Home Left

ସାଉଥ୍‌ ସିନେମାର ପ୍ରଥମ, ଗ୍ରୀସରେ ରିଲିଜ୍‌ ହେବ ଫିଲ୍ମ

ସାଉଥ୍‌ ସିନେମାର ରକିଂ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’କୁ ଅପେକ୍ଷା କରିଛନ୍ତି ଦର୍ଶକ। ଏହି ଫିଲ୍ମଟି ଆସନ୍ତା ୧୪ ରେ ମୁକ୍ତିଲାଭ କରିବାକୁ ଯାଉଛି । ଏବେ ଫିଲ୍ମ ବିଷୟରେ ବଡ ଖବର ଆସିଛି । ସାଉଥ୍‌ ସିନେମାର ପ୍ରଥମ…

ସଞ୍ଜୟ ରାଉତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ସିଲ୍‌

ମୁମ୍ବାଇ,୫ ।୪: ଶିବସେନା ନେତା ସଞ୍ଜୟ ରାଉତ ଏବେ ଅଡୁଆରେ । ମଙ୍ଗଳବାର ଏକ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ କାର୍ଯ୍ୟନୁଷ୍ଠାନ ନେଇଛନ୍ତି । ପତ୍ରା ଚାଲ ଭୂମି ଘୋଟାଲା ମାମଲାରେ ଇଡି ପିଏମଏଲଏ ଯାଞ୍ଚରେ ରାଉତଙ୍କର ଆଲିବାଗରେ ଥିବା…

ସ୍ବତନ୍ତ୍ର ପୋଲିସ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ଭଗଓ୍ବନ୍ତ

ଚଣ୍ଡୀଗଡ,୫।୪: ଆଣ୍ଟି-ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଙ୍ଗଳବାର ଏକ ସ୍ବତନ୍ତ୍ର ପୋଲିସ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂଗଠିତ ଅପରାଧକୁ ଦୂର କରିବା ହେଉଛି ପଞ୍ଜାବର ସରକାରର ପ୍ରାଥମିକତା। ଅପରାଧର ମୁକାବିଲା ପାଇଁ…

୩ କ୍ବିଣ୍ଟାଲ ଗଞ୍ଜେଇ ଜବତ

କଟକ ଅଫିସ,୫।୪: କଟକ ଜିଲା ଟାଙ୍ଗୀ ବାଲିକୁଦା ନିକଟରୁ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ ଚଢାଉ କରି ଏହି ଗଞ୍ଜେଇ ଜବତ କରିଛି । ଏଥିରେ ୬ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୬…

ସଂଘାଇରେ କରୋନା ପ୍ରକୋପ

ବେଜିଂ,୫।୪: ଦିନକୁ ଦିନ ଚାଇନାରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ, ନା ରୋଗୀଙ୍କ ପାଇଁ ହସ୍ପିଟାଲରେ ଶଯ୍ୟା ଅଛି…

ଫୋନରୁ ମିଳିଲା ଜାକିର ନାଇକଙ୍କ ଭିଡିଓ

ଗୋରଖପୁର,୫।୪: ଗୋରଖନାଥ ମନ୍ଦିରରେ ଦୁଇ କନଷ୍ଟେବଳଙ୍କୁ ଆକ୍ରମଣ କରିବା ପାଇଁ ଆଇଆଇଟି ଗ୍ରାଜୁଏଟ୍‌ ଅହମ୍ମଦ ଆବାସିଙ୍କୁ ଗିରଫ କରାଯିବା ପରେ କୋର୍ଟ ପୋଲିସକୁ ତାଙ୍କୁ ଏକ ସପ୍ତାହ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛି। ତେବେ ରାଜ୍ୟ ଗୃହ ବିଭାଗ ପକ୍ଷରୁ…

ପଞ୍ଜାବର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ହେଲେ କେଜ୍ରିଓ୍ବାଲଙ୍କ ସାଙ୍ଗ

