Posted inଫୁରସତ

କାରକୁ ପଛରେ ପକାଇଲେ ସାଇକେଲ ଚାଳକ, ହ୍ୟାଣ୍ଡେଲରୁ ହାତଛାଡି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ସାଇକେଲ ଚାଳକଙ୍କୁ ୨ ହାତ ହ୍ୟାଣ୍ଡେଲରୁ ଛାଡି ମୁଣ୍ଡରେ ଏକ ଗଣ୍ଠିଲି ମୁଣ୍ଡାଇ ବଙ୍କା ଟଙ୍କା ରାସ୍ତାରେ ସାଇକେଲ ଚଲାଉଥିବା ଦେଖିବାକୁ ମିଳୁଛି । ସେ ଖୁବ୍‌ ସୁନ୍ଦର ଭାବରେ ଏଭଳି ଷ୍ଟଣ୍ଟ କରୁଛନ୍ତି ଯେ, କାର ଚାଳକଙ୍କୁ ପଛରେ ପକାଇ ଦେଇଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

https://twitter.com/susantananda3?ref_src=twsrc%5Egoogle%7Ctwcamp%5Eserp%7Ctwgr%5Eauthor


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ପାଇଁ ୧୦ କିମି ରାସ୍ତା ମରାମତି କଲେ ୮୫ ଛାତ୍ରୀଛାତ୍ର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଔରଙ୍ଗାବାଦ୍‌,୧୫।୧: ପାଠପଢ଼ାକୁ ସମାଜ ମଙ୍ଗଳ କାର୍ଯ୍ୟରେ ଲଗାଇବା ଅତି ଗୁରୁତ୍ୱପୂର୍ଣ୍ଣ। କେତେକ ଏଥିରେ ଅସଫଳ ରହିଥାନ୍ତି। ତେବେ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଜିଲାର ଡଭଣ୍ଡି ଗାଁରେ ସ୍କୁଲକୁ...

କରୋନାରେ ହାରିଗଲା ଜୀବନ: କାହା କୋଳରେ ଆଖି ବୁଜିଲେ ପୁଅ ତ କାହା ବାହୁ ବନ୍ଧନରେ ଚାଲିଗଲା ସ୍ବାମୀଙ୍କ ପ୍ରାଣ

ମହାମାରୀ କରୋନାର ଦ୍ୱିତୀୟ ଲହର ଭାରତ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଛି। ପ୍ରଭାବିତ ରାଜ୍ୟଗୁଡ଼ିକର କିଛି ଫଟୋ ଭାଇରାଲ ହେବା କ୍ଷଣି ଆଖି ଓଦା କରୁଛି।...

ସ୍କର୍ଟ ପିନ୍ଧି ଅଫିସ ଆସିଲେ ମହିଳା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ରୁଷର ଏକ କର୍ମ୍ପାନୀ ଏବେ ତା’ର ଏକ ନିଆରା ଚିନ୍ତାଧାରା ପାଇଁ ଆସିଛି ଚର୍ଚ୍ଚାକୁ। ଟେଟପ୍ରୋଫ୍‌ ନାମକ ଏକ ଆଲୁମିନିୟମ ଉତ୍ପାଦନ କମ୍ପାନୀ ମହିଳା କର୍ମଚାରୀଙ୍କ...

ପ୍ରତି ମହିଳା ୬ ସନ୍ତାନ ପ୍ରସବ କରିବାକୁ କହିଲେ ରାଷ୍ଟ୍ରପତି

କାରାକସ,୫।୩: ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା ହୋଇ ଦେଖାଦେଇଥିବା ବେଳେ ଏବେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମଦୁରୋ ଏମିତି ଏକ ବୟାନ ଦେଇଛନ୍ତି ଯାହା...

ଭାଲୁ କୋଳରେ ବସିଗଲେ ଏହି ଯୁବତୀ, ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଆଜିକାଲି ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଲୋକମାନଙ୍କ ଲୋକ ଟାଙ୍କୁଡି ଉଠିବ। ଏହି ଭିଡିଓରେ ଜଣେ...

କେଶ କାଟୁଥିବାବେଳେ କାନ୍ଦିଲେ କ୍ୟାନସର ରୋଗୀ, ହେୟାର ଷ୍ଟାଇଲିଷ୍ଟ ନେଲେ ଏମିତି ପଦକ୍ଷେପ: ଦେଖନ୍ତୁ ଭାବପ୍ରବଣ ଭିଡିଓ

କିଛି ଲୋକଙ୍କ ହୃଦୟ ଅତ୍ୟନ୍ତ ସରଳ। ଏପରି ବ୍ୟକ୍ତି ଛୋଟ ଜିନିଷ ଉପରେ ଭାବପ୍ରବଣ ହୋଇପଡନ୍ତି। ଅନେକ ଅସୁବିଧା ସତ୍ତ୍ୱେ ସେମାନେ ଅନ୍ୟମାନଙ୍କ ମୁହଁରେ ହସ...

ନିଜ ସୁରକ୍ଷା ନିଜେ କରିବା ଆବଶ୍ୟକ: ନାଭ୍ୟା

ଅନେକ ସମୟରେ ଦେଖାଯାଏ ଝିଅ ହିଁ ଝିଅର ଶତ୍ରୁ ହୋଇଥାଏ। ତେଣୁ ଏଭଳି ଭାବନାରୁ ଦୂରେଇରହିବା ଜରୁରୀ। ସମସ୍ତଙ୍କ ପ୍ରତି ସମାନ ମନୋଭାବ ଆଣିବା ଆବଶ୍ୟକ।...

ଫୁଟୁଥିବା ତେଲ କଡ଼େଇରେ ହାତ ପୁରାଇ ଗ୍ରାହକଙ୍କୁ ପକୁଡ଼ି ଦେଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week