କରୋନା ଟିକା ନେଇ ନ ଥିବା ଲୋକଙ୍କ ପାଇଁ ୟୁରୋପରେ ଲକଡାଉନ
ଇସେଲ୍ସ,୨୧ ।୧୧: ଏବେ କରୋନା ମହାମାରୀର କେନ୍ଦ୍ର ହୋଇଛି ୟୁରୋପ । ଏହାର ବିଭିନ୍ନ ଦେଶରେ ବେଳକୁ ବେଳ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ୱାସ୍ଥ୍ୟ ସଙ୍କଟକୁ ଦେଖି ଟିକା ନେଇଥିବା ଓ ଟିକା ନ ନେଇଥିବା…
ଲଘୁ ଖଣିଜ ଦ୍ରବ୍ୟ ଲୁଟ ଅଣାୟତ୍ତ
ରଗଡି,୨୧ା୧୧(ଡି.ଏନ.ଏ.): ବ୍ୟାସନଗର ତହସିଲରେ ମୂଲ୍ୟବାନ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବନ୍ଦ ହେବା ଦିଶୁନାହିଁ। ବିଭାଗୀୟ ଅଧିକାରୀଙ୍କ ସହଯୋଗ ରହୁଥିବାରୁ ଏହି ବେଆଇନ କାର୍ଯ୍ୟ ଅଣାୟତ୍ତ ହୋଇପଡ଼ିଛି। ଏହି ତହସିଲର ପଛିକୋଟ ରାଜସ୍ବ ନିରୀକ୍ଷକ (ଆରଆଇ) ଅଧୀନ ଜଙ୍ଗଲ ଓ ସରକାରୀ…
ପୁରୁଣା ନ ସରୁଣୁ ନୂଆ ପ୍ରସ୍ତାବ
ଯାଜପୁର ଅଫିସ,୨୧ା୧୧: ନଦୀ ଅବବାହିକାରୁ ଉଚ୍ଚ ଚାଷଜମିକୁ ଜଳସେଚନ କରିବାକୁ ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରୁ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। କିନ୍ତୁ ଦୀର୍ଘ ବର୍ଷ ହେଲା ଏହା କେବଳ ଠିକାଦାର ପୋଷା ନୀତିରେ ଚାଲିଥିବା ଚାଷୀ…
‘ନ୍ୟାୟପାଳିକାର ଚାପ କମାଇବ ମଧ୍ୟସ୍ଥତା କେନ୍ଦ୍ର’
କଟକ ଅଫିସ,୨୧ା୧୧: ବିଭିନ୍ନ ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଗଲେ ନ୍ୟାୟପାଳିକା ଉପରୁ ଚାପ କମିପାରିବ। ସେହିପରି ଓଡ଼ିଶାରେ ମାମଲା ରୁଜୁ କରୁଥିବା ପକ୍ଷମାନେ ମାମଲାକୁ ଅଧିକ ଦିନ ଧରି ଗଡ଼ାଇ ଚାଲିବା ଅପେକ୍ଷା ଆପୋସ ସମାଧାନ ପାଇଁ ଅଧିକ ଶ୍ରେୟ ମଣିବେ।…
ଶିକ୍ଷା ହାସଲ କରି ପାରନ୍ତି ନାହିଁ ଏମାନେ …..
ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ କହିଛନ୍ତି, କେଉଁ ପ୍ରକାରର ପିଲା ଶିକ୍ଷା ହାସଲ କରି ପାରନ୍ତି ନାହିଁ। ଏହା ସହ କେଉଁ ପ୍ରକାର ଲୋକେ…
ଏମିତି ଟଏଲେଟ୍, ଯାହାର ଦାମ୍ ଆଉ ସୁବିଧା ଜାଣିଲେ…
ଜାପାନ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନକୌଶଳରେ ବହୁତ ଆଗୁଆ ବୋଲି ସମସ୍ତେ ଜାଣନ୍ତି। ବୁଲେଟ୍ ଟ୍ରେନ୍ ନିର୍ମାଣଠାରୁ ଆରମ୍ଭ କରି ଟଏଲେଟ୍ ପର୍ଯ୍ୟନ୍ତ ସବୁଥିରେ ଆଶ୍ଚର୍ଯ୍ୟ କଲା ଭଳି କଳାକୌଶଳ ଭରି ରହିଥାଏ। ଏବେ ଜାପାନ ଏମିତି ଏକ ଟଏଲେଟ୍ ତିଆରି…
ଡିଜନିର ପ୍ରଚ୍ଛଦ ସ୍ୱର କଳାକର ୱିଲ ରିୟାନଙ୍କ ପରଲୋକ
ୱାଶିଂଟନ,୨୧ ।୧୧: ଡିଜନି କ୍ୟାରେକ୍ଟରର ପ୍ରଚ୍ଛଦ ସ୍ୱର କଳାକାର ଭାବେ ବେଶ ଜଣାଶୁଣା ୱିଲ ରିୟାନଙ୍କ ପରଲୋକ ହୋଇଛି । ହଲିଉଡ ରିପୋର୍ଟରର ସୂଚନା ଅନୁଯାୟୀ ୧୯ ନଭେମ୍ବରରେ ତାଙ୍କର ପରଲୋକ ହୋଇଛି । ବେଶ କିଛିଦିନ ହେବ କ୍ୟାନସରରେ ପୀଡ଼ିତ…
ଉଦୟପୁରରେ କଙ୍ଗାରୁ କୋର୍ଟ
ନୟାଗଡ଼ ଅଫିସ,୨୧ା୧୧: ନୟାଗଡ଼ ସଦର ଥାନା ଅଧୀନ ଦୁର୍ଦ୍ଦୁରା ପଞ୍ଚାୟତର ଉଦୟପୁର ଗାଁରେ କଙ୍ଗାରୁ କୋର୍ଟର ଜୁଲମ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଛି। ଗାଁରେ ଖଟ ବୁଲାଇ ଜଣେ ବ୍ୟକ୍ତିଙ୍କୁ ଚୋର କହି କଙ୍ଗାରୁ କୋର୍ଟରେ ୫ ଲକ୍ଷ ଟଙ୍କା ଜରିମାନା…
ଏମ୍ଏସ୍ପିକୁ ନେଇ କୃଷକ ସଙ୍ଗଠନର ବୈଠକ ଆଜି: ୨୯ରେ ସଂସଦ ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି
ନୂଆଦିଲ୍ଲୀ,୨୧ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନ ପୂର୍ବରୁ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା କଥା ଘୋଷଣା କରିଥିଲେ । ଏହାପରେ ସିନ୍ଧୁ ସୀମାରେ ପଞ୍ଜାବର କୃଷକ ସଙ୍ଗଠନ ବୈଠକ ଡାକିଥିଲା । ଏଥିରେ ସ୍ଥିର କରାଯାଇଛି କି ୨୨…
ଛୋଟ ପିଲାକୁ ଏଭଳି ଶିଖାଉଛି କୁକୁର
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ସୂଚନାର ମାଧ୍ୟମ ପାଲଟିଛି ଟିଭି
ପରିବର୍ତ୍ତିତ ପୃଥିବୀ ସହିତ ସୂଚନା ଏବଂ ମନୋରଞ୍ଜନର ମାଧ୍ୟମରେ ପରିବର୍ତ୍ତନ ହେବାରେ ଲାଗିଛି। ଏପରିସ୍ଥଳେ ସାମ୍ପ୍ରତିକ ସମାଜରେ ଟେଲିଭିଜନ ଘରେ ଘରେ ସୂଚନା ପହଞ୍ଚାଇବା ସହିତ ସହଜ ମନୋରଞ୍ଜନର ଏକ ମାଧ୍ୟମ ପାଲଟିଛି। ଟେଲିଭିଜନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ…
ଦିଲ୍ଲୀ ମେଟ୍ରୋ, ଡିଟିସି ବସରେ ଠିଆ ହୋଇ କରିପାରିବେ ଯାତ୍ରା
ନୂଆଦିଲ୍ଲୀ,୨୧ ।୧୧: ଦିଲ୍ଲୀ-ଏନ୍ସିଆରରେ ବାୟୁ ପ୍ରଦୂଷଣର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ଘରୋଇ ଯାନବାହାନର ବହୁଳ ବ୍ୟବହାର ଏପଟେ ବାୟୁ ପ୍ରଦୂଷଣକୁ ଦେଖପ ଦିଲ୍ଲୀ ସରକାର ଶନିବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Archives


