ସ୍ତ୍ରୀଙ୍କ ସହ ଫଟୋ ଶେୟାର କରି ହୃଦୟ ଛୁଆଁ କଥା କହିଲେ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କୁ ପାଓ୍ବାରଫୁଲ୍ କପଲ୍ ଆଖ୍ୟା ଦିଆଯାଇଛି। ଉଭୟ ପ୍ରାୟତଃ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରିବାକୁ ଦ୍ୱିଧା କରନ୍ତି ନାହିଁ। ଅନୁଷ୍କା ବିରାଟଙ୍କ ସହ ସର୍ବଦା ଦୃଢ଼ ଭାବରେ ଠିଆ…
ଚତୁର୍ଥଥର ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ହଲିଉଡ ଅଭିନେତ୍ରୀ ତଥା ଗାୟିକା ଜେନିଫର ଲୋପେଜ ଖୁବ୍ଶୀଘ୍ର ଚତୁର୍ଥ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ୫୨ ବର୍ଷୀୟା ଜେନିଫର୍ ଏକ ବିନ୍ଦାସ ଜୀବନଶୈଳୀ ବଞ୍ଚନ୍ତି। କରନ୍ତି। ସେ ଖୁବ୍ଶୀଘ୍ର ଖ୍ୟାତିସମ୍ପନ୍ନ ହଲିଉଡ ଅଭିନେତା ବେନ ଆଫ୍ଲେକଙ୍କୁ ବିବାହ…
ମୋଦିଙ୍କ ସହ ଯୋଗୀଙ୍କ ଫଟୋ ଏବେ ଚର୍ଚ୍ଚାରେ, ସମାଲୋଚନା କଲେ ଅଖିଳେଶ
ଲକ୍ଷ୍ନୌ,୨୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସରଗରମ ହେଲାଣି ରାଜନୀତି । ସମସ୍ତ ଦଳୀୟ ନେତା ବିରୋଧିଙ୍କୁ ଟାର୍ଗେଟ କରୁଥିବା ବେଳେ କେତେଜଣ ନେତା ତାଙ୍କ ସରକାରରେ କ’ଣ ସବୁ କରାଯାଇଥିଲା ତାହା ଆଲୋଚନା କରୁଥିବା…
ଶୌଚ ପାଇଁ ଯାଇ ଆଉ ଘରକୁ ଫେରିଲେନି ଯୁବକ
ସୁନ୍ଦରଗଡ଼,୨୧।୧୧(ଡି.ଏନ୍.ଏ.): ସୁନ୍ଦରଗଡ ଜିଲା ଉଜ୍ବଳପୁର ରେଞ୍ଜ ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ରଷ୍ଟି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ରଷ୍ଚି ଗ୍ରାମର ଜଣେ ଯୁବକ ଶୌଚ ପାଇଁ ଯାଉଥିବା ସମୟରେ ଜଙ୍ଗଲୀ ହାତୀ କଚାଡି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ…
ଡେବ୍ୟୁ ଟେଷ୍ଟରେ ମୁଣ୍ଡରେ ଲାଗିଲା ବଲ୍: ହସ୍ପିଟାଲ୍ରେ ଏହି କ୍ରିକେଟର୍
ଗଲ,୨୧।୧୧: ୱେଷ୍ଟଇଣ୍ଡିଜ ଦଳ ୨ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସିରିଜର ପ୍ରଥମ ଟେଷ୍ଟ ଦୁଇ ଦେଶ ମଧ୍ୟରେ ଆଜିଠାରୁ ଗଲରେ ଆରମ୍ଭ ହୋଇଛି । କିନ୍ତୁ ପ୍ରଥମ ଦିନରେ ପଡ଼ିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୱେଷ୍ଟଇଣ୍ଡିଜ…
ସମୁଦ୍ର ମଝିରେ ଗର୍ଲଫେଣ୍ଡଙ୍କୁ ମୁଦି ପିନ୍ଧାଇଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୧।୧୧: ଟି -୨୦ ବିଶ୍ୱକପ ୨୦୨୧ ଶେଷ ହୋଇଛି। ଏହାର କିଛି ଦିନ ପରେ ଇଂଲଣ୍ଡ କ୍ରିକେଟର ସାମ ବିଲିଙ୍ଗସ ତାଙ୍କ ଗର୍ଲଫ୍ରେଣ୍ଡ ସାରା କେଣ୍ଟଲିଙ୍କ ସହ ନିର୍ବନ୍ଧ ଶେଷ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଟି -୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ…
ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେଉଁଠି, କେମିତି ଦେଖିବେ ମ୍ୟାଚ୍
କୋଲକତା,୨୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି କୋଲକତାରେ ଖେଳାଯିବ। ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜ ଜିତିସାରିଛି। ଏବେ ସିରିଜ୍ କ୍ଲନ୍ସୁଇପ୍ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ। ସାରେ କାକରର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ,…
ସିନ୍ଙ୍କ ଚମତ୍କାର କାରନାମା: ମାତ୍ର ୩୬ ରନ୍ରେ ନେଲେ ୧୦ ଉଇକେଟ
କେପ୍ଟାଉନ୍,୨୧।୧୧: ଭାରତର ମହାନ ସ୍ପିନର୍ ଅନିଲ କୁମ୍ବଲେ ଟେଷ୍ଟ ମ୍ୟାଚ୍ର ଗୋଟିଏ ଇନିଂସରେ ୧୦ ଉଇକେଟ ନେଇଥିବା ସ୍ମୃତି ଆଜିବି ସମସ୍ତଙ୍କ ହୃଦୟରେ ସତେଜ ରହିଛି। ୧୯୯୯ରେ ସେ ପାକିସ୍ତାନ ବିପକ୍ଷ ଟେଷ୍ଟର ଗୋଟିଏ ଇନିଂସରେ ୧୦ ଉଇକେଟ ନେଇଥିଲେ। ଏବେ…
ପଟିଆଲାରୁ ନିର୍ବାଚନ ଲଢିବେ କ୍ୟାପଟେନ
ଚଣ୍ଡିଗଡ଼,୨୧ ।୧୧: ପଞ୍ଜାବରେ ଲାଗି ରହିଥିବା ରାଜନୈତିକ ଟଣାଭିଡା ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଟିଆଲାରୁ ୨୦୨୨ ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟୁଇଟରରେ…
ଟିକାକରଣ ପ୍ରମାଣପତ୍ର ନ ଥିଲେ ରାଶନ ମନା…
ଆଲୀଗଡ଼,୨୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଉତ୍ତରପ୍ରଦେଶ ଆଲୀଗଡ଼ ପ୍ରଶାସନ ପକ୍ଷରୁ ଅଭିନବ ନିର୍ଦ୍ଦେଶ ଲାଗୁ ହୋଇଛି। ରାଶନ ନେବାକୁ ଆସୁଥିବା ଲୋକଙ୍କୁ ଏବେ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଟିକାକରଣ…
କ୍ରିକେଟର୍ ଟିମ୍ ପେନ୍ଙ୍କ ଖରାପ କାର୍ଯ୍ୟ ଦେଖି ମୁହଁ ଖୋଲିଲେ ସ୍ତ୍ରୀ
ସିଡନୀ,୨୨।୧୧: ଆଶେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଉଇକେଟ କିପର ତଥା ପୂର୍ବତନ ଅଧିନାୟକ ଟିମ ପେନ୍ଙ୍କୁ ଝଟ୍କା ଲାଗିଛି। ପେନ୍ଙ୍କ ନାଁରେ ଜଣେ ଯୁବତୀଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ଏବଂ ମେସେଜ୍ ପଠାଇବା ଅଭିଯୋଗ ହୋଇଛି। ଫଳରେ ତାଙ୍କୁ ଅଧିନାୟକ ପଦରୁ…
ଗୋରୁ ବୋଝେଇ ଡାଲା ଅଟୋ ଜବତ
ଆରଡି,୨୧।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ ଓଳଗ ନିକଟରେ ଏକ ଗୋରୁ ବୋଝେଇ ଡାଲା ଅଟୋକୁ ରବିବାର ପୋଲିସ ଜବତ କରିଛି । ଏଥି ସହିତ ୫ଟି ଗୋରୁଙ୍କୁ ଗୋଶାଳାକୁ ପଠାଇବାର ବ୍ୟବସ୍ଥା କରିଛି। ସୂଚନା…
Archives


