ବିଜୟ ନୁହନ୍ତି ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ରଶ୍ମିକା, କରିଥିଲେ ନିର୍ବନ୍ଧ…
ବମ୍ବେ: ଭାରତର ‘ନ୍ୟାଶନାଲ କ୍ରସ’ ରଶ୍ମିକା ମନ୍ଦାନାଙ୍କ ପାଇଁ ଆଜିର ଦିନ ବହୁତ ଖାସ୍। କାରଣ ୧୯୯୬ ମସିହା ଆଜିର ଦିନରେ କର୍ନାଟକର ବିରାଜପେଟରେ ଜନ୍ମଗ୍ରହଣ କରିଥିଲେ ସେ। ପାଠପଢ଼ାରେ ବେଶ ଭଲ ଥିଲେ ହେଁ ଅଭିନୟକୁ ନିଜର କ୍ୟାରିୟର ଭାବେ…
ଦେଖିବାକୁ ଏତେ ହ୍ୟାଣ୍ଡସମ୍ ଯେ ଡେଟ୍ କରିବାକୁ ମନା କରୁଛନ୍ତି ଝିଅ
ସୁନ୍ଦର ଚେହେରା ଯୋଗୁ ସହଜରେ ସାଥୀ ମିଳିବା କଥା ଅନେକ ଶୁଣିଥିବେ। ହେଲେ ବ୍ରିଟେନର ଜଣେ ଯୁବକ ଦେଖିବା ପାଇଁ ବହୁତ ହ୍ୟାଣ୍ଡସମ୍ ବୋଲି ତାଙ୍କୁ ଡେଟିଂ କରିବାକୁ ଝିଅ ମନା କରୁଛନ୍ତି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ହେଁ ସତ।…
କାଠ ଫାଳିଆରେ ପିଟି ପିଟି କରାଯାଇଥିଲା ହତ୍ୟା
ଭୁବନେଶ୍ୱର,୫।୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମାନସଙ୍କୁ ବାଉଁଶ ଏବଂ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିଲା। ହତ୍ୟାରେ ବ୍ୟବହୃତ ୪ଟି ବାଉଁଶ ଓ କାଠ ଫାଳିଆ ମୁଖ୍ୟ ଅଭିଯୁକ୍ତ…
ରାତିସାରା ଯନ୍ତ୍ରଣାରେ ଛଟପଟ ହୋଇଥିଲେ କମେଡି କୁଇନ୍; କାହାକୁ ଜଣାଇ ନ ଥିଲେ…
ମୁମ୍ବାଇ: ପ୍ରସବ ପୂର୍ବଦିନ ଯାଏଁ କାମ କରି ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି କମେଡି କୁଇନ ଭାରତୀ। ନିକଟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ଡେଲିଭରୀର ପୂର୍ବ ଦିନ ରାତିରେ ତାଙ୍କ ଅବସ୍ଥା କିଭଳି ଥିଲା…
‘ଧୋନୀ ଭାଇ ମୋତେ କହିଦେଇଥିଲେ’
ମୁମ୍ବାଇ,୫।୪: ଆଇପିଏଲ୍ ଇତିହାସରେ ପ୍ରଥମ ଥର ଲାଗି ଚେନ୍ନାଇ ସୁପରକିଙ୍ଗ୍ସ ଟୁର୍ନାମେଣ୍ଟର ଲଗାତାର ତିନୋଟି ମ୍ୟାଚ୍ରେ ପରାଜିତ ହୋଇଛି। ଫଳରେ ଅଙ୍କ ତାଲିକାରେ ୯ମ ସ୍ଥାନରେ ରହିଛି ଦଳ। ଚଳିତ ସିଜନରେ ରବିନ୍ଦ୍ର ଜାଡେଜା ପ୍ରଥମ ଥର ଲାଗି ଦଳର ଅଧିନାୟକ…
ପାଟନାଳି ଜବରଦଖଲ ମୁକ୍ତ ଦାବି
କେନ୍ଦ୍ରାପଡ଼ା ଅଫିସ,୫।୪: କେନ୍ଦ୍ରାପଡ଼ା ବ୍ଲକ ସାରଙ୍ଗ ମଧୁରକୂଳ ପାଟନାଳି ଜବରଦଖଲ ବଢ଼ିଛି। ଏହି ଜବରଦଖଲର ଉଚ୍ଛେଦ ଦାବି କରି ସ୍ଥାନୀୟ ଅଞ୍ଚଳର ଚାଷୀମାନେ କେନ୍ଦ୍ରାପଡ଼ା ଏଡିଏମ୍ଙ୍କୁ ମଙ୍ଗଳବାର ଏକ ଦାବିପତ୍ର ଦେଇଛନ୍ତିା ଏସମ୍ପର୍କରେ ସନ୍ତୋଷ କୁମାର ବେହେରା କହିଛନ୍ତିଯେ, ଏହି ପାଟନାଳି…
ମହାପ୍ରୟାଣ ଗାଡି ଥିବା ସତ୍ତ୍ୱେ ବାଇକ୍ରେ ବୁହା ହେଲା ଛାତ୍ରୀଙ୍କ ମୃତଦେହ
କେନ୍ଦ୍ରାପଡା ଅଫିସ,୫।୪:କେନ୍ଦ୍ରାପଡା ସ୍ବାସ୍ଥ୍ୟ ବିଭାଗ ଅବହେଳାର ଅନ୍ୟ ଏକ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡି ଥିବା ସତ୍ତ୍ୱେ ଜଣେ ୭ ବର୍ଷର ଛାତ୍ରୀଙ୍କ ମୃତଦେହକୁ ୨୦ କିଲୋମିଟର ଦୂର ଗାଁକୁ ବାଇକ୍ରେ ପରିବାରର ଲୋକେ…
କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ଅଭିନେତ୍ରୀ; ଅନେକ ସହରରେ ଘର, ଦାମୀ ଗାଡ଼ିର ସଉକ
ହାଇଦ୍ରାବାଦ: ଅଭିନୟ ସାଙ୍ଗକୁ ନିଜର ଚୁଲ୍ବୁଲି ସ୍ବଭାବକୁ ନେଇ ପ୍ରଶଂସକଙ୍କ ଗହଣରେ ବେଶ ପରିଚିତ ରଶ୍ମିକା ମନ୍ଧାନା। ଆଜି ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ। ୧୯୯୬ ଏପ୍ରିଲ ୫ ତାରିଖରେ କର୍ନାଟକରେ ତାଙ୍କର ଜନ୍ମ। ୨୦୧୬ରେ କନ୍ନଡ ଫିଲ୍ମ ‘କିରିକ…
ପ୍ରହଲ୍ଲାଦନଗରରେ ବୋମା ମାଡ଼: ଗାଈ ସହ ଜଣେ ଆହତ
ବ୍ରହ୍ମପୁର, ୫।୪: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦନଗରରେ ସୋମବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି । ୪ଟି ବୋମା ଫୁଟି ଏକ ଗାଈ ସମେତ ସାହିର ସମୀର ଜେନା ନାମକ ଜଣେ ଯୁବକ ଆହତ ହୋଇଛନ୍ତି ।…
ରାକ୍ଷୀ ସାଓ୍ବନ୍ତଙ୍କ ନାଁ ଶୁଣିବା ମାତ୍ରେ ରାଗି ଗଲେ
ବମ୍ବେ: ଦିନ ଥିଲା ରାକ୍ଷୀ ସାଓ୍ବନ୍ତଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ। ହେଲେ ଏବେ ଜଣେ ଖବରଦାତା ତାଙ୍କୁ ରାକ୍ଷୀଙ୍କ ବିଷୟରେ ପ୍ରଶ୍ନଟିଏ ପଚାରିଦେଲେ ବୋଲି ସେ ରାଗରେ ନିଆଁବାଣ ହୋଇଯାଇଥିଲେ।…
ଭୁଶୁଡ଼ି ପଡିଲା ଜମ୍ଭୀରା ଡ୍ୟାମ୍ର ମୁଖ୍ୟ କେନାଲ
ବାରିପଦା ଅଫିସ,୫।୪: ମୟୂରଭଞ୍ଜ ଜିଲା ଶୁଲିଆପଦା ବ୍ଲକ ଦେଉଳିସ୍ଥିତ ଜମ୍ଭୀରା ଡ୍ୟାମର ମୁଖ୍ୟ କେନାଲର ଖଇକିଆଠାରେ ୩୦ଫୁଟର ଘାଇ ସୃଷ୍ଟି ହୋଇଛି। ସୋମବାର ବିଳମ୍ବିତ ରାତିରେ କେନାଲର ଉକ୍ତ ପାର୍ଶ୍ୱଟି ଧସି ପଡିବାରୁ କେନାଲରୁ ପାଣି ବାହାରି ୫ରୁ ୧୦ଫୁଟ ଉଚ୍ଚରେ…
୩୦ ରୁଷୀୟ ରାଜନେତାଙ୍କୁ ଦେଶରୁ ବାହାର କଲା ଇଟାଲୀ …
ରୋମ୍/ମସ୍କୋ, ୫।୪ : ସୁରକ୍ଷା ଦୃଷ୍ଟିରୁ ଇଟାଲୀ ୩୦ ଜଣ ରୁଷୀୟ ରାଜନେତାଙ୍କୁ ଦେଶରୁ ବାହାର କରିଛି। ୟୁକେନ୍ ଉପରେ ରୁଷିଆ ଆକ୍ରମଣ ପରେ କେତେକ ପାଶ୍ଚାତ୍ୟ ଦେଶ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଏବେ ଇଟାଲୀ ମଧ୍ୟ…

