ଭାଜପା ସମର୍ଥକଙ୍କୁ ଧମକ ଦେଲେ ଟିଏମ୍ସି ବିଧାୟକ: ଭିଡିଓ ଭାଇରାଲ
କୋଲକତା,୨୯।୩: ପଶ୍ଚିମବଙ୍ଗରେ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଳି ତୁଟିବାର ନାଁ ଧରୁନି। ବିଧାନସଭାରେ ବି ଭାଜପା ଏବଂ ତୃଣମୂଳ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଭାଜପା ଆଇଟି ସେଲ୍ ଦାୟିତ୍ୱରେ ଥିବା ଅମିତ ମାଲଭିଆ ମଙ୍ଗଳବାର ଟୁଇଟର୍ରେ…
ପଠାନ ଫିଲ୍ମକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ
ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ କହିଛନ୍ତି ପଠାନ ଫିଲ୍ମକୁ ସେ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି…
ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ରୋକ ଲାଗିଛି। ରାଜ୍ୟରେ ରବିବାର କରୋନା ଆଉ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୧୨୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ…
ସବୁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆର୍ଆର୍ଆର୍
ମୁମ୍ବାଇ: ଚଳିତ ସପ୍ତାହ ଫିଲ୍ମ ପ୍ରେମୀଙ୍କ ପାଇଁ ବଡ ଖୁସିର ସପ୍ତାହ ଥିଲା । କାରଣ ଏସଏସ ରାଜମୌଳିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍ଆର୍ଆର୍’ ଶେଷରେ ରିଲିଜ ହୋଇଯାଇଛି । ଏହା ରିଲିଜର ପ୍ରଥମ ସପ୍ତାହ ଶେଷରେ ୫୦୦ କୋଟି ଟଙ୍କା…
ସର୍ମ୍ପକୀୟଙ୍କୁ ନିର୍ଧୁମ ଛେଚିଲେ ଦମ୍ପତି
ନୋଏଡା,୨୯।୩: ଜଣେ ଦିବ୍ୟାଙ୍ଗ ସର୍ମ୍ପକୀୟଙ୍କୁ ରାସ୍ତା ମଝିରେ ଅତି ନୃଶୁଂସ ଭାବେ ନିର୍ଧୁମ ମାଡ଼ ଛେଚିଲେ ଦମ୍ପତି। ଉକ୍ତ ମାଡ଼ମରାର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ…
‘ ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି ଚିନ୍ତା କରି ନ ଥିଲି’
ମୁମ୍ବାଇ,୨୯।୩ : ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି କଦାପି ଚିନ୍ତା କରି ନ ଥିଲି । ଏଭଳି କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପୂର୍ବତନ ସଦସ୍ୟ ୟୁଜବେନ୍ଦ୍ର ଚହଲ। ଏଥର ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବାକୁ ଯାଉଥିବା ଲେଗ୍…
କାରକୁ ପଛରେ ପକାଇଲେ ସାଇକେଲ ଚାଳକ, ହ୍ୟାଣ୍ଡେଲରୁ ହାତଛାଡି…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଚାଷୀଙ୍କ ଜୀବନ ନେଲା ୧୧ କେଭି ବିଦ୍ୟୁତ୍ ତାର
ବରଗଡ଼ ଅଫିସ,୨୯।୩: ବରଗଡ଼ ଜିଲା ଟାଉନ ଥାନା ଅଧୀନ କଲାପାଣି ଛକ ନିକଟସ୍ଥ ଚାଷଜମି ଉପରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମଙ୍ଗଳାବର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଲାପାଣି ଛକରେ ରହୁଥିବା…
ଆମ୍ବୁଲାନ୍ସ ଟ୍ରିପ ମାମଲାରେ ଗିରଫ ହେଲେ ଭାଜପା ନେତା
ମାଉ(ଉତ୍ତରପ୍ରଦେଶ),୨୯।୩: ଉତ୍ତରପ୍ରଦେଶ ପୋଲିସ ମଙ୍ଗଳବାର ଭାଜପା ନେତା ଡ. ଅଲକା ରାଇ ଏବଂ ତାଙ୍କ ଭାଇ ଶେଷନାଥ ରାଇଙ୍କୁ ମୁଖ୍ତାର ଅନସାରି ଆମ୍ବୁଲାନ୍ସ ମାମଲାରେ ଗିରଫ କରିଛି। ଜେଲରୁ ଗ୍ୟାଙ୍ଗଷ୍ଟର ଅନସାରିଙ୍କୁ ପଞ୍ଜାବ କୋର୍ଟ ନେବା ପାଇଁ ଭାଜପା ନେତା ଏକ…
ଇମ୍ରାନଙ୍କୁ ମାଙ୍କଡ଼ ସହ ତୁଳନା କଲେ ମରୀୟମ
ଇସଲାମାବାଦ୍,୨୯।୩: ପାକିସ୍ତାନରେ ରାଜନୈତିକ ସଙ୍କଟ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଚେୟାରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ଅନେକ ବିରୋଧୀଦଳ ନେତା ତାଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ଏହି କ୍ରମରେ ପାକିସ୍ତାନର ବିରୋଧୀ ଦଳ ପିଏମ୍ଏ-ଏନ୍ର ଜାତୀୟ ଉପାଧ୍ୟକ୍ଷା…
ଟ୍ରକକୁ ପଛରୁ ପିଟିଲା ମିନି ଟ୍ରକ: ଘଣ୍ଟାଏ ପରେ ଉଦ୍ଧାର ହେଲେ ଚାଳକ
ପାଟଣା,୨୯।୩(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ପେଟ୍ରୋଲ ପମ୍ପ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଏକ ମିନି…
ହାଇଓ୍ବେରେ ପଛକୁ ପଛ ବାଡେଇ ହେଲା ୬୦ ଗାଡ଼ି
ପେନ୍ନସିଲଭେନିଆ,୨୯।୩: ଆମେରିକାର ପେନ୍ନସିଲଭେନିଆ ହାଇଓ୍ବେରେ ପଛକୁ ପଛ ବାଡ଼େଇ ହୋଇ ୫୦ରୁ ୬୦ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ପ୍ରବଳ ତୁରଷାପାତ ଯୋଗୁ ସ୍କୁକିଲ କାଉଣ୍ଟିରେ ଇଣ୍ଟରଷ୍ଟେଟ୍ ୮୧ ହାଇଓ୍ବେରେ ସୋମବାର ସକାଳ ପ୍ରାୟ ୧୦ଟା ୩୦ରେ ଏଭଳି ଭୟଙ୍କର ସିରିଜ୍ ଦୁର୍ଘଟଣା…

