଅନ୍ୟତମ। ଏହା ୟୁଜରମାନଙ୍କର ସବୁଠୁ ପସନ୍ଦ। ମାତ୍ର ଜଣେ ବ୍ୟକ୍ତି ଏଥିରୁ ମୁକ୍ତି ପାଇବା ପାଇଁ ଜଣେ ମହିଳାଙ୍କୁ ୨୦୧୨ରୁ ନିଯୁକ୍ତି ଦେଇଛନ୍ତି। କାରଣ ଯେତେବେଳେ ସେ ଫେସ୍ବୁକ୍ ଖୋଲି ସମୟ ନଷ୍ଟ କରିବେ…
ସୁନ୍ଦରୀ ସ୍ତ୍ରୀଙ୍କୁ ହଟ୍ ପ୍ରେମିକା, ମଝିରେ ଗୋବିନ୍ଦା
ବମ୍ବେ: ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି ନିର୍ମାତା କରନ ଜୋହର। ଏହାର ନାଁ ‘ମେରା ନାମ ଗୋବିନ୍ଦା’। ଫିଲ୍ମର ପ୍ରମୁଖ ଭୂମିକାରେ ନଜର ଆସିବେ ବିକ୍କି କୌଶଲ, କିଆରା ଆଡଭାଣୀ, ଭୂମି ପେଡନେକର। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କରନ୍ ପୋଷ୍ଟର…
ଏମିତି ବି ଆସେ ମୃତ୍ୟୁ, ଫଟୋ ଦେଖିଲେ ଆଖିରେ ଆସିଯିବ ଲୁହ
ଭୋପାଳ,୧୨।୧୧: ମଧ୍ୟପ୍ରଦେଶର ସାଗର ଜିଲାରେ ଫୁଟପାଥରେ ବେଲଣା କାଠି ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବିକ୍ରି କରୁଥିବା ଅବସ୍ଥାରେ ସେ ଟଳିପଡିଥିଲେ। ଏଭଳି ହୃଦୟ ବିଦାରକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବୃଦ୍ଧଙ୍କ ପରିବାର ଦାରିଦ୍ର୍ୟ ସହ…
ପ୍ରିୟଙ୍କାଙ୍କ ସ୍ଲୋଗାନ୍କୁ ତାତ୍ସଲ୍ୟ କଲେ ସ୍ମୃତି
ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦% ସିଟ୍ରେ ମହିଳା ପ୍ରାର୍ଥୀ ଦେବାକୁ ଗତ ମାସରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଛନ୍ତି। ଏଥିସହ ସେ ସ୍ଲୋଗାନ ଦେଇଥିଲେ ‘ଲଡକି ହୁଁ, ଲଢ ସକତି ହୁଁ’ । ଶୁକ୍ରବାର ଏନେଇ…
୧୫ ରୁ ୧୬ ମଧ୍ୟରେ ନାମଲେଖା, ୧୭ରୁ ପାଠପଢା
ଭୁବନେଶ୍ବର,୧୨।୧୧(ବ୍ୟୁରୋ): ବିଏଡ ଓ ବିଏଚଇଡି ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ୧୫ ରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ୧୭ରୁ ପାଠପଢା ଆରମ୍ଭ ହେବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…
ଖୋର୍ଦ୍ଧାରେ ବଢୁଛି ମାଦକ ଦ୍ରବ୍ୟ କାରବାର
ଖୋର୍ଦ୍ଧା ଅଫିସ,୧୨ା୧୧: ଖୋର୍ଦ୍ଧାରେ ବ୍ରାଉନସୁଗାର ପରେ ମାଦକଦ୍ରବ୍ୟ କାରବାର କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ଏକ ରାକେଟ କାର୍ଯ୍ୟ କରୁଛି। ନାମୀଦାମୀ ବିଦେଶୀ କମ୍ପାନୀ ନାଁରେ ନକଲିି ମଦ ବଜାରରେ ବିକ୍ରି ହେଉଛି। ଏହାର ଚେର ଗଞ୍ଜାମରୁ ଖୋର୍ଦ୍ଧା ପର୍ଯ୍ୟନ୍ତ…
୨ ଖାସ୍ ଯୋଜନାର ଶୁଭାରମ୍ଭ କଲେ ମୋଦି
ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇଟି ପଦକ୍ଷେପ – ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରିଟେଲ ଡାଇରେକ୍ଟ ସ୍କିମ ଏବଂ ସମନ୍ବିତ ଲୋକପାଳ ଯୋଜନା ଆରମ୍ଭ କରିଛନ୍ତି। ଏହି ସମୟରେ ମୋଦି ମଧ୍ୟ କରୋନା…
ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବଲାଙ୍ଗୀର ବନ୍ଦ
ବଲାଙ୍ଗୀର ଅଫିସ,୧୨।୧୧: ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି କ୍ରମରେ ଶୁକ୍ରବାର ବଲାଙ୍ଗୀରରେ ବନ୍ଦ ପାଳନ ଜୋରଦାର ହୋଇଛି । ସକାଳୁ…
୨ ଆତଙ୍କବାଦୀ ନିହତ
ଶ୍ରୀନଗର,୧୨।୧୧: ଦକ୍ଷିଣ କଶ୍ମୀରର କୁଲଗାମର ଚାୱାଲଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛି। ନିହତ ଆତଙ୍କବାଦୀଙ୍କ ନିକଟରୁ ସୁରକ୍ଷା ବାହିନୀ ବହୁ ପରିମାଣର ଗୁଳି ଓ ଏକେ୪୭ ରାଇଫଲ ଜବତ…
Archives