ଚଣ୍ଡୀଗଡ଼,୫।୪: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ଭାବେ ଗୌରବ ଯାଦବଙ୍କୁ ନିଯୁକ୍ତି କରାଯାଇଛି। ସେ ପଞ୍ଜାବ ପୋଲିସର ଏଡିଜିପି ଭାବେ ମଧ୍ୟ ଦାୟିତ୍ୱ ତୁଳାଇବେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଗୌରବଙ୍କ ପୁରୁଣା ସମ୍ପର୍କ ରହିଛି।…

ଭାଜପା ଏମ୍‌ପିଙ୍କ ମୁଣ୍ଡରେ ସ୍ବତନ୍ତ୍ର ଟୋପି

ନୂଆଦିଲ୍ଲୀ,୫।୪: ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ମଙ୍ଗଳବାର ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବହୁ ଭାଜପା ଏମ୍‌ପି ମୁଣ୍ଡରେ ସାଫ୍ରନ ରଙ୍ଗର ଏକ ଟୋପି ପିନ୍ଧିଥିବାର ନଜର ଆସିଥିଲେ। ଟୋପି, ଏକ କିଟ ଏବଂ…

ତେଲୁଗୁ ଅଭିନେତ୍ରୀଙ୍କ ସହ ଭାଇରାଲ ହେଉଛି ଏହି କ୍ରିକେଟରଙ୍କ କ୍ୟୁଟ୍‌ ଚାଟ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ କେକେଆର ପାଇଁ ଭେଙ୍କଟେଶ ଆୟର୍‌ ଖେଳିବା ଆରମ୍ଭ କରିଥିଲେ । ଆଉ ଖେଳିବାର ଖୁବ କମ ସମୟରେ ସେ ବେଶ ପ୍ରସିଦ୍ଧ ମଧ୍ୟ ହୋଇଗଲେଣି । ଭେଙ୍କଟେଶ ସୋସିଆଲ ମିଡିଆରେ ସେତେଟା ସକ୍ରିୟ…

ଡେବ୍ରିଗଡ଼ ଅଭୟାରଣ୍ୟକୁ ଆସିଛନ୍ତି ୬୦% ରାଜ୍ୟ ବାହାର ପର୍ଯ୍ୟଟକ

ସମ୍ବଲପୁର,୫ା୪(ବ୍ୟୁରୋ):ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଛି। ମୋଟ ୧୬ ହଜାର ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥିବା ବନ ବିଭାଗ ସୂଚନା ଦେଇଛି। ସେଥି ମଧ୍ୟରେ ୧୩ ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ସଂଖ୍ୟା ଅଧିକ। ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟଟକ…

ମମିତା ମେହେର ହତ୍ୟା ଘଟଣା: କୋର୍ଟରେ ହାଜର ହେଲେ ଗୋବିନ୍ଦ, ରାଧେଶ୍ୟାମ

କଣ୍ଟାବାଞ୍ଜି,୫।୪(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ମଙ୍ଗଳବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। କଡା ସୁରକ୍ଷା ବଳରେ ପୋଲିସ ସେମାନଙ୍କୁ କଣ୍ଟାବାଞ୍ଜି କୋର୍ଟରେ ହାଜର…

ୟୁକ୍ରେନରୁ ଆସିଲା ହୃଦୟ ବିଦାରକ ଚିତ୍ର

କ୍ୱିଭ,୫।୪: ଆଗକୁ ବଢ଼ୁଥିବା ରୁଷିଆ ସେନାର ଆକ୍ରମଣରେ ପ୍ରାଣ ହରାଇବା ଭୟରେ ଥିବା ୟୁକ୍ରେନ ନାଗରିକମାନେ ଏବେ ଛୁଆଙ୍କ ଶରୀରରେ ପରିବାରର ତଥ୍ୟ ଲେଖିବା ଆରମ୍ଭ କରିଛନ୍ତି। ଏହି ଘଟଣାର ଫଟୋକୁ ଅନେକ ଜର୍ନାଲିଷ୍ଟ ଟୁଇଟ୍‌ କରି ପୂରା ବିଶ୍ୱ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?