କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ୧୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୮,୬୮୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୧୨ ଜଣ ଚିହ୍ନଟ ହୋଇଥିବା…
ସମସ୍ୟାରେ ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ
ପାରାଦୀପ,୨୮ା୧୧(ସ୍ବ.ପ୍ର.): ଯୁବତୀ ଓ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ଆଇନ ଲାଗୁ କରୁଛନ୍ତି। କିନ୍ତୁ ରାଜ୍ୟରେ ଏମିତି ଏକ ଶିକ୍ଷାନୁଷ୍ଠାନ ରହିଛି ଯେଉଁଠି ଯୁବତୀମାନଙ୍କ ପାଠପଢିବା ପାଇଁ ବ୍ୟବସ୍ଥା ନାହିଁ। ଏହା ହେଉଛି…
କଟକଣା ମାନୁନାହାନ୍ତି ମତ୍ସ୍ୟଜୀବୀ
କେନ୍ଦ୍ରାପଡ଼ା ଅଫିସ,୨୮ା୧୧: ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୨ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ ରଖାଯାଇଛି। ତେବେ ମତ୍ସ୍ୟଜୀବୀ ଏହି କଟକଣାକୁ ମାନୁନାହାନ୍ତି। ଗତ ୨୬ ଦିନ ମଧ୍ୟରେ…
ବିଶ୍ୱ ଦରବାରରେ ପହଞ୍ଚିବ କୋରାପୁଟ କଫି
କୋରାପୁଟ/ନବରଙ୍ଗପୁର, ୨୮ା୧୧(ସ୍ବ.ପ୍ର./ବି.ପ୍ର.): କୋରାପୁଟ ଓ ନବରଙ୍ଗପୁର ଜିଲାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଶନିବାରଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରିଛନ୍ତି। ଏଥିସହ କୋରାପୁଟରେ ପ୍ରାୟ ୧ ହଜାର କୋଟି ଟଙ୍କାରେ ୧୧୨ଟି ପ୍ରକଳ୍ପ ଓ…
ମୁଖ୍ୟମନ୍ତ୍ରୀଙ୍କୁ ନରସିଂହଙ୍କ ଚିଠି
ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): କୋଭିଡ୍ ମୃତକଙ୍କୁ ସହାୟତା ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍ରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ଦିଆଯାଉ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ…
ସ୍ତ୍ରୀଙ୍କ ଓଜନକୁ ନେଇ ଏମିତି କହିଲେ କରଣବୀର
ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତା କରଣବୀର ବୋହରା ଏବେ ସ୍ତ୍ରୀ ଏବଂ ତିନି ପିଲାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେ ଶେୟାର କରିଛନ୍ତି। ଏହି କପଲ ପ୍ରତିଟି ଫଟୋରେ ରୋମାଣ୍ଟିକ୍ ଜଣାପଡୁଛନ୍ତି।…
ଧାନ କାଟିଲେ ବିଧାୟକ
କୋକସରା,୨୭।୧୧(ଡି.ଏନ.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ବିଧାୟକ ମୌଷଧି ବାଗ ଧାନ କାଟିଛନ୍ତି। ନିଜ ଗାଁ କୋକସରା ବ୍ଲକ ମାଝୀଗୁଡା ସ୍ଥିତ ଚାଷ ଜମିରେ ଶ୍ରମିକମାନଙ୍କ ସହ ମିଶି ଧାନ କାଟୁଥିବା ଶନିବାର ଦେଖିବାକୁ ମିଳିଛି। ସେ ଚାଷୀ ପରିବାରରୁ ଆସିଥିବା ବେଳେ…
ପୋଲିସ ଗୁଳିରେ ମାଓବାଦୀ ନିହତ
ଖପ୍ରାଖୋଲ,୨୭।୧୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ଶନିବାର ସନ୍ଧ୍ୟାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ଖପାଖୋଲ ଥାନା ଯୁନାନୀବାହାଲ ଗାଁ ନିକଟରେ ମାଓବାଦୀ ଓ ପୋଲିସ ମୁହଁାମୁହିଁ ହୋଇଥିଲେ। ଏହି ଘଟଣା…
ତାମିଲନାଡୁରେ ପ୍ରବଳ ବର୍ଷା: ୮ ମୃତ, ସ୍କୁଲ୍, କଲେଜ ବନ୍ଦ
ଚେନ୍ନାଇ,୨୭।୧୧: ତାମିଲନାଡୁରେ ଶୁକ୍ରବାରଠାରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ୮ ଜଣଙ୍କ ଜୀବନ ଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍ଏସ୍ଆର୍ ରାମଚନ୍ଦ୍ରନ୍ ଏହି ସୂଚନା ଦେଇଛନ୍ତି। ଚିଙ୍ଗ୍ଲେପେଟ୍ ଏବଂ କାଞ୍ଚତ୍ପୁରମ୍ରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ର ୩ଟି ଟିମ୍କୁ…
ନାବାଳିକା ବଳାତ୍କାରୀଙ୍କୁ ୬ ବର୍ଷ ଜେଲ୍
ସୁନ୍ଦରଗଡ଼,୨୭।୧୧(ଡି.ଏନ୍.ଏ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ କୋର୍ଟର ପ୍ରିଜାଇଡିଂ ଅଫିସର ପାର୍ଥସାରଥୀ ପଟ୍ଟନାୟକ ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣ…
ଡିସେମ୍ବରରେ ବର୍ଷର ଶେଷ ସୂର୍ଯ୍ୟୋପରାଗ
ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟୋପରାଗ ଆସନ୍ତା ଡିସେମ୍ବର ୪ରେ ସଙ୍ଗଠିତ ହେବ। ପ୍ରଥମ ପରାଗ ଗତ ଜୁନ୍ ୧୦ରେ ହୋଇଥିଲା। ତାହା ଏକ ବଳୟ ସୂର୍ଯ୍ୟୋପରାଗ ଥିଲା। ତେବେ ଡିସେମ୍ବରରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଘଟିବ। ହେଲେ ଏହା…
ଆଜି ରାଜ୍ୟରେ ସୁସ୍ଥ ହେଲେ ୨୫୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୭ା୧୧(ବ୍ୟୁରୋ): ରାଜ୍ୟରେ ସୁସ୍ଥ ହାର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଶନିବାର ଆଉ ୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୩୭ ହଜାର ୮୬୪…
Archives


