Home Left

ଭୋପାଳ-ଇନ୍ଦୋରରେ କମିଶନରେଟ୍‌ ବ୍ୟବସ୍ଥା ଲାଗୁ ହେବ…

ଭୋପାଳ,୨୧।୧୧: ମଧ୍ୟପ୍ରଦେଶର ଦୁଇଟି ବଡ ମହାନଗର ଇନ୍ଦୋର ଏବଂ ଭୋପାଳରେ ପୋଲିସ କମିଶନର ବ୍ୟବସ୍ଥା ଲାଗୁ ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଏହି ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ଆଇପିଏସ ଅଧିକାରୀଙ୍କ ପୁରୁଣା ଦାବି ପୂରଣ ହୋଇଛି।…

ବିବାହ କରିବାକୁ ମନା କରିବାରୁ ଯୁବକଙ୍କ ମୁହଁରେ ଏସିଡ୍‌ ପକାଇଲେ ବିବାହିତା ମହିଳା…

ଥିରୁଭାନନ୍ତପୁରମ୍‌,୨୧।୧୧: କେରଳର ଇଡୁକ୍କି ଜିଲାର ଜଣେ ମହିଳାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଜଣେ ଯୁବକଙ୍କୁ ଏସିଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଥିରୁଭାନନ୍ତପୁରମ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମହିଳା ଜଣକ ଦୁଇ…

ଋଷିକୂଲ୍ୟା ନଦୀରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ ବେଳେ ୨ ଗାଡ଼ିକୁ ଧରିଲେ ଗ୍ରାମବାସୀ

ଛତ୍ରପୁର,୨୧।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ନଦୀର ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ନେଇ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା। ପ୍ରଶାସନ ନ ଶୁଣିବାରୁ ଶେଷରେ ଗ୍ରାମବାସୀ ବେଆଇନ ଭାବେ ଛତ୍ରପୁର ଥାନା ଗୋବା…

ପ୍ରଥମ ଦରମା ପାଇବା ପରେ ମା’ ଭଗବତୀଙ୍କ ଦର୍ଶନ କରିଥିଲି: ବିଜୟଲକ୍ଷ୍ମୀ ପାଣିଗ୍ରାହୀ

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତ ଅଧୀନସ୍ଥ ରୁଆପଡ଼ା ଗାଁରେ ମୋ ଜନ୍ମ। ନରେନ୍ଦ୍ରପୁର ଉଚ୍ଚବିଦ୍ୟାଳୟରୁ ୧୯୯୫ରେ ଦଶମ ପାସ୍‌ କରି ବାଣପୁରରେ ଥିବା ମାମୁ ଘରେ ରହି ଗୋଦାବରୀଶ ମହାବିଦ୍ୟାଳୟରେ ପଢ଼ିଥିଲି। ସେଠାରୁ ସଂସ୍କୃତ ସମ୍ମାନରେ ସ୍ନାତକ…

ଆମିଷ ବଜାର ଚଳଚଞ୍ଚଳ: ଜମୁଛି ବେପାର

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଆଜି ଛାଡ଼ଖାଇ। ପରମ୍ପରା ଅନୁସାରେ ପୂର୍ଣ୍ଣିମା ପରଦିନ ଛାଡ଼ଖାଇ । ହେଲେ ଗତକାଲି ଶନିବାର ଥିବାରୁ ଅଧିକାଂଶ ଘରେ ଆମିଷ କରାଯାଇ ନ ଥାଏ। ଏ ନେଇ ରବିବାର ଛାଡ଼ଖାଇ ପାଳନ ହେଉଛି । ପୂଣ୍ୟମାସରେ ଜୀବହତ୍ୟା ନିଷିଦ୍ଧ ମନା…

ରାଶନ ସାମଗ୍ରୀ ପାଇଁ ୪୦ କି.ମି.

ବଇଣ୍ଡା,୨୧।୧୧(ଡି.ଏନ.ଏ.)  ରହୁଛନ୍ତି ଗୋଟିଏ ପଞ୍ଚାୟତରେ। ଭୋଟର ପରିଚୟପତ୍ର ଅଛି ଅନ୍ୟ ପଞ୍ଚାୟତରେ। ଏହି କାରଣରୁ ୧୫ ପରିବାର ହେଉଛନ୍ତି ହଇରାଣ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନେ ସାମିଲ ଥିଲେ ମଧ୍ୟ ଟଙ୍କିକିଆ ଚାଉଳ ଆଣିବାକୁ ସେମାନଙ୍କୁ ୪୦ କିଲୋମିଟର ଦୂର ଯିବାକୁ…

ଉଇଗରଙ୍କୁ ନିର୍ଯାତନା, ଗୁପ୍ତ କ୍ୟାମେରା ଦ୍ୱାରା ଭିଡ଼ିଓ ଭାଇରାଲ…

ବେଜିଂ,୨୧।୧୧: ଚାଇନାର ରାଷ୍ଟ୍ରପତି ଶି ଜିନ୍‌ ପିଙ୍ଗ୍‌ଙ୍କ ସରକାରଙ୍କ ପକ୍ଷରୁ ଉଇଗରଙ୍କ ଉପରେ ନିର୍ଯାତନା ଜାରି ରହିଛି। ଏବେ ଗୁପ୍ତ କ୍ୟାମେରା ଦ୍ୱାରା ଶୁଟିଂ ହୋଇଥିବା ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଜିନଜିଆଙ୍ଗ ପ୍ରଦେଶର ନଜର ବନ୍ଦୀ ଶିବିରରେ  ଉଇଗର…

ଅଭିନୟ ଦେଇଛି ପରିଚୟ

ନିଶା ତାଙ୍କର ଅଭିନୟ ମାତ୍ର ପେସାରେ ଜଣେ ବହି ଦୋକାନୀ । ଦୀର୍ଘ ୫ ଦଶନ୍ଧି ଧରି ସେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ବିଭିନ୍ନ ନାଟକରେ ଅଭିନୟ କରିଛନ୍ତି। ପୁଣି ଏକାଧିକ ନାଟକକୁ ନିର୍ଦ୍ଦେଶନା ଦେଇସାରିଛନ୍ତି। ନାଟ୍ୟକଳାକୁ ନେଇ ତାଙ୍କର ଅନେକ…

ଟ୍ରାଏ କରନ୍ତୁ କୁଲ୍‌ କାର୍ଟୁନ୍‌ ପ୍ରିଣ୍ଟ, ଆଉ ଦେଖନ୍ତୁ…

ଷ୍ଟ୍ରାଇପ୍‌, ପୋଲ୍‌କା ଡଟ୍‌, ଆନିମଲ ପ୍ରିଣ୍ଟ, ଫ୍ଲୋରାଲ ପ୍ରିଣ୍ଟ ଭଳି ପ୍ୟାଟର୍ନର ପୋଷାକ ତ ସମସ୍ତେ ପିନ୍ଧନ୍ତି। ହେଲେ କାର୍ଟୁନ୍‌ ପ୍ରିଣ୍ଟର ପୋଷାକ ବହୁତ କମ୍‌ ପିନ୍ଧନ୍ତି। ଖାଲି ପୋଷାକ ନୁହେଁ ଏହି ପ୍ରିଣ୍ଟର ଫ୍ୟାଶନେବଲ ଆସେସରୀଜ୍‌ ବି ମିଳୁଛି। ଏହି…

ଭିନ୍ନ ଏଇ ପରମ୍ପରା

ଜୀବନକୁ ସରସସୁନ୍ଦର କରିବା ପାଇଁ ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପରମ୍ପରାମାନ ପାଳନ କରାଯାଇଥାଏ। କିନ୍ତୁ ଏମିତି ବି କିଛି ନିଆରା ପରମ୍ପରା ରହିଛି, ଯାହା ଆମକୁ ବେଶ୍‌ ଅଜବ ଲାଗିଲେ ବି କେତେକ ସମ୍ପ୍ରଦାୟର ଲୋକେ ଏବେ ବି ଏହାକୁ…

ଏହି ୪ ରାଶିର ଯୁବତୀଯୁବକଙ୍କୁ ୩୦ ବର୍ଷ ଯାଏ କରିବାକୁ ପଡ଼େ ସଂଘର୍ଷ; ପରେ ପାଦ ଚୁମେ ସଫଳତା

ସଫଳତା ପାଇବାକୁ ହେଲେ ପ୍ରତ୍ୟେକ ମଣିଷକୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏଥିପାଇଁ କାହାକୁ କମ୍‌ ତ କାହାକୁ ଅଧିକ ସମୟ ଲାଗିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କାହାକୁ କେତେବେଳେ ଏବଂ କେମିତି ସଫଳତା ମିଳିବ ତାହା ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଉପରେ ନିର୍ଭର…

ଘରେ ବହୁତ ମଶା ହେଉଛନ୍ତି କି? ଜାଣନ୍ତୁ ଘଉଡ଼ାଇବାର ଘରୋଇ ଉପାୟ

ଘରେ ମଶା ହେବାଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ, ଚିକେନ୍‌ଗୁନିଆ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ରହିଥାଏ। ତେଣୁ ଆମେ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ କେମିକାଲ୍‌ ଯୁକ୍ତ ମଶାମରା କଏଲ୍‌ ବା ଲିକ୍ୟୁଡିର ବ୍ୟବହାର କରିଥାଉ। କିନ୍ତୁ ଏହି କେମିକାଲ୍‌ ଯୁକ୍ତ ମଶାମରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri