ୟୁକ୍ରେନରୁ ଆସିଲା ହୃଦୟ ବିଦାରକ ଚିତ୍ର

କ୍ୱିଭ,୫।୪: ଆଗକୁ ବଢ଼ୁଥିବା ରୁଷିଆ ସେନାର ଆକ୍ରମଣରେ ପ୍ରାଣ ହରାଇବା ଭୟରେ ଥିବା ୟୁକ୍ରେନ ନାଗରିକମାନେ ଏବେ ଛୁଆଙ୍କ ଶରୀରରେ ପରିବାରର ତଥ୍ୟ ଲେଖିବା ଆରମ୍ଭ କରିଛନ୍ତି। ଏହି ଘଟଣାର ଫଟୋକୁ ଅନେକ ଜର୍ନାଲିଷ୍ଟ ଟୁଇଟ୍‌ କରି ପୂରା ବିଶ୍ୱ ସାମ୍ନାକୁ ଆଣିଛନ୍ତି ୟୁକ୍ରେନର ହୃଦୟ ବିଦାରକ ଚିତ୍ର।

“ୟୁକ୍ରେନର ମା’ମାନେ ଛୁଆଙ୍କ ଶରୀରରେ ପରିବାରକୁ ଯୋଗାଯୋଗ କରିବାକୁ ତଥ୍ୟ ଲେଖୁଛନ୍ତି। ଯଦି ସେମାନଙ୍କର କିଛି ହୋଇଯାଏ, ତେବେ ସେମାନଙ୍କ ଛୁଆମାନେ ଜୀବିତ ରହିପାରିବେ। ଏବେ ବି ୟୁରୋପ ଗ୍ୟାସ ପାଇଁ ରୁଷିଆ ସହ ଆଲୋଚନା କରୁଛି” ବୋଲି ଇଣ୍ଡିପେନଡେଣ୍ଟ ଜର୍ନାଲିଷ୍ଟ ଆନାସ୍ତାସିଆ ଲାପାଟିନା ଲେଖି ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ୟୁକ୍ରେନର ଜଣେ କୁନି ଝିଅ ପିଠିରେ ତା’ ନାମ ଏବଂ ଏକ ଟେଲିଫୋନ ନମ୍ବର ଲେଖୁଥିବା ଦେଖିବାକୁ ମିଳୁଛି।

ତେବେ ସେହି ଫଟୋକୁ ୩ ଦିନ ତଳେ ଝିଅର ମା ସାଶା ମାକୋଭି ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଓ୍ବାମି ଲିଗ୍‌ ଅଧ୍ୟକ୍ଷା ହେଲେ ଶେଖ ହସିନା…

ଢାକା,୨୪।୧୨ : ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଲଗାତାର ୧୦ମ ଥରପାଇଁ ଶନିବାର ଆଓ୍ବାମି ଲିଗ୍‌ର ଅଧ୍ୟକ୍ଷା ଭାବେ ସଦସ୍ୟଙ୍କ ଦ୍ୱାରା ଚୟନ ହୋଇଛନ୍ତି। ୨୦୨୪...

ଭାରତ ଆମର ପୁରାତନ ବନ୍ଧୁ: ଫିଜି ପ୍ରଧାନମନ୍ତ୍ରୀ…

ସୁଭା,୧୬।୨ : ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଫିଜି ଗସ୍ତରେ ଅଛନ୍ତି। ସେଠାରେ ଗୁରୁବାର ଫିଜିର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏକ ବୈଠକରେ ଦୁଇ...

ଲକ୍‌ଡାଉନ୍‌ରେ ଫସିଛି ବିଶ୍ୱର ସବୁଠୁ ବଡ଼ ଆଇଫୋନ୍‌ ଫ୍ୟାକ୍ଟ୍ରି

ବେଜିଂ,୪ା୧୧: ଚାଇନାରେ କରୋନା ସଂକ୍ରମଣକୁ ନେଇ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପୁଣି ଆତଙ୍କ ଖେଳିଯାଇଛି। କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ...

ଜାତିସଂଘ ଅପାରଗ: ପୋପ୍‌

ଭାଟିକାନ୍‌ ସିଟି, ୭ା୪: ୟୁକ୍ରେନ୍‌ରେ ଯୁଦ୍ଧ ରୋକିବାରେ ଜାତିସଂଘର ଅପାରଗତା ପଦାକୁ ଆସିଛି ବୋଲି କ୍ୟାଥୋଲିକ୍‌ ଚର୍ଚ୍ଚ ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ ବୁଧବାର କହିଛନ୍ତି। ଏଥିସହ...

ଆମେରିକା ଲୋକେ କରୋନା ସହିତ ବଞ୍ଚିବା ନୁହେଁ ମରିବା ଶିକ୍ଷା କରୁଛନ୍ତି: ବାଇଡେନ୍‌

ଓ୍ବାଶିଂଟନ, ୨୪।୧୦: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡୋମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ...

ଭାରତ ହାତରେ ସୁରକ୍ଷା ପରିଷଦ ଡୋର, ପାକିସ୍ତାନର ବଢ଼ିଲା ଚିନ୍ତା…

ଜେନେଭା,୧।୮: ଭାରତ ହାତରେ ଏବେ ମାସେ ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଡୋର ରହିବ। ସମ୍ପୂର୍ଣ୍ଣ ମାସେ ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଭାରତ ନିର୍ଦ୍ଦେଶରେ...

‘୩୧ରେ ବ୍ରେକ୍‌ଜିଟ୍‌ ପାଇଁ ପ୍ରସ୍ତୁତ’

ଲଣ୍ଡନ,୩ା୧୦(ପି.ଟି.): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ନୂଆ ବ୍ରେକ୍‌ଜିଟ ଯୋଜନା ଆଣିବା ପୂର୍ବରୁ ୟୁରୋପୀୟ ସଂଘ (ଇୟୁ) ସହ ବୁଝାମଣା ପାଇଁ ଅନୁରୋଧ କରିଛନ୍ତି। ଏହାସହ...

ଯୁଦ୍ଧର ବିଭୀଷିକା, ରାସ୍ତାରେ ମଣିଷ ମୃତଦେହ ଖାଉଛନ୍ତି କୁକୁର,୧୨ ହଜାର ରୁଷିଆ ସୈନ୍ୟ ମୃତ…

କ୍ୱିଭ୍‌/ମସ୍କୋ, ୮।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ୧୩ ଦିନ ଧରି ଜାରି ରହିଛି। ଯୁଦ୍ଧର ବିଭୀଷିକା ସମଗ୍ର ମାନବ ଜାତିଙ୍କୁ ପୁଣିଥରେ ମର୍ମାହତ କରିଛି।...

Advertisement
Archives

Model This Week