Home Left

‘ଆମକୁ ବାଟ ଖୋଜିବାକୁ ପଡ଼ିବ’

ମୁମ୍ବାଇ,୪।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ସିଜନ ଆରମ୍ଭରୁ ଲଗାତାର ୩ ପରାଜୟ ବରଣ କରିଛି। ତୃତୀୟ ମ୍ୟାଚ୍‌ରେ ପଞ୍ଜାବ ଠାରୁ ୫୪ ରନ୍‌ରେ ପରାସ୍ତ ହେବାରୁ ଚେନ୍ନାଇ ତା’ର ଟାଇଟଲ ଡିଫେଣ୍ଡ କରିବା…

ରୁଷିଆ ଆକ୍ରମଣରେ ୧୪୧୭ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ

କ୍ୱିଭ୍‌,୪।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୦ ଦିନ ପୂରିଛି। ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି କାରଣରୁ ଏଠାରେ ଅନେକ କ୍ଷତି ହୋଇଛି। ଏଥିସହିତ ୟୁକ୍ରେନ ଦ୍ୱାରା ମଧ୍ୟ ଏହି ଆକ୍ରମଣର ଜବାବ ଦିଆଯାଉଛି।…

ଶାଳଗଛ କାଟୁଥିଲେ ଦୁର୍ବୃତ୍ତ, ଗ୍ରାମବାସୀଙ୍କୁ ଦେଖି କାଠ ଓ ଗାଡ଼ି ଛାଡ଼ି ଫେରାର

ପଡ଼ିଆବାହାଲ,୪ା୪(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ପଡ଼ିଆବାହାଲ ରେଞ୍ଜ ଅଧୀନ କଦଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲ ରାତାରାତି ସଫା ହୋଇଯାଇଛି। କଦଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ଗତ ରାତିରେ ଦୁର୍ବୃତ୍ତମାନେ ଶାଳଗଛ କାଟି ନେବାକୁ ଉଦ୍ୟମ ବେଳେ ଗ୍ରାମବାସୀ ଜାଣିପାରି ଘେରାଉ…

ଆଜି ରାଜ୍ୟରୁ ମାତ୍ର ୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୪ା୪(ବ୍ୟୁରୋ): ସୋମବାର ରାଜ୍ୟରୁ ୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୭୪୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪ ଜଣ ଚିହ୍ନଟ ହୋଇଥିବା…

ଆରଟେମିସ ଚନ୍ଦ୍ର ଅଭିଯାନ

ଯୁକ୍ତରାଷ୍ଟ୍ର ଆମେରିକାର ଶେଷ ଚନ୍ଦ୍ର ଅଭିଯାନ ୧୯୭୨ ମସିହାରେ ହୋଇଥିଲା। ଏବେ ଏହାର ଠିକ୍‌ ୫୦ ବର୍ଷ ପରେ ଚନ୍ଦ୍ରକୁ ଆଉ ଏକ ଅଭିଯାନ ପ୍ରେରଣ କରିବାକୁ ଯାଉଛି l ଏହି ଅଭିଯାନର ନାମ ଆରଟେମିସ (Artemis) l ଏହି ଅଭିଯାନ…

କାଠରେ ତାରାତାରିଣୀ ମନ୍ଦିରର କ୍ଷୁଦ୍ର କଳାକୃତି

ବ୍ରହ୍ମପୁର ଅଫିସ୍‌,୪ା୪: କାଠଶିଳ୍ପୀ ଦିଲୀପ ମହାରଣା ପୁଣିଥରେ ଏକ ନୂଆ କଳାକୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଚୈତ୍ର ମେଳା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗଞ୍ଜାମର ଶକ୍ତିପୀଠ ତାରାତାରିଣୀ ମନ୍ଦିରର ଏକ ଅବିକଳ କ୍ଷୁଦ୍ର କଳାକୃତି କାଠରେ ନିର୍ମାଣ କରିଛନ୍ତି। ଏଥିରେ…

ମନ୍ଦିର ନିର୍ମାଣ ପାଇଁ ଓଡ଼ିଆମାନେ ଆତ୍ମନିର୍ଭରଶୀଳ ଥିଲେ

ଭଣ୍ଡାର ହିସାବ କରିଥିଲେ ବୀରବର ପଟ୍ଟନାୟକ। ଆମେ ଏହାକୁ ଉପସ୍ଥାପନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ମନ୍ଦିର ନିର୍ମାଣକାଳରେ କେଉଁ ଆବଶ୍ୟକ ଜିନିଷ କେତେ ଅଛି, ଆଉ କେତେ ଆବଶ୍ୟକ, ସେଥିପାଇଁ ପ୍ରସ୍ତୁତ ରହିବା। ନିର୍ମାଣ କାର୍ଯ୍ୟ ଅନବରତ ଚାଲୁ ରହିବ,…

ନୱାଜ ଶରିଫଙ୍କ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟ ଉପରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ଲଣ୍ଡନ,୪ ।୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ-ନୱାଜ(ପିଏମଏଲ-ଏନ)ର ସୁପ୍ରିମୋ ନୱାଜ ଶରିଫଙ୍କ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟରେ ରବିବାର ରାତିରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା…

ମା’ କାମୁଡ଼େଇ ପୀଠକୁ ଅଣଦେଖା

ରଗଡି,୪ା୪(ଡି.ଏନ୍‌.ଏ.): ଯାଜପୁର ଜିଲାର ରଗଡ଼ି ଅଞ୍ଚଳର ପ୍ରସିଦ୍ଧ ଦୈବୀପୀଠ ମା’ କାମୁଡ଼େଇଙ୍କ ମନ୍ଦିରକୁ ପ୍ରଶାସନ ଅଣଦେଖା କରୁଛି। ଜିଲା ତଥା ଜିଲା ବାହାରୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ବିବାହ ଓ ବ୍ରତ କ୍ଷେତ୍ରରେ ମଧ୍ୟ ବହୁ…

ବାଘୁଆ ପାହାଡ଼ରେ ପୁଣି ବ୍ଲାଷ୍ଟିଂ ଆରମ୍ଭ

ଜେନାପୁର,୪ା୪(ଡି.ଏନ.ଏ.): ଧର୍ମଶାଳା ତହସିଲ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୧୧ରେ ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ସଂଲଗ୍ନ ବାଘୁଆ ୪ନଂ. କଳାପଥର ଖାଦାନ ଉପରେ ୧୪୪ ଧାରା ଜାରି କରାଯାଇଥିଲା। ପୋଲିସ ଉପସ୍ଥିତିରେ ସେଠାରେ ନାଲି ପତାକା ଓ ସୂଚନାଫଳକ ଲଗାଯାଇ…

ଉପାଧ୍ୟକ୍ଷ ପଦକୁ ବିଜେଡିର ୧୪ ଆଶାୟୀ

ଯାଜପୁର ରୋଡ,୪ା୪(ଡି.ଏନ୍‌.ଏ.): ନିର୍ବାଚନ ଫଳାଫଳ ଘୋଷଣା ପରେ ୨୬ଟି ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ନିର୍ବାଚନ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ଏହି ମ୍ୟୁନିସିପାଲିଟିର ୨୮ ବର୍ଷ ଇତିହାସରେ ପ୍ରଥମ ଥର ଅଧ୍ୟକ୍ଷା ପଦ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ…

ଉତ୍କଟ ହେଉଛି ଜଳସଙ୍କଟ

ବରୀ,୪ା୪(ଡି.ଏନ.ଏ.): ରାଜ୍ୟ ସରକାର ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହେଉଛି। ମାତ୍ର ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମୁଖି କାର୍ଯ୍ୟ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?