Home Left

ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ

କର୍ଲାମୁଣ୍ଡା,୧୨।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବେ ଛଅ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏଥିରେ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ , ଯୁବ କଂଗ୍ରେସ ବ୍ଲକ ସଭାପତି…

ସୁନ୍ଦରଗଡ଼ରେ ମମିତା ତାତି

ସୁନ୍ଦରଗଡ,୧୨।୧୧(ଡି.ଏନ୍‌.ଏ.): ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ସୁନ୍ଦରଗଡ଼ରେ ଶାନ୍ତିପୂର୍ଣ୍ଣ ଭାବେ ଦେଖିବାକୁୁ ମିଳିଛି। ହାଇକୋର୍ଟଙ୍କ ଆଦେଶ ମୁତାବକ କଂଗ୍ରେସ କର୍ମୀମାନେ ପିକେଟିଂ ନ କରି ଡିଆରଡିଏ ଛକରେ…

୧ କୋଟି ଟଙ୍କାର ସୁନା ବାଣ୍ଟିଲେ ଏହି ଅଭିନେତା

ତାମିଲ ସିନେମାର ଜଣାଶୁଣା ଅଭିନେତା ସୁରିଆ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏଥାରକମ ଥୁନିନ୍ଦହାଭାନ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିର୍ଦ୍ଦେଶକ ପାଣ୍ଡିରାଜଙ୍କ ସହ ଏହି ଫିଲ୍ମର ଶୁଟିଂ ମଧ୍ୟ ଶେଷ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ପାଣ୍ଡିରାଜ ନିଜେ ନିଜ…

ସୋନିଆଙ୍କୁ ଭେଟିଲେ ପାଇଲଟ୍‌

ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ କ୍ୟାବିନେଟ ଅଦଳବଦଳକୁ ନେଇ ଚର୍ଚ୍ଚା ଚାଲୁଛି। ତେବେ ଶୁକ୍ରବାର ବରିଷ୍ଠ ନେତା ସଚିନ ପାଇଲଟ୍‌ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ସେ ଦିଲ୍ଲୀ ଆସି ସୋନିଆଙ୍କ ସହ ତାଙ୍କ ବାସଭବନରେ ଦୀର୍ଘ ସମୟ ଧରି…

ଭାରତ ସହ ଭଲ ସମ୍ପର୍କ ଚାହୁଁଛି ତାଲିବାନ

କାବୁଲ,୧୨।୧୧: ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ଭାରତକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେଶ ଆଖ୍ୟା ଦେଇଛି। ତାଲିବାନ ଭାରତ ସହ ଭଲ କୂଟନୈତିକ ସମ୍ପର୍କ ଚାହୁଁଛି। ଆଫଗାନିସ୍ତାନ ସମ୍ବନ୍ଧରେ ଭାରତରେ ଆୟୋଜିତ ହୋଇଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ସ୍ତରୀୟ ବୈଠକକୁ ନେଇ…

ଗୁରୁତର ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ଡାକ୍ତରଖାନା ନେଲେ ମହିଳା ଇନ୍ସପେକ୍ଟର, ଛୁଟୁଛି ପ୍ରଶଂସାର ସୁଅ

ଚେନ୍ନାଇ,୧୨ା୧୧: ତାମିଲନାଡୁର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଏହି ସମୟରେ ଏଠାରୁ ଏକ ହୃଦୟକୁ ଛୁଇଁଗଲା ପରି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ଇନ୍ସପେକ୍ଟର ଗଛ ପଡ଼ି ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ…

ପୁଣି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ଥାଇଲାଣ୍ଡ ଉପକୂଳରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହା ଧିରେ ଧିରେ ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ଗତି କରିବ। ଯାହାର ପ୍ରଭାବରେ ଶନିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏ ନେଇ ଭୁବେନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା…

କରୋନା ମୃତକଙ୍କ ସ୍ମୃତିରେ ଦେଶର ପ୍ରଥମ ସ୍ମାରକୀ

ହାଇଦ୍ରାବାଦ,୧୨।୧୧: କରୋନା ସଂକ୍ରମଣରେ ନିହତ ହୋଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ତେଲେଙ୍ଗାନାର ଏକ ଗ୍ରାମରେ ଦେଶରେ ଏହାର ପ୍ରଥମ ସ୍ମୃତି ସ୍ମାରକୀ ଉଦଘାଟନ କରାଯାଇଛି। ଏହି ସ୍ମାରକୀ ରାଜନ୍ନା ସିରସିଲା ଜିଲାର ରାଜନ୍ନାପେଟ ଗ୍ରାମରେ ପ୍ରତିଷ୍ଠା କରାଯାଇଛି। ଭାରତ ତଥା ବିଦେଶରେ ଅବସ୍ଥାପିତ…

ଜନ୍ମଦିନରେ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଲେ ଆର୍ଯ୍ୟନ

ମୁମ୍ବାଇ,୧୨ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୨୮ ଦିନ ପରେ ଜେଲରୁ ମୁକୁଳିଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ୧୨ ନଭେମ୍ବର ଅର୍ଥାତ୍ ଶୁକ୍ରବାର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଏହାରି ଭିତରେ…

କଙ୍ଗନାଙ୍କ ପଦ୍ମଶ୍ରୀ ଫେରାଇ ନିଅନ୍ତୁ କେନ୍ଦ୍ର ସରକାର: ନୱାବ ମଲିକ

ମୁମ୍ବାଇ,୧୨ ।୧୧: କଂଗ୍ରେସ ପରେ ଏବେ ବଲିଉଡ୍‌୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ସରକାରଙ୍କ ବହୁ ଚର୍ଚ୍ଚିତ ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ । କଙ୍ଗନା ଏକ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଆସିଛନ୍ତି ଚର୍ଚ୍ଚାକୁ…

ଦିବ୍ୟଶଙ୍କରଙ୍କୁ ବହିଷ୍କାର କରାଯାଉ

ପାଟଣା,୧୨।୧୧(ସ୍ବ. ପ୍ର.): ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏ ନେଇ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯…

ନୂଆ ଆଇନ: ଅଫିସ ଛାଡ଼ିବା ପରେ କର୍ମଚାରୀଙ୍କୁ ଆଉ କଲ୍‌ କରିପାରିବେନି ମାଲିକ

ଲିସ୍‌ବନ,୧୨ା୧୧: ପ୍ରାୟତଃ କର୍ମଚାରୀମାନେ ଅଫିସରୁ ଘରକୁ ଯିବା ପରେ ମଧ୍ୟ ମାଲିକଙ୍କ ଫୋନ୍‌ କଲ୍‌ ଏବଂ ମେସେଜ୍‌ ଯୋଗୁ ଅସୁବିଧାରେ ପଡ଼ିଥାନ୍ତି। ଏଥି ସହିତ ଗତ ଦୁଇବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁ ଘରୁ କାମ କରିବା ଅଭ୍ୟାସ ଯଥେଷ୍ଟ ବୃଦ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri