ଏବେ ବିବାହ କରିବେ ନାହିଁ ଆଲିଆ!
ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ବେଶ କିଛିଦିନ ହେବ ଚର୍ଚ୍ଚା ଚାଲିଛି । ହେଲେ ବିବାହ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ଶୁଣିବାକୁ ମିଳିଥିଲା କି ଚଳିତ ବର୍ଷ ଡିସେମ୍ବରରେ…
ମଣ୍ଡା ପିଠା
ଆବଶ୍ୟକ ସାମଗ୍ରୀ:- ଅରୁଆ ଚାଉଳ- ୨ କପ୍, ନଡ଼ିଆ- ୧ଟି, ଗୁଜୁରାତି ଗୁଣ୍ଡ- ୧ ଛୋଟ ଚାମଚ, ଗୋଲମରିଚ ଗୁଣ୍ଡ- ୧ ଛୋଟ ଚାମଚ, ଅଦା- ଖଣ୍ଡେ, ଚିନି- ୧୦୦ ଗ୍ରାମ୍, ଦହି ଛେନା- ଅଧା କପ୍, ଲୁଣ ଆବଶ୍ୟକ ଅନୁସାରେ।…
ଗିରଫ ହେବେ ଅମିଶା!
ମୁମ୍ବାଇ: ବଲିଉଡକୁ ‘କହୋ ନା ପ୍ୟାର ହୈ’ ଭଳି ସୁପରହିଟ୍ ଫିଲ୍ମ ଭେଟିଦେଇଥିବା ଅମିଶା ପଟେଲ ଏବେ ଅଡୁଆରେ ପଡିଯାଇଛନ୍ତି । ସେ ଯେ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ଭୋପାଳରେ ତାଙ୍କ ନାଁରେ ୱାରଣ୍ଟ ଜାରି କରାଯାଇଛି ।…
ଫିଲ୍ମ‘ଅନ୍ତିମ’ର ପ୍ରମୋଶନ ପାଇଁ ଗାନ୍ଧି ଆଶ୍ରମ ଗଲେ ଭାଇଜାନ୍
ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ୍’ ରିଲିଜ ହୋଇ ସାରିଛି । ଏହି ଫିଲ୍ମରେ ସଲମାନ ଖାନ ପ୍ରଥମ ଥର ପାଇଁ ଆୟୁଷ ଶର୍ମାଙ୍କ ସହ ନଜର ଆସିଛନ୍ତି । ତେବେ ସଲମାନ ଜୋରସୋରରେ…
ସୁସ୍ଥତା ପାଇଁ…
କର୍ମଜୀବୀ ମହିଳାମାନେ ଫିଟ୍ ରହିବା ପାଇଁ ପ୍ରତିଦିନ ଯୋଗାସନ କରିବା ନିହାତି ଜରୁରୀ। ତେଣୁ ପ୍ରତିଦିନ ଏଥି ନିମନ୍ତେ କିଛି ସମୟ ବାହାର କରିବା ପାଇଁ ଭୁଲନ୍ତୁ ନାହିଁ। ପଶ୍ଚିମୋତାଶନ ଭୂମି ଉପରେ ପ୍ରଥମେ ଯୋଗ ମ୍ୟାଟ୍ ପକାଇ ଗୋଡ଼ ଦୁଇଟିକୁ…
ଜାନୁୟାରୀକୁ ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା
କଟକ ଅଫିସ,୩୦।୧୧: ଦଶମ ଶ୍ରେଣୀର ସମେଟିଭ-୧ର ପରୀକ୍ଷା ତାରିଖ ଘୁଞ୍ଚିଲା। ଡିସେମ୍ବର ୨୭ରେ ହେବାକୁ ଥିବା ଏହି ପରୀକ୍ଷା ଜାନୟାରୀ ୫ ରୁ ୮ ତାରିଖରେ ହେବ। ସେଥିପାଇଁ ଫର୍ମ ଫିଲଅପ କାର୍ଯ୍ୟ ଶେଷ ହୋଇଛି । ପରୀକ୍ଷା ପାଇଁ ଡାଟା…
ରାହୁଲଙ୍କ ଉପରେ ଟଙ୍କା ବର୍ଷା
ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍ ପାଇଁ ନୂତନ ଦଳ ସହିତ ମେଗା ନିଲାମ ପାଇଁ ପ୍ରସ୍ତୁତି ଚାଲିଛି। ଟୁର୍ନାମେଣ୍ଟର ଏକ ଅଂଶ ଭାବରେ ୮ଟି ଦଳକୁ ସେମାନଙ୍କ ଚାରି ଖେଳାଳିଙ୍କୁ ରଖିବା ପାଇଁ ବିକଳ୍ପ ଦିଆଯାଇଛି। ଏହା ବ୍ୟତୀତ…
ସ୍ବାଧିନତା ଲାଭ କଲା ବାରବାଡୋସ୍, ୪୦୦ ବର୍ଷର ବ୍ରିଟିଶ ଶାସନ ଶେଷ…
ବ୍ରିଜ୍ଟାଉନ୍,୩୦।୧୧: ପ୍ରାୟ ୪୦୦ ବର୍ଷ ଧରି ବ୍ରିଟିଶ ଶାସନରେ ରହିବା ପରେ କାରିବିଆନ ଦେଶ ବାରବାଡୋସ୍ ସ୍ବାଧୀନତା ଲାଭ କରିଛି। ବାରବାଡୋସ ନିଜକୁ ଏକ ଗଣତନ୍ତ୍ର ଭାବେ ଘୋଷଣା କରି ବ୍ରିଟେନର ରାଜତନ୍ତ୍ରକୁ ଦେଶରେ ରଦ୍ଦ କରିଛି। ସ୍ବାଧିନତା ହାସଲ କରିବା…
ଫିଲ୍ମ‘୮୩’ ଟ୍ରେଲର ରିଲିଜ୍
ମୁମ୍ବାଇ : ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ‘୮୩’କୁ ବେଶ ଉତ୍ସାହର ସହ ଦର୍ଶକ ଅପେକ୍ଷା କରିଛନ୍ତି। ତେବେ ଏହି ଫିଲ୍ମର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇ ଯାଇଛି। ଏଥିରେ ରଣବୀର ଭାରତୀୟ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର…
କଙ୍ଗନାଙ୍କୁ ହତ୍ୟା ଧମକ
ମୁମ୍ବାଇ,୩୦।୧୧:ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ବିବାଦୀୟ ମନ୍ତବ୍ୟ ଯୋଗୁ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଭ୍ୟନ୍ତରୀଣ ବ୍ୟାପାର ଠାରୁ ଆରମ୍ଭ କରି ଦେଶର ପ୍ରାୟ ସମସ୍ତ ପ୍ରସଙ୍ଗ ପର୍ଯ୍ୟନ୍ତ କଙ୍ଗନା ମନ୍ତବ୍ୟ ଦିଅନ୍ତି। ଅନେକ ଥର କଙ୍ଗନାଙ୍କୁ ତାଙ୍କ ମନ୍ତବ୍ୟ…
ଷ୍ଟ୍ରେସ୍ ଫ୍ରି
କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ। ପରିବାରରେ ସମସ୍ତଙ୍କୁ ଖୁସିରେ ରଖିବାକୁ ଉଦ୍ୟମ। କର୍ମଜୀବୀ ମହିଳାଙ୍କ ପାଇଁ ସବୁକିଛିକୁ ମ୍ୟାନେଜ କରିବା ଏତେ ସହଜ ନୁହେଁ। ଏଥିପାଇଁ ବେଳେବେଳେ ଚାପଗ୍ରସ୍ତ ହୁଏ ମନ। ଭାରାକ୍ରାନ୍ତ ମନକୁ ନିୟନ୍ତ୍ରଣରେ ରଖି ସଫଳତା ପାଇବାକୁ ଆବଶ୍ୟକ ଷ୍ଟ୍ରେସ ଫ୍ରି…
୧୨ ଏମ୍ପିଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ ନାହିଁ: ରାଜ୍ୟ ସଭା ଅଧ୍ୟକ୍ଷ
ନୂଆଦିଲ୍ଲୀ,୩୦।୧୧: ରାଜ୍ୟ ସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ଏହାକୁ ବିରୋଧ କରି ମଙ୍ଗଳବାର ବିରୋଧୀମାନେ ପାର୍ଲାମେଣ୍ଟରେ ହଟ୍ଟଗୋଳ କରିଛନ୍ତି। ରାଜ୍ୟ ସଭା ଆଗରେ ଥିବା ଗାନ୍ଧୀ ପ୍ରତିମା ନିକଟରେ ବିରୋଧୀ ଏମ୍ପିମାନେ ଧାରଣା ଦେଇଛନ୍ତି।…
Archives


