ସବୁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆର୍‌ଆର୍‌ଆର୍‌

ମୁମ୍ବାଇ: ଚଳିତ ସପ୍ତାହ ଫିଲ୍ମ ପ୍ରେମୀଙ୍କ ପାଇଁ ବଡ ଖୁସିର ସପ୍ତାହ ଥିଲା । କାରଣ ଏସଏସ ରାଜମୌଳିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଶେଷରେ ରିଲିଜ ହୋଇଯାଇଛି । ଏହା ରିଲିଜର ପ୍ରଥମ ସପ୍ତାହ ଶେଷରେ ୫୦୦ କୋଟି ଟଙ୍କା ବ୍ୟବସାୟ କରିସାରିଛି । ମେଗା ପାୱାର ଷ୍ଟାର ରାମଚରଣ ଓ ଜୁନିୟର ଏନଟିଆରଙ୍କ ଏହି ପ୍ୟାନ ଇଣ୍ଡିଆ ଫିଲ୍ମ କଳ୍ପନା ଓ ଇତିହାସର ଏକ ବିଚାରଶୀଳ ସମ୍ମେଳନ । ଦର୍ଶକ ଥିଏଟର ବାହାରକୁ ଆସି ରାମଚରଣଙ୍କ ଦମଦାର ପରଫରମାନ୍ସ ଦେଖି ମନ୍ତ୍ରମୁଗ୍ଧ ହୋଇଯାଉଛନ୍ତି । ତାଙ୍କ କ୍ୟାରେକ୍ଟର ଆର୍କକୁ ଦେଖି ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି ।
କୁହାଯାଉଛି ରାମ ଚରଣ ଯେଉଁଭଳି ଭାବେ ତାଙ୍କ ଆଖି ଓ ଶରୀରର ଭାଷା ମାଧ୍ୟମରେ ପ୍ରତି ସଟରେ ପରଫେକ୍ଟ ଅଭିନୟ କରିଛନ୍ତି ତାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଛି । ପୋଲିସ ଅବତାର ଠରୁ ସ୍ୱାଧିନତା ସଂଗ୍ରାମୀ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି ରାମଚରଣ । ଦର୍ଶକଙ୍କ ମତ ରାମ ଚରଣଙ୍କ ଟ୍ରାଞ୍ଜିଶନକୁ ଦେଖିଲେ ଆଖି ପେରାଇ ଆଣି ହେଉନି । ଦର୍ଶକେ ଲଗାତାର ଜୟ ଶ୍ରୀରାମ ଜପ କରିବା ଆରମ୍ଭ କରି ଦେଇଛନ୍ତି । କୁହାଯାଉଛି ଆଗାମୀ ଦିନରେ ଆର୍‌ଆର୍‌ଆର୍ ସମସ୍ତ ରେକର୍ଡ ଭାଙ୍ଗି ଦେଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଦିନେ ଶିକ୍ଷକ ପିଟୁଥିଲେ ବୋଲି ଅମିତାଭ କରୁଥିଲେ ଏହି କାମ

ମୁମ୍ବାଇ: କୌନ ବନେଗା କୋରଡ଼ପତି ସିଜନ-୧୩ରେ ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କ ପିଲାଦିନର କଥା ଶେୟାର କରିଛନ୍ତି। ଶୋ’ରେ ଜଣେ ପ୍ରତିଯୋଗୀ ଅମିତାଭଙ୍କୁ ତାଙ୍କ...

କଙ୍ଗନାଙ୍କ ସବୁଠାରୁ ବଡ ଫ୍ଲପ ମୁଭି ହେଲା ‘ଧାକଡ’

ମୁମ୍ବାଇ: କଙ୍ଗନାଙ୍କ ରାଶି ଚକ୍ରରେ ଏବେ ଭଲ ନାହିଁ ବୋଧହୁଏ । ବଡ ଆଶା ନେଇ କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ସିନେମା ହଲରେ ରିଲିଜ୍...

ଶୁଟିଂ ଚାଲିଛି ‘ଜଓ୍ବାନି ଜାନେମନ୍‌’

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ କମେଡି ଫିଲ୍ମ ‘ଜଓ୍ବାନି ଜାନେମନ୍‌’ ଲଣ୍ଡନରେ ଶୁଟିଂ ଚାଲିଛି। ଏଥିରେ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଫର୍ନିଚରଓ୍ବାଲା ଜଣେ...

ଫିଟ୍‌ ରହିବା ପାଇଁ ଏମିତି କରୁଛନ୍ତି ଦୀପିକା

ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଦୀପିକା ପାଦୁକୋନ। ନିଜର ସୌନ୍ଦର୍ଯ୍ୟ ଓ ସୁନ୍ଦର ଅଭିନୟ ଦ୍ୱାରା ସେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି।...

ଦୁଃଖ କଷ୍ଟରେ ମୋ ଦିନ କଟୁଛି, କାହିଁକି ଏମିତି କହିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ୍‌,୧୮।୩: କିଛିଦିନର ନୀରବତା ପରେ ପୁଣି ଶାଶୁଘର ଲୋକଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶାଶୁଘର ଲୋକେ ଜାଣିଶୁଣି ତାଙ୍କୁ...

ସଲ୍‌ମାନଙ୍କ ବଦାନ୍ୟତା

ମୁମ୍ବାଇ: କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ ତାରକା। ଏଥିମଧ୍ୟରେ ସୁପରଷ୍ଟାର୍‌ ସଲ୍‌ମାନ...

ରାଜୁଙ୍କୁ ଶୁଣାଯାଉଛି ବିଗ୍‌ ବି ଅମିତାଭଙ୍କ ବାର୍ତ୍ତା; ପରିବାର କରୁଛି ପ୍ରାର୍ଥନା

ବମ୍ବେ: ହୃଦ୍‌ଘାତ ପରେ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ। ଚାରି ଦିନ ହେଲାଣି ଦିଲ୍ଲୀ ଏମ୍‌ସର ଆଇସିୟୁରେ...

୧୦ ବର୍ଷ ମଧ୍ୟରେ କୌଣସି ସାକ୍ଷାତକାର ଦେଇ ନ ଥିଲେ ବିଜୟ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ନିଜ ଅଭିନୟ ବଳରେ ଦର୍ଶକଙ୍କ ଖୁବ୍ ନିକଟତର ହୋଇପାରିଛନ୍ତି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ବିଷ୍ଟ’ ପାଇଁ...

Advertisement
Archives

Model This Week