Posted inଜାତୀୟ

ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଚାରପତି

ଭୋପାଳ,୩।୪: ଏକ ସଡ଼କ ଦୁର୍ଘଟଣାରେ ମଧ୍ୟପ୍ରଦେଶ ଛତ୍ରପୁର ଜିଲା ଅଦାଲତର ବିଚାରପତିଙ୍କ ମୃତ୍ୟୁ ଘଟିଛି। ଏଥିରେ ତାଙ୍କର ସହକର୍ମୀ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ଜିଲା ସଦରମହକୁମା ନିକଟରେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣାର ଘଟିଥିବା ଡିଏସ୍‌ପି ଶଶାଙ୍କ ଜେନା କହିଛନ୍ତି।

ଶନିବାର ସାଗର-କାନପୁର ରାଜପଥ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଟ୍ରାକ୍ଟର ଟ୍ରଲିକୁ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ଧକ୍କା ଦେଇଥିଲା। ଫଳରେ ଛତ୍ରପୁର ଜିଲା କୋର୍ଟର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଋଷି ତିଓ୍ବାରୀଙ୍କ ମୃତ୍ୟୁ ଘଟିଥିଲା। ଏପରିକି ତାଙ୍କ ସହ ଥିବା ଅନ୍ୟ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଆଶିଷ ମାଥୋରିଆ ଏବଂ ଶାଳକ ରାମ ଦିନକର ଆହତ ହୋଇଥିଲେ। ଉଭୟଙ୍କୁ ଗ୍ବାଲିୟର ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରକାରୀ କାର୍ଯ୍ୟରେ ସେମାନେ ଛତ୍ରପୁର ଜିଲା ସଦର ମହକୁମାକୁ ଯାଉଥିଲେ। ସରକାରୀ କାର୍ଯ୍ୟରେ ସେମାନେ ଛତ୍ରପୁର ଜିଲା ସଦର ମହକୁମାକୁ ଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କୁ ମିଳିଲା ଜାମିନ: କୋର୍ଟ ରଖିଲେ ବଡ଼ ସର୍ତ୍ତ, ଯାଇପାରିବେନି…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ...

ହରିୟାଣା ନିର୍ବାଚନ: ଷ୍ଟାର ପ୍ରଚାରକଙ୍କ ତାଲିକାରେ ରହିଛି ପ୍ରଧାନମନ୍ତ୍ରୀ ମୋଦି, ବବିତା ଫୋଗାଟଙ୍କ ସମେତ ଏସବୁ ନେତାଙ୍କ ନାମ

ଚଣ୍ଡିଗଡ଼,୧୩।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ୪୦ ୪୦ନେତାଙ୍କୁ ବାଛିଛି। ଏହି...

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, କେଜରିଓ୍ବାଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୩।୯: ଏକ୍ସାଇଜ ପଲିସି ସ୍କାମ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦୁଇଟି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି। ପ୍ରଥମ ଆବେଦନ ଉପରେ...

ହ୍ୟାଲୋ ମୁଁ ସିବିଆଇ ଅଫିସର କହୁଛି…ବୃଦ୍ଧ ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଉଡିଗଲା ୭୨ ଲକ୍ଷ ଟଙ୍କା

ଥିରୁଭାନନ୍ତପୁରମ୍‌,୧୩।୯: କେରଳର ଜଣେ ୮୨ ବର୍ଷ ବୟସ୍କା ମହିଳା ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଠକମାନେ ଚତୁରତାର ସହ ଜଣେ ବୃଦ୍ଧ ମହିଳାଙ୍କୁ ଟାର୍ଗେଟ...

କୋଲକାତା କାଣ୍ଡ: ସେଦିନ ଥିଲା ଏତେ ଭୟଙ୍କର, ସାରା ଶରୀରକୁ କାମୁଡି ଦେଇଥିଲା ନୃଶଂସ ସଞ୍ଜୟ ରୟ

କୋଲକାତା,୧୩।୯: ଆରଜି କର ହସ୍ପିଟାଲର ବଳାତ୍କାର ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ସିବିଆଇ ରିପୋର୍ଟନୁସାରେ ସଞ୍ଜୟ ରୟ ହିଁ...

ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ମଞ୍ଚ ଶେୟାର କରିବି ନାହିଁ:ରାଜ୍ୟପାଳଙ୍କ ବଡ଼ ଘୋଷଣା

କୋଲକାତା,୧୩।୯: ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆରମ୍ଭ ହୋଇଥିବା ମମତା ସରକାରଙ୍କ ଅଡୁଆ...

ଦୁଇ ସେନା ଅଫିସରଙ୍କୁ ଆକ୍ରମଣ: ବାନ୍ଧବୀଙ୍କୁ ଗଣବଳାତ୍କାର

ଭୋପାଳ,୧୨ା୯: ମଧ୍ୟପ୍ରଦେଶର ଇନ୍ଦୋରରେ ୨ ଜଣ ଯୁବ ସେନା ଅଫିସରଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିବା ସହ ସେମାନଙ୍କ ବାନ୍ଧବୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ଗଣବଳାତ୍କାର...

ମୃତ ଶରୀର ଉପରେ ବି ନଜର, ସରକାରୀ ହସ୍ପିଟାଲରେ କଳା ଧନ୍ଦା, ସିବିଆଇର ଦାବି…

କୋଲକାତା,୧୨।୯: ପଶ୍ଚିମବଙ୍ଗର ସରକାରୀ ଡାକ୍ତରଖାନାଗୁଡ଼ିକରେ ଅନେକ ଶବ ବ୍ୟବଚ୍ଛେଦ ଦୁର୍ନୀତିରେ ପରିଣତ ହୋଇଛି। ସିବିଆଇ ଦ୍ୱାରା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ସାତ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri