ଆର୍ସିବିକୁ ଫେରିଲେ ପୂର୍ବତନ ସଦସ୍ୟ
ମୁମ୍ବାଇ,୩।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଦଳରେ ସାମିଲ ହୋଇଛନ୍ତି ମଧ୍ୟପ୍ରଦେଶ ବ୍ୟାଟର ରଜତ ପଟିଦାର। ତାଙ୍କୁ ଲବନିଥ ସିସୋଡିଆଙ୍କ ବଦଳ ଖେଳାଳି ଭାବେ ପୂରା ସିଜନ ପାଇଁ ଆର୍ସିବିରେ ସ୍ଥାନ ପାଇଛନ୍ତି। ଏ ନେଇ ଚେନ୍ନାଇ ଫ୍ରାଞ୍ଚାଇଜ ପକ୍ଷରୁ ରବିବାର…
ରେବ ପାର୍ଟି ପରେ ଭିଆଇପିଙ୍କ ଝିଅପୁଅ, ଅଭିନେତା ଅଟକ
ହାଇଦ୍ରାବାଦ,୩।୪: ବଞ୍ଜାରା ପାହାଡରେ ଥିବା ଏକ ପଞ୍ଚ ତାରକା ହୋଟେଲ ରବିବାର ସକାଳ ପର୍ଯ୍ୟନ୍ତ ଚାଲିଥିବା ଏକ ରେବ ପାର୍ଟି ଉପରେ ଚଢ଼ାଉ କରି ୧୪୨ ଜଣଙ୍କୁ ଅଟକ ରଖିଛି ହାଇଦ୍ରାବାଦ୍ ପୋଲିସ। ସେମାନଙ୍କ ମଧ୍ୟରେ ଭିଆଇପିଙ୍କ ଝିଅପୁଅ, ଅଭିନେତା ଏବଂ…
ସିଏସ୍କେ ଭାଗ୍ୟରେ ପଡ଼ିଲା ଟସ୍
ମୁମ୍ବାଇ,୩।୪: କ୍ରମାଗତ ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଭାଗରେ ପଡ଼ିଛି ଟସ୍। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହିତ ଚଳିତ ଆଇପିଏଲରେ ଚାଲିଥିବା ଟସ୍ ଜିତି ବୋଲିଂ…
ଡଙ୍ଗା ବନ୍ଦ କରିଦେଲା ପଞ୍ଚାୟତ
ଝାରସୁଗୁଡ଼ା ଅଫିସ,୩ା୪: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍ ସୀମାନ୍ତବର୍ତ୍ତୀ ୧୯ଖଣ୍ଡ ମୌଜା ଅନ୍ତର୍ଗତ ମହାନଦୀର ମହୁଲପାଲି ଘାଟରୁ ବରଗଡ ଜିଲା ଅମ୍ବାଭୋନା ବ୍ଲକ୍ ଚିଖିଲକୁ ଡଙ୍ଗା ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ଉଭୟ ଜିଲାର ଲୋକଙ୍କ ଯାତାୟାତ ଠପ୍ ହୋଇଯାଇଛି। ଏ…
୪ ଆତଙ୍କବାଦୀ ଗିରଫ
ଶ୍ରୀନଗର,୩।୪: ଜମ୍ମୁ:ଜମ୍ମୁକଶ୍ମୀରେ ରବିବାର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ବାନ୍ଦିପୋରା ପୋଲିସ। ଗିରଫ ଆତଙ୍କବାଦୀମାନେ ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀମାନଙ୍କୁ ଲଜିଷ୍ଟିକ ଏବଂ ଗମାନାଗମନରେ ସହଯୋଗ କରୁଥିଲେ। ଏକ ବିଷେଶସୁତ୍ରରୁ ଖବର ପାଇ ପୁଲିସ ଆସ୍ଥାଙ୍ଗୋ ଏବଂ ବାଣ୍ଡିପୋରା ଏରିଆରେ ୩…
ରକ୍ତରଞ୍ଜିତ ହେଲା ସାକ୍ରମେଣ୍ଟୋ ସହର
ସାନ ଫ୍ରାନସିସ୍କୋ,୩।୪: କାଲିଫର୍ନିଆର ସାକ୍ରାମେଣ୍ଟୋ ସହରରେ ରବିବାର ସକାଳେ ଘଟିଥିବା ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୯ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି। ଜଣେ ପୋଲିସ ଅଧିକାରୀ ଅତିକମ୍ରେ ୧୫ ପୀଡ଼ିତଙ୍କୁ ଠାବ କରିଥିଲେ। ସେମାନଙ୍କ ମଧ୍ୟରୁ…
ସରକାର ଯିବା ପରେ ଭାରତ ବିରୋଧୀ ମନ୍ତବ୍ୟ ଦେଲେ ପାକିସ୍ତାନ ମନ୍ତ୍ରୀ
ଇସଲାମାବାଦ,୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଚାଲିଛି। ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରଣନୀତି ବିରୋଧୀଙ୍କ ସବୁ ଖେଳ ଓଲଟପାଲଟ କରିଦେଇଛି। ଫଳରେ ଶାସନକ୍ଷମତା ହାତେଇବାକୁ ସ୍ବପ୍ନ ଦେଖୁଥିବା ବିରୋଧୀଙ୍କ ଆଶା ଧୂଳିସାତ୍ ହୋଇଛି। ପାକିସ୍ତାନ ସଂସଦ(ନ୍ୟାସନାଲ ଆସେମ୍ବ୍ଲି)ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ…
୨ କୋଟି ଟଙ୍କାର ଜିଏସ୍ଟି ଠକେଇ: ମାଲିକଙ୍କ ସମେତ ୩ ଜଣଙ୍କୁ ଜେରା
କୁଆଁରମୁଣ୍ଡା, ୩।୪(ଡି.ଏନ୍.ଏ.): କେନ୍ଦ୍ରୀୟ ପଣ୍ୟ ଓ ସେବାକର ବିଭାଗ(ସିଜିଏସ୍ଟି) ପକ୍ଷରୁ ୨ ଦିନ ହେଲା କୁଆଁରମୁଣ୍ଡା- ହାତୀବାରୀ ରୋଡରେ ଥିବା ଟପ୍ଟେକ୍ ନାମକ ଇନ୍ଗଟ୍ କାରଖାନା ସମେତ ରାଉରକେଲା ସିଭିଲଟାଉନ୍ ଏବଂ ଛେଣ୍ଡ ଅଞ୍ଚଳରେ ଥିବା ଏହାର କାର୍ଯ୍ୟାଳୟରେ ଚଢାଉ କରିଥିଲା।…
ସ୍ବାମୀଙ୍କ ପରେ ଦେଶକୁ ଚାମ୍ପିଅନ୍ କଲେ ସ୍ତ୍ରୀ
ଖ୍ରୀଷ୍ଟଚର୍ଚ୍ଚ,୩।୪: ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ୭ମଥର ପାଇଁ ଟାଇଟେଲ୍ ଜିତିଛି। ବିଜୟ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅଷ୍ଟ୍ରେଲୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲିସା ହେଲିଙ୍କୁ ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି…
ଆଇସିୟୁରେ ରୋଗୀଙ୍କୁ କାମୁଡ଼ିଲା ମୂଷା
ହାଇଦରବାଦ,୩।୪: ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ମୂଷା କାମୁଡ଼ି ଦେଇଥିଲା। ଯାହା ପରେ ପୀଡ଼ିତଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ଓ୍ବାରାଙ୍ଗାଲର ଏକ ଜଣାଶୁଣା…
ଖୁବ୍ କମ ବୟସରେ କୋଟି କୋଟି ସମ୍ପତିର ମାଲିକାଣୀ ଆଲିଆ
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଲଗାତର ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଛନ୍ତି। ତାଙ୍କ ଅଭିନୀତ ଗାଙ୍ଗୁବାଇ କାଠିଆୱାଡି ସୁପରହିଟ୍ ହେବାପରେ ଏବେ ‘ଆର୍ଆର୍ଆର୍’ ଫିଲ୍ମ ମଧ୍ୟ ବକ୍ସ ଅଫିସ୍ରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏହି ୨ଟି ଫିଲ୍ମ ଦେଖିବା…
ରୁଷିଆ ସେନାଙ୍କ ଉପରେ ବୋମାମାଡ କରି କିଛି ଅଞ୍ଚଳକୁ ନିଜ କବଜାକୁ ଆଣିଲେଣି ୟୁକ୍ରେନ୍ ସେନା: ଜେଲେନ୍ସ୍କି
କ୍ୱିଭ୍,୩ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ବେଳକୁ ବେଳ ନୂଆ ମୋଡ ନେଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍ସ୍କି କହିଛନ୍ତି କ୍ୱିଭ ଓ ଚେର୍ନୋହିବର ଆଖପାଖ ଅଞ୍ଚଳକୁ ପୁଣିଥରେ ୟୁକ୍ରେନ୍ ସେନା କବଜା କରି ନେଇଛନ୍ତି । ରୁଷିଆ ସେନାଙ୍କୁ କଡା…

